ବିଶ୍ୱ ପର୍ଯ୍ୟଟନ ଦିବସ
ରାଜ୍ୟ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପୁରୀ । ପୁରୀ ସମୁଦ୍ର ବେଳାଭୂମି, କୋଣାର୍କର କୀର୍ତ୍ତି ସବୁବେଳେ ପର୍ଯ୍ୟଟକକୁ ପୁରୀ ଟାଣି ଆଣିଥାଏ । ଓଡ଼ିଶା ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପୁରୀ । ରାଜ୍ୟକୁ ଆସୁଥିବା ଅଧା ବିଦେଶୀ ପର୍ଯ୍ୟଟକ ପୁରୀରେ ଭିଡ଼ ଜମାଉଥିବା ବେଳେ!-->…