୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷାରୁ ତ୍ରାହି ମିଳିବନି । ୯ରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୧୦ରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ । ପାଣିପାଗ ବିଶେଷଜ୍ଞ

ସହରାଞ୍ଚଳ ଗରିବଙ୍କୁ ଜାଗା ସହ ଘର କରିବାକୁ ମିଳିବ ୨ ଲକ୍ଷ

ଭୁବନେଶ୍ବର: ସହରାଞ୍ଚଳ ଭୂମିହୀନ ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଜମି ଅଧିକାର ସହିତ ଘର ନିର୍ମାଣ ପାଇଁ ମିଳିବ ଆର୍ଥିକ ସହାୟତା । ଯେଉଁଥିପାଇଁ ରାଜ୍ୟ ସରକାର ଜାଗା ମିଶନକୁ ଓଡ଼ିଶା ସହାରଞ୍ଚଳ ବାସଗୃହ ମିଶନ ସହ ଏକାଠି କରିବାକୁ ଯାଉଛନ୍ତି । ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର

ପ୍ରକାଶ ପାଇଲା ଓସିଏସ ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ । ତେଜସ୍ବିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ଶୁଭଙ୍କରୀ ସୁଦେଷ୍ଣା ଦାସ ଦ୍ବିତୀୟ ଏବଂ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ହୋଇଛନ୍ତି । ୨୦୨୦ ପାଇଁ ହୋଇଥିଲା ପରୀକ୍ଷା । ଦେବବ୍ରତ କର ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ

ଚୀନ ବିରୋଧରେ ଭୋଟ ଦେଲାନି ଭାରତ

ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେବାରୁ ନିବୃତ ରହିଲା ଭାରତ । ଚୀନର ଉତର-ପଶ୍ଚିମ ସିନଜାଙ୍ଗ୍ ଅଞ୍ଚଳରେ ବିଶୃଙ୍ଖଳା ଏବଂ ଅଶାନ୍ତି ଲାଗିରହିଥିବା ବେଳେ ଏହା ଉପରେ ଏକ ବିତର୍କ କରିବାକୁ ଜାତିସଂଘରେ ପ୍ରସ୍ତାବ ଆସିଥିଲା । ଚୀନର ଏହି ସ୍ୱୟଂଶାସିତ ଅଞ୍ଚଳରେ ମାନବ ଅଧିକାର ଉପରେ ବିତର୍କ

ଧାମନଗର ଉପନିର୍ବାଚନ

ବିଜେପି ଟିକେଟରେ ଧାମନଗର ଉପନିର୍ବାଚନ ଲଢିବେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ । ଏନେଇ ଏକପ୍ରକାର ନିଶ୍ଚିନ୍ତ ହୋଇ ସାରିଥିବା ବେଳେ କେବଳ ଦଳ ପକ୍ଷରୁ ଔପଚାରିକ ଘୋଷଣା ବାକି ରହିଛି । ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସର୍ତକ କରାଇବା ପରେ ଭାରତରେ ତନାଘନା

ଆଫ୍ରିକୀୟ ଦେଶ ଗାମ୍ବିଆରେ କଫ୍ ସିରଫ ଖାଇ ୬୬ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ୱରେ ହଇଚଇ ଖେଳି ଯାଇଛି । ଭାରତର ହରିୟାଣା ସ୍ଥିତ ମେଡେନ କମ୍ପାନୀ ପକ୍ଷରୁ ପ୍ରସ୍ତୁତ କଫ୍ ସିରଫକୁ ବ୍ୟବହାର ନକରିବା ପାଇଁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କେନ୍ଦ୍ର ସ୍ୱାସ୍ଥ୍ୟ

ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ

ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । ଅଶୋଧିତ ତେଲର ଦର ଓ ଡଲାର ସୂଚକାଙ୍କ ମଜବୁତ ଥିବାରୁ ଗୁରବାର ଗୋଟିଏ ଡଲାରର

ଭୁବନେଶ୍ୱରରେ ଖୁବଶୀଘ୍ର ଖୋଲିବ ଡେଲୋଏଟ ସେଣ୍ଟର

ଆଇଟି କ୍ଷେତ୍ରରେ ଓଡିଶାକୁ ବଡ଼ ଅଗ୍ରଗତି । ଓଡ଼ିଶାରେ ଖୁବ ଶୀଘ୍ର ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛି ବିଶ୍ୱର ନାମୀ ଆଇଟି ଓ ପ୍ରଫେସନାଲ କନସଲଟିଂ କମ୍ପାନୀ ଡେଲୋଏଟ । ଏନେଇ ନିଜର ଇଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ବିଏମସି ଟାୱାରରେ ଡେଲୋଏଟର

ଟିମ୍ ଇଣ୍ଡିଆର ମିଶନ୍ ବିଶ୍ୱକପ୍

ଭାରତୀୟ ଟିମ୍ ବିଶ୍ୱକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ବାହାରି ସାରିଛି । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ

ଡିଆରଡିଓ ପକ୍ଷରୁ ମାନବବିହୀନ ବୋଟ୍ ସଫଳ ପରୀକ୍ଷଣ

ଶତ୍ରୁ ସହ ଲଢ଼ିବ ମାନବବିହୀନ ବୋଟ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ୩ଟି ସଶସ୍ତ୍ର ମାନବବିହୀନ ବୋଟ ପ୍ରସ୍ତୁତ କରାଯାଇଛି । ପୁନେରେ ଡିଆରଡିଓ ପକ୍ଷରୁ ଏହି ମାନବବିହୀନ ବୋଟ୍ର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଏହା ସମୁଦ୍ରରେ ଶତ୍ରୁର ଗତିବିଧି