ବଜାରରେ ମିଳିବ କୋଭିଡ ଭାକ୍ସିନ୍

ମେଟ୍ରୋ ଟିଭି ଓଡିଶା,୨୮/୧ : ଏବେ ମାର୍କେଟରେ ଉପଲବ୍ଧ ହେବ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା । ବଜାରରେ ବିକ୍ରି ପାଇଁ ସର୍ତ୍ତମୂଳକ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ବା ଡିସିଜିଆଇ । କିନ୍ତୁ ମେଡିସିନ୍ ଷ୍ଟୋରରେ ମିଳିବ ନାହିଁ କରୋନା ଟିକା । ଘରୋଇ ହସ୍ପିଟାଲ ଓ କ୍ଲିନିକ

ଦିଲ୍ଲୀରେ କୋହଳ ହେଲା କରୋନା ନିୟମ

ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ୍ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାତି ସମୟରେ କର୍ଫ୍ୟୁ ଜାରି ରହିବ। ସିନେମା ହଲ, ରେଷ୍ଟୁରାଣ୍ଟ

ସ୍ୱର୍ଣ୍ଣ ପଦକ ବିଜେତା ହକି କ୍ୟାପଟେନ ଚରଣଜିତ ସିଂଙ୍କ ଦେହାନ୍ତ

ମେଟ୍ରୋ ଟିଭି ଓଡିଶା,୨୭/୧ : ଭାରତର ୧୯୬୪ ଟୋକିଓ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ହକି ଦଳର କ୍ୟାପଟେନ ଚରଣଜିତ ସିଂ ଗୁରୁବାର ଦିନ ହିମାଚଳ ପ୍ରଦେଶର ଉନାରେ ତାଙ୍କ ଘରେ ହୃଦ୍ଘାତର ଶିକାର ହୋଇଥିଲେ। ପୂର୍ବତନ ମିଡଫିଲ୍ଡର ୯୦ ବର୍ଷ ଥିଲା ଏବଂ ଆସନ୍ତା ମାସରେ ୯୧ ବର୍ଷ ହୋଇଥାନ୍ତା ।

ଶ୍ରୀମନ୍ଦିର ଖୋଲିବାକୁ ନେଇ ବସିବ ବୈଠକ

ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ଶ୍ରୀମନ୍ଦିର ଖୋଲିବାକୁ ନେଇ ଆସନ୍ତାକାଲି ବୈଠକ ବସିପାରେ ।ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ସେବାୟତ

କୋଳରେ ନବଜାତ ଶିଶୁ:ପ୍ରଚାରକୁ ଓହ୍ଲାଇଛନ୍ତି ପ୍ରାର୍ଥିନୀ ଦୁର୍ଗାବତୀ

ମେଟ୍ରୋ ଟିଭି ଓଡିଶା,୨୭/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଛି ନିର୍ବାଚନି ମାହୋଲ । ପଂଚାୟତ ସ୍ତରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସରପଂଚ , ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରର ପ୍ରଥମ ଦିନରେ

ଗ୍ରାହକଙ୍କ ପାଇଁ ଖୁସି ଖବର:ଏବେ ୫୦ଟଙ୍କାରୁ କମରେ ହେବ ରିଚାର୍ଜ

ମେଟ୍ରୋ ଟିଭି ଓଡିଶା,୨୭/୧ : ଗ୍ରାହକଙ୍କ ପାଇଁ ଖୁସିଖବର। ବିଏସଏନଏଲ୍ ଆଣିଛି ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍। ଯାହାଦ୍ୱାରା ଗ୍ରାହକ ମାନେ ଖୁବ୍ ଲାଭବାନ୍ ହୋଇପାରିବା । ସରକାରୀ ଟେଲିକମ୍ କମ୍ପାନୀ ପାଖରେ ୫୦ ଟଙ୍କାରୁ କମ୍ ରେ ୨ଟି ଜବରଦସ୍ତ ରିଚାର୍ଜ ପ୍ଲାନ୍ ରହିଛି। ଏହି ପ୍ଲାନ୍

ପ୍ରିୟଙ୍କାଙ୍କୁ ଅଭିଭାବକ ହେବାର ଶୁଭେଚ୍ଛା ଜଣାଇ:ମଜାଦାର ପୋଷ୍ଟ କଲେ ଅନୁଷ୍କା

ମେଟ୍ରୋ ଟିଭି ଓଡିଶା,୨୭/୧ : ନିକଟରେ ପିତା-ମାତା ହେଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନାସ । ସେମାନେ ସରୋଗେସି ଜରିଆରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏ ନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଯେଉଁଥିରେ ତାଙ୍କୁ

ବିବାହ ବନ୍ଧନରେ ବାନ୍ଧି ହେଲେ ମୌନି ରୟ

ମେଟ୍ରୋ ଟିଭି ଓଡିଶା,୨୭/୧ : ଆଜି ଅଭିନେତ୍ରୀ ମୌନି ରୟ ନିଜ ବହୁ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି । ମୌନୀ ଟିଭିରୁ ନେଇ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୂରଜଙ୍କୁ

କୋ-ଷ୍ଟାରଙ୍କ ସହ ପୁଷ୍ପା ଷ୍ଟେପରେ ଡାନ୍ସ କରି ଚର୍ଚ୍ଚାରେ ଶ୍ରଦ୍ଧା ଆର୍ଯ୍ୟ

ମେଟ୍ରୋ ଟିଭି ଓଡିଶା,୨୭/୧ : ଟିଭି ସିରିଏଲ୍ କୁଣ୍ଡଲି ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। କିଛି ସପ୍ତାହ ପୂର୍ବରୁ, ଶ୍ରଦ୍ଧା ଆର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିକଟରେ ସେ ତାଙ୍କ ସିରିଏଲ ପାଇଁ ଅନେକ

ନିଜ ହଳଦୀରେ ଠୁମକ୍ମା ଲଗାଇ ଚର୍ଚ୍ଚାରେ ମୌନୀ ରୟ

ମେଟ୍ରୋ ଟିଭି ଓଡିଶା,୨୭/୧ : ବଲିଉଡ ଅଭିନେତ୍ରୀ ମୌନୀ ରୟ ଶେଷରେ ନିଜର ଦୀର୍ଘ ଦିନର ପ୍ରେମିକା ସୁରଜ ନାମ୍ବିଆରଙ୍କୁ ବିବାହ କରୁଛନ୍ତି । ଗୋଆରେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ଆରମ୍ଭ ହୋଇଯାଇଛି । ସେମାନଙ୍କର ମ୍ୟାରେଜର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏକ