କୁକୁଡ଼ା ଲ୍ୟାମ୍ପସ ପରିଚାଳନ ନିର୍ଦେଶକ ଙ୍କ ବାସଭବନ ରେ ଭିଜିଲାନ୍ସ ଚଢ଼ାଉ
ରାଜଗାଙ୍ଗପୁର :-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା କୁକୁଡ଼ା ଲ୍ୟାମ୍ପସ ପରିଚାଲନ ନିର୍ଦେଶକ ଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାପଡ଼ିଛି |ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର କୁକୁଡ଼ା ଲ୍ୟାମ୍ପସ ପରିଚାଳନ ନିର୍ଦେଶକ ପରୀକ୍ଷିତ ସାହୁ!-->…