ପୁଷ୍ପା ଗୀତର ହୁକ୍ ଷ୍ଟେପରେ ଜେଜେ ମାଁଙ୍କ ସହ ଡାନ୍ସ କଲେ ହାର୍ଦ୍ଧିକ ପାଣ୍ଡ୍ୟା

ମେଟ୍ରୋ ଟିଭି ଓଡିଶା,୨୭/୧ : ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଧମାଲ କରିଚାଲିଛି । ଏହି ଫିଲ୍ମର ଗୀତ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମର ଡାଇଲଗରେ ଆକ୍ଟିଂ କରି ସୋସିଆଲ ମିଡିଆରେ ଏବେ ବହୁ ଜଣ ଫେମସ୍ ହେଉଛନ୍ତି । ଏମିତି ବଡ଼ ବଡ଼ ଷ୍ଟାର ଓ କ୍ରିକେଟର ମଧ୍ୟ ପୁଷ୍ପା ଫିଲ୍ମର

ୱେଷ୍ଟଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ମେଟ୍ରୋ ଟିଭି ଓଡିଶା,୨୭/୧ : ୱେଷ୍ଟଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା । ଟି-୨୦ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ କ୍ୟାପଟେନ୍ ଟି-୨୦ ଓ ଦିନିକିଆ ଖେଳିବ ଟିମ୍ ଇଣ୍ଡିଆ । ଟି-୨୦ରେ କେଏଲ ରାହୁଲ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ

ବାହା ହେଲେ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ

ମେଟ୍ରୋ ଟିଭି ଓଡିଶା,୨୬/୧ : ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି । ସୂଚନା ଅନୁଯାୟୀ, ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ

ବାପା ହେଲେ ଯୁବରାଜ ସିଂହ: ଶିଶୁ ପୁତ୍ରକୁ ଜନ୍ମଦେଇ ଖୁସି ଖବର ଦେଲେ ପତ୍ନୀ ହେଜେଲ

ମେଟ୍ରୋ ଟିଭି ଓଡିଶା,୨୬/୧ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଯୁବରାଜଙ୍କ ପତ୍ନୀ ହେଜେଲ କିଚ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗତକାଲି ଯୁବିଙ୍କ ଘରକୁ ଆସିଛି ନୂଆ ଅତିଥି । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ଯୁବରାଜ । ସେ

ଆଜିର ଦିନରେ କାହିଁକି ପାଳନ ହୁଏ ସାଧାରଣତନ୍ତ୍ର ଦିବସ ?

ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଆମ ଦେଶ ବ୍ରିଟିଶ୍ ରାଜ୍ ରୁ ମୁକ୍ତ ହୋଇ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇଥିଲା । ହେଲେ ସମ୍ବିଧାନ ଲାଗୁ ହେଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ । ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ

ଦେଶ ପାଳିଲା ୧୫,୦୦୦ ଫୁଟ୍ ଉଚ୍ଚରେ ଗଣତନ୍ତ୍ର ଦିବସ

ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ପୂରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ। ଏ ଅବସରରେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭାରତୀୟ ସେନାର ଯବାନମାନଙ୍କର ପତାକା ଉତ୍ତୋଳନ ବେଳର ଚିତ୍ର ସାମ୍ନାକୁ ଆସୁଛି। ଲଦାଖରେ ଭାରତ-ତିବ୍ଦତ ସୀମା ପୋଲିସର ଯବାନ ୧୫ ହଜାର ଫୁଟ୍ ଉଚ୍ଚରେ ଭାରତର

ପ୍ରକାଶ ପାଇଲା ଚୁଡାନ୍ତ ପ୍ରାର୍ଥୀ ତାଲିକା

ମେଟ୍ରୋ ଟିଭି ଓଡିଶା,୨୬/୧ : ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା । ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନରେ ୩ ହଜାର ୪୧୮ ଜଣ ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଚିହ୍ନ ଧରି ପ୍ରଚାରକୁ ଓହ୍ଲାଇଲେ ପ୍ରାର୍ଥୀ । ରାତାରାତି ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ

ଏଥର ୧୨୮ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବ ଭାରତ

ମେଟ୍ରୋ ଟିଭି ଓଡିଶା,୨୬/୧ : ଘୋଷଣା ହେଇଛି ପଦ୍ମ ସମ୍ମାନ । ଏଥର ଦେଶ ମୋଟ୍ ୧୨୮ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିବ। ସେମାନଙ୍କ ଭିତରୁ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ସୂଚନା ଅନୁସାରେ,କଳା

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଘୋଷଣା:ପଦ୍ମ ଭୂଷଣକୁ ନା

ମେଟ୍ରୋ ଟିଭି ଓଡିଶା,୨୬/୧ : ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ତାଲିକାରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନାମ ସାମିଲ ହୋଇଥିବା ବେଳେ ସେ କିନ୍ତୁ ଏହି ପୁରସ୍କାରକୁ

ବାଲୁକା କଳା ମାଧ୍ୟମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ମେଟ୍ରୋ ଟିଭି ଓଡିଶା,୨୬/୧ : ବାଲୁକାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ବାଲୁକା କଳାରେ ଇଣ୍ଡିଆ ଗେଟର ନିର୍ମାଣ କରିଛନ୍ତି । ଇଣ୍ଡିଆ