ଆମେରିକା ଯୁଦ୍ଧ ବିମାନ ଦୁର୍ଘଟଣା ଗସ୍ତ ,୭ଆହତ

ମେଟ୍ରୋ ଟିଭି ଓଡିଶା,୨୫/୧ : ଆମେରିକା ନୌସେନା ୠ-୩୫ଉ ଜାହଜ ଦୁର୍ଘଟଣାରେ ୭ଜଣ ନୌଚାଳକ ଆହତ ହୋଇଛନ୍ତି। ସୋମବାର ଦକ୍ଷିଣ ଚୀନ୍ ସାଗରରେ ଏହି ଦୁର୍ଘଟଣା ହୋଇଛି। ଟଝଝ କାର୍ଲ ଭିନ୍ସନ୍ ଦକ୍ଷିଣ ଚୀନ୍ ସାଗରରେ ରୁଟିନ୍ ଫ୍ଲାଇଟ୍ ଅପରେସନ୍ କରୁଥିବାବେଳେ ଏହି ଘଟଣା ଘଟିଛି। ସୂଚନା

ଆଲିଶାନ ଭ୍ୟାନଟୀ ଭ୍ୟାନ୍‌ର ମାଲିକ ଅଲ୍ଲୁ ଅର୍ଜୁନ

ମେଟ୍ରୋ ଟିଭି ଓଡିଶା,୨୫/୧ : ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ରହିଛି । ଚାରିଆଡେ ତାଙ୍କର ଫିଲ୍ମ , ଗୀତ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚା ଚାଲିଛି। କିନ୍ତୁ ସମସ୍ତ ଜାଣିଛନ୍ତି କି ତାଙ୍କ ଘର କୌଣସି ବଙ୍ଗଳା ଠାରୁ କମ୍ ନୁହେଁ । ବହୁ

କରୋନା ପଜିଟିଭ ହେଲେ ଗୌତମ ଗମ୍ଭୀର

ମେଟ୍ରୋ ଟିଭି ଓଡିଶା,୨୫/୧ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ କରୋନା । ମଙ୍ଗଳବାର ଟ୍ୱିଟ୍ କରି ଗୌତମ ଗମ୍ଭୀର ଏହି ସୂଚନା ଦେଇଛନ୍ତି । ଏହାସହ ସେ ଅପିଲ କରି କହିଛନ୍ତି ଯେଉଁମାନେ ତାଙ୍କ ସହିତ ଯୋଗାଯୋଗରେ ଆସିଛନ୍ତି । pc credit-twitter ସେମାନେ

ଡିଜିଟାଲ ମିଡିଆରେ ରାଜ୍ କରୁଛି ନେଟୱର୍କ ଜୀ ମିଡିଆ

ମେଟ୍ରୋ ଟିଭି ଓଡିଶା,୨୫/୧ : ଦେଶରେ ସବୁଠୁ ବଡ ମିଡିଆ ନେଟଓ୍ୱର୍କ ଜୀ ମିଡିଆ ନିଜର ଆଧିପତ୍ୟ ବିସ୍ତାର କରିସାରିଲାଣି । କମ୍ପାନୀ ଦେଶର ଦକ୍ଷିଣ ପ୍ରାନ୍ତରେ ୪ଟି ନୂଆ ଡିଜିଟାଲ ନ୍ୟୁଜ ଚ୍ୟାନେଲ ଲଞ୍ଚ କରିବ । ପ୍ରମୁଖ ୪ଟି ଭାଷାରେ ଏହି ଚ୍ୟାନେଲର ପ୍ରସାରଣ ହେବ । ଏହି ସବୁ ଚ୍ୟାନେଲ

ସିରିଜ ଜିତିବା ପରେ ସାଉଥ ଆଫ୍ରିକାର ବିଜୟ ଉତ୍ସବ:ଜୟ ଶ୍ରୀରାମ ଲେଖି ଫଟୋ ସେୟାର କଲା ଟିମ୍‌

ମେଟ୍ରୋ ଟିଭି ଓଡିଶା,୨୫/୧ : ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତିବା ପରେ ଦକ୍ଷିଣ ଆଫ୍ରିକା ସିରିଜ୍‌କୁ କବଜା କରିନେଇଛି । ଡିନ୍ ଏଲଗରଙ୍କ ନେତୃତ୍ୱାଧୀନରେ ସାଉଥ ଆଫ୍ରିକା ତାର ଦମଦାର ବିଜୟ ହାସଲ କରିଛି ଓ ଦିନିକିଆ ସିରିଜ୍ରେ ତେମ୍ବା ବାଭୁମାଙ୍କ ଦଳ ଭାରତକୁ ୩-୦ରେ ହରାଇଛି। ବିଜୟ ପରେ

ଭାମିକାଙ୍କ ଫଟୋ ଭାଇରାଲକୁ ନେଇ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଲେ ବିରାଟ-ଅନୁଷ୍କା

ମେଟ୍ରୋ ଟିଭି ଓଡିଶା,୨୫/୧ : ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେଉଛି। ରବିବାର ଦିନ ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚିଥିଲେ ଏବଂ

ସୋନାକ୍ଷୀଙ୍କୁ ସମ୍ପତ୍ତିରୁ ବେଦଖଲ କଲେ ଶତ୍ରୁଘ୍ନ ସିହ୍ନା

ମେଟ୍ରୋ ଟିଭି ଓଡିଶା,୨୪/୧ : ସୋନାକ୍ଷୀ ନିଜର ଦମଦାର ଆକ୍ଟିଂ ଜରିଆରେ ବଲିଉଡରେ ନିଜର ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି । ନିକଟରେ ଭାଇରାଲ ହୋଇଥିଲା ସୋନାକ୍ଷୀ ବିବାହ କରିବେ ସଲମାନ ଖାନ୍‌ ପରିବାରରେ । ଏହି ଖବର ପାଇଁ ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥିଲେ । କିନ୍ତୁ ଏହି ବିବାହରେ ଖସୁ

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବିବାହ ବାତିଲ

ମେଟ୍ରୋ ଟିଭି ଓଡିଶା,୨୪/୧ : ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢୁଥିବାରୁ ଦେଶର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ କୋଭିଡ କଟକଣା ଆହୁରି କଡାକଡି ପାଇଁ ନିର୍ଦ୍ଦେଶ ଦେବା ସହ ନିଜ ବିବାହ ଉତ୍ସବକୁ ବାତିଲ କରିଦେଇଛନ୍ତି ।

ମାଟିରୁ ୭୦ଫୁଟରୁ ଉଚ୍ଚରେ ଝୁଲୁଛନ୍ତି ଭାଇ-ଭଉଣୀ

https://www.instagram.com/reel/CXxiJfCJen9/?utm_source=ig_embed&ig_rid=f2028b60-966e-4a8f-bf38-4bfa95a183d5 ମେଟ୍ରୋ ଟିଭି ଓଡିଶା,୨୪/୧ : ମଣିଷ ସବୁ ବେଳେ କିଛି ନା କିଛି ଜିନିଷକୁ ଦେଖି ଡରିଥାଏ । ଏହି ସବୁ ଭୟ ଭିତରେ କିଛି ଲୋକ ଅଛନ୍ତି ସେମାନେ ଏପରି କାମ

ବାପା ହେବେ ଆଦିତ୍ୟ ନାରାୟଣ

ମେଟ୍ରୋ ଟିଭି ଓଡିଶା,୨୪/୧ : ଟେଲି ଜଗତର ହୋଷ୍ଟ ଆଦିତ୍ୟ ନାରାୟଣ ଏବଂ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି । ଆଦିତ୍ୟ ଏବଂ ଶ୍ୱେତା ୨୦୧୦ରେ ଫିଲ୍ମ ‘ଶାପିତ୍’ରେ ଏକାଠି କାମ କରିଥିଲେ । ଦୁହେଁ ପ୍ରାୟ୧୦ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ୧