ଆଜିଠୁ ‘ମୋ ଘର’ ପାଇଁ ଆବେଦନ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହେଉଛି `ମୋ ଘର’ ଆବେଦନ ପ୍ରକ୍ରିୟା । ପୂର୍ବରୁ ସରକାରଙ୍କ ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିଲେ କିମ୍ବା ୭୦ହଜାରରୁ କମ ସହାୟତା ପାଇଥିଲେ। ପରିବାରର ମାସିକ ଆୟ ୨୫ହଜାରରୁ କମ୍ ଥିଲେ। ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ମୋଟର ଚାଳିତ ଚାରି ଚକିଆ ଯାନ ନଥିଲେ। ପରିବାରର…

ଆଜି ଶେଷ ରଜ : ଗାଁଠୁ ସହର ସବୁଠି ଚାଲିଛି ମଉଜ

ରଜ ପାଇଁ ଉତ୍ସଵ ମୁଖର ଓଡିଶା । ଆଜି ହେଉଛି ଶେଷ ରଜ  । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ଚଳଚଞ୍ଚଳ ଗାଁରୁ ସହର ।  ରାଜ୍ୟ ବାହାରେ ଥିବା ଓଡିଆ ମଧ୍ୟ ଏହି ଦିନଟିକୁ ପାଳନ ପାଇଁ ନିଜର ସମୟ ବାହାର କରି ପିଠାପଣାର ବ୍ୟବସ୍ଥା କରିବା ସହ ଦୋଳି ଖେଳି ମିଠାପାନ…

ପର୍ଯ୍ୟବେକ୍ଷକ ଦାୟିତ୍ବ ବାଣ୍ଟିଲା ବିଜେଡି

ଭୁବନେଶ୍ବର: ପର୍ଯ୍ୟବେକ୍ଷକ ଦାୟିତ୍ବ ବାଣ୍ଟିଲା ବିଜେଡି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମାନସ ମଙ୍ଗରାଜ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ତେଲକୋଇ ବିଧାନସଭା କ୍ଷେତ୍ର ପାଇଁ…

ରଜରେ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି

ଝାରସୁଗୁଡ଼ା: ଓଡ଼ିଶାରେ ଚାଲିଛି ରଜପର୍ବ । ତେବେ ରଜରେ ସାରା ଓଡ଼ିଶା ଜଳୁଛି ଗରମ ତାତିରେ । ପୂର୍ବଠୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଗରମ ଓ ଗୁଳୁଗୁଳିରୁ ଉପକୂଳବାସୀ ମଧ୍ୟ ନିସ୍ତାର ପାଇପାରି ନାହାନ୍ତି।  ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି। ରାଜ୍ୟର ୨୫ଟି ସହରରେ…

ବିଦ୍ୟୁତ କାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଗତ ସପ୍ତାହ ହେଲା ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ବିରୋଧୀ ମାନେ ସରକାରକୁ ଦୋଷ ଦେଉଛନ୍ତି  । ସରକାର କଂପାନିକୁ ଦୋଷ ଦେଉଛି । ଲୋକେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ କାଟକୁ ନେଇ ବଢୁଛି ଜନ ଅସନ୍ତୋଷ । ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ସାରା ରାଜ୍ୟରେ ଲୋକେ ଆଉଟୁପାଉଟୁ…

ଆଗୁଆ ହେବ ଲୋକସଭା ନିର୍ବାଚନ: ନୀତିଶ

ବିହାର:  ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଆଗୁଆ ଅର୍ଥାତ୍ ଚଳିତ ବର୍ଷ ହେବ ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର   ।  ଏଭଳି କହି ଚର୍ଚାର ଖୋରାକ ଯୋଗାଇଛନ୍ତି ନୀତିଶ । ଆଉ ଏକ ସପ୍ତାହ ପରେ ପାଟନାରେ ଜୁନ୍ ୨୩ ମୋଦୀ ବିରୋଧୀ ନେତାଙ୍କ ମହାବୈଠକ ହେବାର ଅଛି । ତେବେ…

ସୁସ୍ଥ ହେଲେ ଠାକୁର, ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ: ଗହଳି ଜମିଲାଣି

ପୁରୀ:ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ଶ୍ରୀଜିଉ ସୁସ୍ଥ ହେବାର ସମାଚାର ନେଇ…

ଅଯୋଧ୍ୟା ଦୀପୋତ୍ସବରେ ଏଥର ୨୧ ଲକ୍ଷ ଦୀପ ଜଳାଯିବ

ନୂଆଦିଲ୍ଲୀ:ଅଯୋଧ୍ୟା ଦୀପୋତ୍ସବରେ ଏଥର ୨୧ ଲକ୍ଷ ଦୀପ ଜଳାଯିବ । ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୋଦି ସରକାରଙ୍କ ୯ ବର୍ଷ ପୂରଣ ହେବା ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ମହା-ଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଆୟୋଜିତ ‘ଜନସଭା’କୁ ସମ୍ବୋଧିତ କରି ଏକଥା…

ଖାଇବା ତେଲ ଦର କମିବ: ୫ ପ୍ରତିଶତ ଆମଦାନୀ ଶୁଳ୍କ କମାଇଲେ କେନ୍ଦ୍ର ସରକାର

ଖାଇବା ତେଲ ଦର କମିବ ।  ଆମଦାନୀ ଶୁଳ୍କ କମାଇଛନ୍ତି କେନ୍ଦ୍ର ସରକାର।  ସୋୟାବିନ ତେଲ ଓ ସନଫ୍ଲାୱାର ତେଲ ଉପରେ ୫ ପ୍ରତିଶତ ଆମଦାନୀ ଶୁଳ୍କ କମିଥିବାରୁ ଆଗାମୀ ଦିନରେ ତେଲ ଦର କମିବ । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏବେ କେନ୍ଦ୍ର ସରକାରଙ୍କ…

ମହିମା ଗାଦି ପାଇଁ ୧୧୨ କୋଟି ପ୍ରସ୍ତାବ

 ଢେଙ୍କାନାଳ : ଯୋରନ୍ଦା ମହିମା ଗାଦି ପୀଠର  କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ।  ଜିଲ୍ଲାପାଳ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ…