ଜଳ ପରିଚାଳନାରେ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ଲାଭ କଲା ଗଞ୍ଜାମ

ଭୁବନେଶ୍ବର: ଜଳ ପରିଚାଳନାରେ ସଫଳତା ପାଇଁ ଗଂଜାମ ଜିଲ୍ଲାକୁ ମିଳିଛି ପୁରସ୍କାର । ସର୍ବଭାରତୀୟ କ୍ଷେତ୍ରରେ ଗଂଜାମକୁ ଏହି ପୁରସ୍କାର ମିଳିଛି ।  ଜଳଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ବିଭାଗ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି ।…

କୋଚିଙ୍ଗ୍‌ ସେଣ୍ଟର୍‌ରେ ଅଗ୍ନିକାଣ୍ଡ, ଝରକା ବାଟେ ବାହାରକୁ ଡେଇଁଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:  ମୁଖାର୍ଜୀ ନଗର ଅଞ୍ଚଳରେ ଥିବା ଗୋଟାଏ କୋଚିଙ୍ଗ୍‌ ସେଣ୍ଟର୍‌ରେ ଅଗ୍ନିକାଣ୍ଡ ଘଟିବାରୁ ଛାତ୍ରଛାତ୍ରୀମାନେ ଝରକା ଦେଇ ବାହାରକୁ ଆସିଥିଲେ । ଏହି ଭିଡିଓ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି ।  ନିଆଁ ଲାଗିବାର ପ୍ରକୃତ କାରଣ ଜଣା ନ ପଡ଼ିଲେ ବି ଗୋଟାଏ ଇଲେକ୍ଟ୍ରିକ୍‌…

ଅଗଷ୍ଟ ୩୧ରୁ ଏସିଆ କପ୍

ମୁମ୍ବାଇ: ବହୁ ବାଦ ବିବାଦ ପରେ ପାକିସ୍ତାନ ଶେଷରେ ମାନିଛି । ଗତ ଏକ ବର୍ଷ ଧରି ଏସିଆ କପ୍ ହେବ କି ନାହିଁ ସେ ନେଇ ସନ୍ଦେହ ଥିଲା । ଶେଷରେ ପାକିସ୍ତାନ ସମସ୍ତ ସର୍ତକୁ ମାନି ନେଇଛି ।  ଅଗଷ୍ଟ ୩୧ରୁ ଆରମ୍ଭ ହେବ ଏସିୟା କପ୍ ୨୦୨୩। ଆଜି ମ୍ୟାଚ୍ ଆରମ୍ଭ ହେବା ସମ୍ବନ୍ଧୀୟ ସୂଚନା ଦେଇଛି ଏସିୟାନ…

୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ୧୯ ତାରିଖରେ ଶ୍ରୀଜିଉଙ୍କର ମାତ୍ର ୩ ଘଣ୍ଟା ନବ ଯୌବନ ଦର୍ଶନ ହେବ ବୋଲି ଜଣାପଡିଛି। ନବଯୌବନ ଦର୍ଶନର ପରଦିନ ଶ୍ରୀଜିଉ ରଥାରୁଢ ହେବେ। ଲକ୍ଷ ଲକ୍ଷ  ଭକ୍ତଙ୍କ ଗହଣରେ ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।  ସେଥିନେଇ ଶ୍ରୀମନ୍ଦିର  ପ୍ରଶାସନ ଓ ପୁଲିସ ପ୍ରଶାସନ…

ବିପର୍ଯ୍ୟୟର ଲାଣ୍ଡଫଲ୍

ଅହମ୍ମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ (ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା) ଆରମ୍ଭ ହୋଇଯାଇଛି । https://twitter.com/ani_digital/status/1669337443768885248?s=20 ଏହି ଲାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ  ।ଏହି ବାତ୍ୟାର ବାହ୍ୟ…

ମାଛରଙ୍କା ଚଢେଇକୁ ହତ୍ୟା, ଅଭିଯୁକ୍ତ ଗୁରୁ ଗିରଫ

କେନ୍ଦ୍ରାପଡା: ମାଛ ଖାଇବାରୁ ମାଛରଙ୍କା ଚଢେଇକୁ ମାରିବାରୁ ଜେଲ ଗଲା ଅଭିଯୁକ୍ତ  । ବିଭିନ୍ନ ସୋସିଆଲ ମିଡିଆରେ ଏବଂ  ଇନଷ୍ଟଗ୍ରାମରେ ଭାଇରାଲ ହେଲା ଫଟୋ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ  । ତାଳଚୁଆ ପଟାପରିଆ ଗାଁର ଗୁରୁ ଦଳାଇ ରାଜକନିକା ଅଞ୍ଚଳରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନିଟ୍‌ ଟପ୍ପର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟର ନିଟ୍ ଟପ୍ପର । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନିଟ୍ ଟପ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ଖୁସି ପ୍ରକାଶ କରିବା ସହ ଟୁଇଟ୍ କରିଛନ୍ତି ।…

ମଣିପୁରରେ ହିଂସା ; ଗୁଳିମାଡ଼ରେ ପୁଣି ୧୧ ଜଣଙ୍କ ମୃତ୍ୟୁ ଇମ୍ଫାଲ

ଇମ୍ଫାଲ : ମଣିପୁରରେ ହିଂସା ଥମୁନି । ବ୍ୟାପକ ସୁରକ୍ଷା ସତ୍ତ୍ବେ ହିଂସା ଘଟାଉଛନ୍ତି ଉଗ୍ରପନ୍ଥୀ । ଗତରାତିରେ ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ଆହତ ହୋଇଛନ୍ତି। ଶତାଧିକ ସଶସ୍ତ୍ର ଉଗ୍ରପନ୍ଥୀ ଇମ୍ଫାଲ ପୂର୍ବ ଜିଲ୍ଲା ଏବଂ କାଙ୍ଗପୋକି ଜିଲ୍ଲା ସୀମା…

ଜଖାଉ ପୋର୍ଟରେ ଲ୍ୟାଣ୍ଡଫଲ କରିବ ବିପର୍ଯ୍ୟୟ

ଜଖାଉ ପୋର୍ଟରେ ଲ୍ୟାଣ୍ଡଫଲ କରିବ ବିପର୍ଯ୍ୟୟ ଗାନ୍ଧିନଗର: ଅତି ଭୀଷଣ ରୂପ ନେଇ ଉପକୂଳ ଆଡ଼କୁ ମୁହାଁଉଛି ’ବିପର୍ଯ୍ୟୟ’ । ବିପର୍ଯ୍ୟୟ ପାଇଁ ଏବେ ସମୁଦ୍ର ଭିତରେ ପବନର ବେଗର ଘଣ୍ଟା ପ୍ରତି ୧୪୫ରୁ ୧୫୫ କିମି ରହିଛି । ବାତ୍ୟା ପ୍ରଭାବରେ ପଶ୍ଚିମ ଭାରତର ୮ଟି ରାଜ୍ୟ ପ୍ରଭାବିତ ହେବାକୁ ଥିବା…

ଗାଁଠୁ ସହର ସବୁଠି ହସଖୁସିରେ ପାଳନ ହେଉଛି ରଜ

ଗାଁଠୁ ସହର ସବୁଠି ହସଖୁସିରେ ପାଳନ ହେଉଛି ରଜପର୍ବ ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଗାଁଠୁ ସହର ସବୁଠି ହସଖୁସିରେ ପାଳନ ହେଉଛି ରଜପର୍ବ । https://www.youtube.com/watch?v=4zIE7-LFVCI ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ ହେଉଛି। ନୂଆ ପୋଷାକ ପିନ୍ଧି ରଜ ଦୋଳି…