ଆଜି ଭାରତ-ଲେବନାନ୍ ଫାଇନାଲ

ଭୁବନେଶ୍ୱର: ଆଜି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫାଇନାଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ଲେବାନନ୍ । ଭାରତ ଫାଇନାଲ ପୂର୍ବରୁ ଜୋରଦାର ଅଭ୍ୟାସ କରିଛି । ଲେବାନନକୁ ହରାଇ ଚାମ୍ପିଅନ…

ଦର୍ପଦଳନ ରଥର ଅଖରେ ଫାଟ

ପୁରୀ: ବଦଳିବନି ଦର୍ପଦଳନ ରଥର ଅଖ । ଅଖରେ ସେଭଳି କୌଣସି ଗୁରୁତର ଫାଟ ହୋଇନି । ବୈଷୟିକ କମିଟି ଦ୍ବାରା ଚକ ଓ ଅଖ ଯାଞ୍ଚ ପରେ ଏନେଇ ସ୍ପଷ୍ଟ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲାଗିବ ୟୁ କ୍ଲାମ୍ପ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ କମିଟି ଅଧ୍ୟକ୍ଷ ଏନ.ସି ପାଲ । ବୈଠକରେ…

ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନ ଗଣତି ପ୍ରସଙ୍ଗରେ ଗଜପତି ରଖିଲେ ମତାମତ

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଓ ରତ୍ନ ଭଣ୍ଡାରରେ କେତେ ରତ୍ନ ଅଛି ତା ଉପରେ ମତ ରଖିଛନ୍ତି ଗଜପତି ମହାରାଜ । ଏକ ସପ୍ତାହ ପୂର୍ବରୁ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁହଁ ଖୋଲିବା ପରେ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ସମାନ ଢଙ୍ଗରେ  ଗଣମାଧ୍ୟମରେ ଉଦ୍‌ବେଗ…

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେଆର୍ କେନ୍ଦ୍ର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିୟମାବଳୀ ଅନୁଯାୟୀ ଏଥିରେ ଅତ୍ୟାଧୂନିକ ଚିକିତ୍ସା ଉପକରଣ, ଆଇସିୟୁ…

ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ ବଗି

ରାୟଗଡ଼ା: ଓଡ଼ିଶାରେ ଟ୍ରେନ ଦୁର୍ଘଟଣାର ପିଛା ଛାଡୁନି । ପୁଣି ଏକ ମାଲ ବୋଝେଇ ଟ୍ରେନ୍  ରାୟଗଡ଼ାରେ ଲାଇଚ୍ୟୁତ ହୋଇଛି । ଅମ୍ବାଦଳା ଷ୍ଟେସନ ନିକଟରେ ବିଶାଖାପାଟଣାରୁ ଆସୁଥିବା ବକ୍ସାଇଟ ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ବକ୍ସସାଇଟ ନେଇ ଲାଞ୍ଜିଗଡ ବେଦାନ୍ତ…

ସାଂସଦ ଅପରାଜିତାଙ୍କ ବିଜେଡିକୁ ଟାର୍ଗେଟ ପରେ ଶ୍ରୀମୟୀ କହିଲେ ବିକାଶ କାମ ଦେଖି ସାଂସଦ ଭୟଭୀତ

ଭବନେଶ୍ବର:  ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଟାର୍ଗେଟ କରିବା ପରେ ଉତ୍ତର ରଖିଛି ବିଜେଡ ।  ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର  କହିଛନ୍ତି ବିଜେପି ସାଂସଦ କେବଳ ଗୁରୁତ୍ୱହୀନ ପ୍ରସଙ୍ଗ ଉଠାଇ ବିବାଦ ସୃଷ୍ଟି କରୁଛନ୍ତି । ତାଙ୍କୁ ଭୁବନେଶ୍ବର…

ଭଣ୍ଡ ତାନ୍ତ୍ରିକ କୈଫ ଖାନ ଦାଦା ଅମିନ ଖାନକୁ ଗିରଫ କଲା ପୋଲିସ

କଟକ: କଟକରେ ଭଣ୍ଡ ତାନ୍ତ୍ରିକ କୈଫ ଖାନ ଗିରଫ ଘଟଣା ପରେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । କୈଫକୁ ତା’ର ଠକେଇ କାରବାରରେ ସହଯୋଗ କରୁଥିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ କୈଫର ଦାଦା ଅମିନ ଖାନକୁ ଗିରଫ କରିଛି । ପୂର୍ବରୁ  ଯେଉଁ ମାମଲାରେ କୈଫ ଗିରଫ ହୋଇଥିଲା ସବୁ ମାମଲାରେ ଅମିନ ସହଯୋଗ…

ଦର୍ପଦଳନ ରଥର ଅଖରେ ଲାଗିବ ୟୁ କ୍ଲାମ୍ପ

ପୁରୀ: ଦର୍ପଦଳନ ରଥର ଅଖରେ ଲାଗିବ  ୟୁ କ୍ଲାମ୍ପ । ବଦଳିବନି ଦର୍ପଦଳନ ରଥର ଅଖ । ଗୁରୁତର ଫାଟ ହୋଇନଥିବା ବୈଷୟିକ କମିଟି ଦ୍ବାରା ଚକ ଓ ଅଖ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି । ସତର୍କତା ପାଇଁ ଲାଗିବ ୟୁ କ୍ଲାମ୍ପ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ କମିଟି ଅଧ୍ୟକ୍ଷ ଏନ.ସି ପାଲ । ଦେବୀ…

ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

କଟକ: ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିହାରର ସୋହେଲ ମନସୁର ।  କିଡନୀ ଜନିତ ଜଟିଳ ସମସ୍ୟା ଥିବାରୁ ତାଙ୍କର ଅବସ୍ଥା ସେତେ ଭଲ ନଥିଲା । ଦୁର୍ଘଟଣାର ୧୫…

ପଂଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଂଗରେ ହିଂସା

କୋଲକତା: ଜୁଲାଇ 8 ରେ ହେବ ହେବ ପଶ୍ଚିମବଂଗର ପଞ୍ଚାୟତ ନିର୍ବାଚନ । ତେବେ ତାହା ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ହିଂସା । ଶାସକ ଟିଏମସି ହିଂସା ଘଟାଉଛି ବୋଲି କଂଗ୍ରେସ ଏବଂ ବିଜେପି ଅଭିଯୋଗ କରୁଛନ୍ତି । ପ୍ରାର୍ଥୀମାନଙ୍କୁ ଭୟଭୀତ କରାଉଥିବା କଂଗ୍ରେସ କହିଛି । ନାମାଙ୍କନ ବେଳେ…