ପୁଣି ବିପଦରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂଯୁକ୍ତା ଦେଲେ ଏଫଆଇଆର

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପୋଲିସ ଜେରା କରିବ କି । ବିଜେଡି ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ? ଏପରି ଅନେକ ଚର୍ଚା ଏବେ ହେଉଛି ।  ତାଙ୍କ ନାଁ ରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି ସଂଯୁକ୍ତା ମହଲା । ନିଜ ଅଧିକାର ପାଇଁ…

ଉତ୍ତର ଭାରତରେ ବର୍ଷାର ତାଣ୍ଡବ

ହିମାଚଳପ୍ରଦେଶରେ ବର୍ଷା ଚରୁଛି ତାଣ୍ଡବ । ରାସ୍ତାରେ ବନ୍ୟା । ଚାରିଆଡେ ଖାଲି ପାଣି ଆଉ ପାଣି । ଧନଜୀବନ ପାଣିରେ ଭାସିଯାଉଛି ।  ରାସ୍ତା ପାଣିରେ ବୁଡି ରହିଛି । ଅନେକ୍ ଗାଁ ବିଛିନ୍ନାଞ୍ଚଳରେ ପରିଣତ ହେଲାଣି । ପରିସ୍ଥିତି ଏପରି ହୋଇଯାଇଛି ଯେ, ୧୦ବର୍ଷ ତଳର କଥାକୁ ପୁଣି ମନେପକାଇଦେଉଛି ।…

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ତାଙ୍କରି ଦଳର ନେତ୍ରୀ ସଂଯୁକ୍ତା ମହଲା। ତା’ସହିତ ସେ ପୁଲିସ କମିଶନରଙ୍କୁ ଭେଟି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ସଂଯୁକ୍ତା କହିଛନ୍ତି, ପୂର୍ବତନ…

ଆଖିଧରା ରୋଗ ପାଇଁ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ

ଭୁବନେଶ୍ବର: ନିର୍ଦ୍ଦିଷ୍ଟ ତଥ୍ୟ ନ ଥିଲେ ବି ଆଖିଧରା ରୋଗସଂଖ୍ୟା ବୃଦ୍ଧି ଘଟିଛି। ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ନ ପଠାଇବା ପାଇଁ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।ସେ କହିଛନ୍ତି, ଆଖିଧରା ହେଉଛି ଭୂତାଣୁଜନିତ ରୋଗ। ସାଧାରଣତଃ ଋତୁ ପରିବର୍ତ୍ତନ…

ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ଉଚ୍ଚଶିକ୍ଷା ବିଭାଗରେ ପେନ୍‌ସନ୍‌ ସେଲ୍‌

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗରେ ପେନ୍‌ସନ୍‌ ସେଲ୍‌  ଠିକ୍ ଭାବେ କାର୍ଯ୍ୟ କରିବ। ଏହାଦ୍ବାରା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ହିଁ ସେମାନଙ୍କ ପେନ୍‌ସନ୍‌ ପାଇବେ। ସମସ୍ତ ବାକିଥିବା ପେନ୍‌ସନ୍‌ କେସ୍‌ ଗୁଡ଼ିକ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା ହୋଇପାରିବ। ଏଥିସହ…

ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ବର: କଟକ- ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ବରର ରାଜଭବନ ଛକ ଯାଏ ୨୪ ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ। ଏବେ ୩୦ ଫୁଟ ତଳରୁ ମାଟି ଖନନ କରାଯାଉଛି। ପ୍ରତି ଦେଢ଼ ମିଟର ତଳର ମାଟିକୁ ପରୀକ୍ଷା କରାଯିବ।…

ଅଭିଜିତ ଜାମ୍ବୁରେ ପଠାଣିକୁ ବହୁବାର ପଠାଇଥଲା ଟଙ୍କା

ଭୁବନେଶ୍ୱର :  ଓଟିପି ସେୟାରିଂରେ ଆତଙ୍କବାଦ ଲିଂ ଜଣାପଡିବା ପରେ  ଗଣମାଧ୍ୟମରେ ମୁହଁ ଖୋଲିଛି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେ। ସେ ନିର୍ଦ୍ଦୋଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିବା ଅଭିଜିତ୍ କହିଛି। ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା…

ଅନୁଗୁଳ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍

ଅନୁଗୁଳ :  ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍ ଯାଇ ତାଳଚେରରେ ପହଞ୍ଚିବା ପରେ ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିଛନ୍ତି । ଏହା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ନିର୍ମାଣାଧୀନ ମନ୍ଦିରର ନସ୍କା ଦେଖିବା ସହ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ…

ଇସ୍‌ଲାମିକ୍‌ ଷ୍ଟେଟ୍‌ ନେତା ଉସାମା ଅଲ୍‌-ମୁହାଜିର୍‌ ନିହତ

କାଇରୋ:  ସିରିୟାରେ ଆମେରିକା ଡ୍ରୋନ୍‌ଦ୍ବାରା ଆକ୍ରମଣ କରି ଜଣେ ‘ଆଇଏସ୍‌ଆଇଏସ୍‌’ ନେତାଙ୍କୁ ହତ୍ୟା କରିଛି  ।ନିହତ ‘ଆଇଏସ୍‌ଆଇଏସ୍‌’ ନେତା ଅଲ୍‌-ମୁହାଜିର୍‌ଙ୍କ ବିଷୟରେ ଅଧିକ କିଛି ବିବରଣୀ ନ ଦେଇ ଜାରି କରିଥିବା ବିବୃତିରେ ଆମେରିକା ସେନା କହିଛି: ସମଗ୍ର ସିରିୟାରେ ‘ୟୁ. ଏସ୍‌.…

ପଶ୍ଚିମବଙ୍ଗରେ ନିର୍ବାଚନ ହିଂସା: ବଢ଼ୁଛି ମୃତ୍ୟୁ ସଂଖ୍ୟା

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ଏଥର ବ୍ୟାପକ ହିଂସାକାଣ୍ଡ ଘଟିଛି । ନିର୍ବାଚନ ଶେଷ ହେବା ପରେ ବି ନିର୍ବାଚନୀ ହିଂସା ବନ୍ଦ ହୋଇନାହିଁ।  ନିର୍ବାଚନୀ ହିଂସାରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। କିଛି ହତ୍ୟାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସ ବିରୋଧୀ କଂଗ୍ରେସକୁ ଦାୟୀ…