ଅଣ୍ଡିରା ଚିତା ତେଜସର ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତାର ମୃତ୍ୟୁ । ଅଣ୍ଡିରା ଚିତା ତେଜସର ମୃତ୍ୟୁ ହୋଇଛି । ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍ । ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରି ନାହିଁ ।…

ଆସନ୍ତା ୧୪ ତାରିଖରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ । ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ବର୍ଷା ହେଉଛି । ଆସନ୍ତା ୧୪ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଡଶେଲମେରରୁ ବାହାରି ସିକର, ଓରାଇ, ସୁଲତାନପୁର,…

ଆଜିଠୁ ୪ ଦିନ ଧରି ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରା ସମୀକ୍ଷା

ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତା ପାଉଛନ୍ତି ତ ଉତ୍ତମ ସେବା । ବିଦ୍ୟୁତ ନିୟାମକ ଆୟୋଗଙ୍କ ସର୍ତ୍ତକୁ ମାନୁଛନ୍ତି ତ ବିତରଣ କମ୍ପାନୀ । ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ଯ୍ୟଧାରାକୁ ସମୀକ୍ଷା କରିବେ ବିଦ୍ୟୁତ୍ ନିୟାମକ ଆୟୋଗ । ଆଜିଠୁ ୪ ଦିନ ଧରି ଆୟୋଗ ସମୀକ୍ଷା କରିବେ । ଆଜି ପ୍ରଥମ…

ଢେଙ୍କାନାଳ ଗସ୍ତରେ 5T ସଚିବ

ଢେଙ୍କାନାଳ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ଢେଙ୍କାନାଳର ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ । ମନ୍ଦିରରେ ଶ୍ରୀକୃଷ୍ଣ, ରୁକ୍ମିଣୀ, ବଳରାମ ଓ ମାଆ ଲକ୍ଷ୍ମୀଙ୍କ ସମେତ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଏହାସହ ମନ୍ଦିର ଓ…

କୁଆଖାଇ ନଦୀରେ ଅଘଟଣ, ମିଳିଲା ଅନ୍ୟ ୨ ନିଖୋଜ ଛାତ୍ରଙ୍କ ମୃତଦେହ

ବାଲିଅନ୍ତା ଥାନା ଧବଳାହାର ନିକଟ କୁଆଖାଇ ନଦୀରେ ବୁଡ଼ି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ବରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ । ଗତକାଲି ଆରୟନ ଓ ଅବିନାଶଙ୍କ…

ପ୍ରଥମ ଟେଷ୍ଟ୍‌ ଆଜିଠୁ

ଡୋମିନିକା: ଆଜିଠୁ ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବାକୁ ଥିବା  ପ୍ରଥମ ଟେଷ୍ଟ୍‌ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍‌ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷ‌ରେ ଦିନିକିଆ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନରୁ ନିରାଶ…

ରତ୍ନଭଣ୍ଡାର ଚାବି ହଜିବା ମାମଲା: ୨ ମାସ ସମୟ ନେଲେ ରାଜ୍ୟ ସରକାର

କଟକ: ଶ୍ରୀମନ୍ଦିର ରତ୍ନଭଣ୍ତାର ଚାବି ହଜିବାକୁ ନେଇ ସରକାର ହାଇକୋର୍ଟରେ ସମୟ ମାଗିଛନ୍ତି । ଜଷ୍ଟିସ୍‌ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରିବାକୁ ସରକାର ଅଧିକ ୨ ମାସ ସମୟ ଲୋଡ଼ିଛନ୍ତି। ୨୦୨୩, ଏପ୍ରିଲ ୨୫ରେ ହାଇକୋର୍ଟ…

ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ଅସୁସ୍ଥ : ଭେଟିଲେ ମହମ୍ମଦ ମୋକିମ୍

କଟକ:  ଅସୁସ୍ଥ ବିଜୁ ପଟ୍ଟନାୟକଙ୍କ ପୁତୁରା । ଏହି ଖବର ଏବେ ଚର୍ଚାର ବିଷୟ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । ଏବେ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ତାଙ୍କ ପୁଅ ଦିଲୀପ ଓ ଝିଅ ରେଖା ରହୁଛନ୍ତି । ଦିଲ୍ଲୀପ…

ସୀମା ସୁରକ୍ଷା ବଳରେ ୩୦ଟି ସମେତ ୭୮୮ ମାନବ ଚାଲାଣ ବିରୋଧୀ ୟୁନିଟ୍ (ଏଏଚ୍‌ଟିୟୁ) କାର୍ଯ୍ୟରତ

ମାନବ ଚାଲାଣର ଶୀକାର ହେଉଥିବା ପୀଡିତା , ବିଶେଷ କରି ନାବାଳିକା ଓ ଯୁବତୀ ମାନଙ୍କ ପାଇଁ ସୁରକ୍ଷା ଏବଂ ଥଇଥାନ ଗୃହ ସ୍ଥାପନ ପାଇଁ ସୀମାନ୍ତ ଅଞ୍ଚଳ ଗୁଡିକରେ ଥିବା ରାଜ୍ୟ , କେନ୍ଦ୍ରଶାସିତ ଅଂଚଳ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମିଶନ୍…

2025 ଜାନୁଆରୀ ପହିଲାରୁ ଏନ2 ଓ ଏନ3 ଟ୍ରକ୍ କ୍ୟାବିନରେ ଏୟାର କଣ୍ଡିସନ ବାଧ୍ୟତାମୂଳକ

ଆଗାମୀ 2025 ଜାନୁଆରୀ ପହିଲା ପରେ ନିର୍ମାଣ ହେବାକୁ ଥିବା ଏନ2 ଏବଂ ଏନ3 ବର୍ଗର ମୋଟର ଯାନ କ୍ୟାବିନରେ ଏୟାର କଣ୍ଡିସନ ସିଷ୍ଟମ ସଂଯୋଗ କରିବା ବାଧ୍ୟତାମୂଳକ ହେବ । ଏ ସଂକ୍ରାନ୍ତରେ 10 ଜୁଲାଇ 2023ରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଚିଠା ବିଜ୍ଞପ୍ତି ଜାରି କରାଯାଇଛି । ଏୟାର…