ମା‌ଲେସିଆକୁ ୪-୩ରେ ହରାଇଲା

ଚେନ୍ନାଇ:  ଭାରତ ଚତୁର୍ଥ ଥର ଲାଗି ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ବିଜେତା ହୋଇଛି। ଭାରତୀୟ ଦଳର ଏହି ଐତିହାସିକ ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ବିଶିଷ୍ଠ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ଦଳର ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଏବଂ…

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ଭାରତ ଓ୍ବେଷ୍ଟଇଣ୍ଡିଜକୁ ଚତୁର୍ଥ ଟି-୨୦ରେ ପରାସ୍ତ କରିଛି । ଶୁଭମନ ଗିଲ ଏବଂ ଜସସ୍ବୀ ଜୟସ୍ବାଲଙ୍କ ଦମଦାର ବ୍ୟାଟିଂ ବଳରେ ଦଳର ବିଜୟ ହୋଇଛି ।  ୧୭୯ର ବିଜୟ ଲକ୍ଷ୍ୟ ରହିଥିବାବେଳେ ଗିଲ୍ ୭୭ ଏବଂ ଜୟସ୍ବାଲ ୮୪ ରନ କରି ଅପରାଜିତ ରହିଥିଲେ । ଲଢ଼ୁଆ ବ୍ୟାଟିଂ ସହ ଜୟସ୍ବାଲ ମ୍ୟାଚର ଶ୍ରେଷ୍ଠ…

ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ : ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଗ୍ରାମୀଣ ଡାକ ସେବକ ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟମାଷ୍ଟର ଏବଂ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଆଦି ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି । ଇଣ୍ଡିଆ ପୋଷ୍ଟ ମନ୍ତ୍ରାଳୟ ଅଧୀନରେ ଯୋଗାଯୋଗ କରୁଛି ।…

ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ସରିଲା ଫୁଲ୍ ଡ୍ରେସ ରିହର୍ସାଲ

ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଇଁ ସରିଲା ପରେଡ୍ ରିହର୍ସାଲ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ସରିଲା ଫୁଲ୍ ଡ୍ରେସ ରିହର୍ସାଲ । ପରେଡ୍ ରିହର୍ସାଲରେ ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ କମିଶନର ଓ ଡେପୁଟି ପୋଲିସ କମିଶନର ପ୍ରମୁଖ ସାମିଲ ହୋଇଥିଲେ ।…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବା ବେଳେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ।…

ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର

ଝାରଖଣ୍ଡ:ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ହାଡକୋର ମାଓବାଦୀ ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ଠାବ ହୋଇଥିବା ବଙ୍କର ମଧ୍ୟରୁ ଜବତ…

ଅଭିନେତ୍ରୀ ସନ୍ନି ଲିଓନ୍‌ ଭୁବନେଶ୍ବରରେ

ଭୁବନେଶ୍ୱର: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସନ୍ନି ଲିଓନ୍‌ ଏକ ରଙ୍ଗାରଙ୍ଗ ଲାଇଭ୍‌ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶନିବାର ସନ୍ଧ୍ୟାରେ ଏକ କ୍ଲବ୍‌ର ଲାଉଞ୍ଜରେ ତାଙ୍କର କାର୍ଯ୍ୟକ୍ରମ ରହିଥିଲା । ତାଙ୍କର ପ୍ରଶଂସକ, ଶୁଭେଚ୍ଛୁ ତାଙ୍କୁ ଭେଟିବା ଲାଗି ଆଗୁଆ…

ଆଜିର ରାଶିଫଳ

ମେଷ ଆଜି କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ବନ୍ଧୁ ଓ ପରିବାର ଦିଗରୁ ମଧ୍ୟ ସମୟ ଅନୁକୂଳ ନୂହେଁ, ବରଂ ପ୍ରତିକୂଳତାର ଝଲକ ଦେଖିବାକୁ ପାଇବେ। ସବୁ ସମୟରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବହନ କ୍ଷେତ୍ରରେ…

ଶ୍ରୀନଗର ଏୟାରବେସରେ ମୁତୟନ ହେଲା ଅପଗ୍ରେଡେଡ ମିଗ-୨୯ ଫାଇଟର ଜେଟର ଏକ ସ୍କ୍ବାଡ୍ରନ

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନକୁ ଚେକ୍ ଦେବା ଲାଗି ଭାରତର ରଣନୀତି । ଶ୍ରୀନଗର ଏୟାରବେସରେ ମୁତୟନ ହେଲା ଅପଗ୍ରେଡେଡ ମିଗ-୨୯ ଫାଇଟର ଜେଟର ଏକ ସ୍କ୍ବାଡ୍ରନ । ଦିନକୁ ଦିନ ସୀମାନ୍ତରେ ଦୁଇ ଦେଶକୁ ନେଇ ନାନା ବିବାଦ ସୃଷ୍ଟି ହୋଇଆସୁଥିବାରୁ ସୀମାର ସୁରକ୍ଷା ଲାଗି ପଦକ୍ଷେପ ନେଇଛି ଭାରତ…

ମାଷ୍ଟର କ୍ୟାଣ୍ଟିନ୍‌ରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ରକ୍ତରଞ୍ଜିତ ହେଲା ରାଜଧାନୀ। ମାଷ୍ଟର କ୍ୟାଣ୍ଟିନ୍ ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ଯୁବକଙ୍କ ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛି କ୍ୟାପିଟାଲ ଥାନା ପୋଲିସ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ…