ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ

ଚେନ୍ନାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ମଧ୍ୟ…

ଅଦ୍ରିଜା ମଞ୍ଜରୀ ସିଂହଦେଓ ବଲାଙ୍ଗୀର ଟାଉନ ଥାନାର ଦ୍ବାରସ୍ଥ

ବଲାଙ୍ଗୀର: ବଲାଙ୍ଗୀର ଟାଉନ ଥାନାରେ ରାଜ ପରିବାରର ବୋହୂ । ଅନଙ୍ଗ ଉଦୟ ସିଂହଦେଓଙ୍କ ସାନବୋହୂ ତଥା ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ବଲାଙ୍ଗୀର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି  । ପ୍ୟାଲେସକୁ ଯିବା ପାଇଁ ଅଦ୍ରିଜା ପୋଲିସ ସୁରକ୍ଷା ମାଗିଛନ୍ତି  । ଶ୍ୱଶୁର ଘରେ…

ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା

ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ଆଜି ବାରିପଦା ମିଶନ ଶକ୍ତି କାଫେ ଯାଇ ମିଶନ ଶକ୍ତି ମା’ଙ୍କୁ ଭେଟିବା ସହ  ଲୋକଙ୍କ ହାତରୁ ନେଇଥିଲେ ଦାବିପତ୍ର । ସମସ୍ୟାର ସମାଧାନ ପାଇଁ…

ପରଲୋକରେ ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରା

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ବତନ ଯୁଗ୍ମ ସମ୍ପାଦକ ସତ୍ୟବ୍ରତ ବେହେରାଙ୍କ ପରଲୋକ । ସତ୍ୟବ୍ରତ କଟକ ଜିଲ୍ଲା କ୍ରିକେଟ ସଂଘ ସଭାପତି ଭାବେ ଦୀର୍ଘ ବର୍ଷ ଧରି ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଅନେକ ଉଦିୟମାନ କ୍ରିକେଟ ପ୍ରତିଭାଙ୍କୁ ସାମ୍ନାକୁ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା…

ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି  । OPSC ପକ୍ଷରୁ ଆରମ୍ଭ ହେଲା ପ୍ରକ୍ରିୟା  । ୭ ହଜାର ୨୭୬ ଡାକ୍ତର ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି ହୋଇଛି  ।୧୮ଅଗଷ୍ଟରୁ ସେପ୍ଟେମ୍ବର ୧୮ ମଧ୍ୟରେ ଆବେଦନ କରିପାରିବେ ଆଗ୍ରହୀ ଡାକ୍ତରୀ ଛାତ୍ର । ST…

ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ

ଆନନ୍ଦପୁର: ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର।  ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ପୂର୍ବାହ୍ନ ସାଢେ ନଅଟାରେ…

ଚନ୍ଦ୍ରକୁ ଲୁନା-୨୫ ଉତ୍‌‌କ୍ଷେପଣ କଲା ରୁଷ୍‌

ମସ୍କୋ: ଋଷ ପୁଣି ଚନ୍ଦ୍ରକୁ ତାର ମହାକାଶ ଯାନ ଜୟଯାତ୍ରା ଆରମ୍ଭ କରିଛି । କିଛି ଦଶନ୍ଧି ନିରବ ରହିବା ପରେ ପୁଣି ଚନ୍ଦ୍ର ମିଶନ ଆରମ୍ଭ କରିଛି ଋଷ । ଚନ୍ଦ୍ରପୃଷ୍ଠକୁ ଦୀର୍ଘ ୪୭ ବର୍ଷ ପରେ ରୁଷ୍‌ ପୁଣି ମହାକାଶ ଯାନ ପ୍ରେରଣ କରିଛି। ଭୋଷ୍ଟୋଚିନି କସମୋଡ୍ରମରୁ ମହାକାଶ ଯାନ ସୋୟୁଜ ୨.୧…

ପୁଣି ଧାରଣାରେ ଦୀପିକା

ବ୍ରହ୍ମପୁର: ନିଜର ହକ ପାଇଁ  କେ. ଦୀପିକା ପୁଣିଥରେ ଦେଶୀବେହେରା ସାହିସ୍ଥିତ କେ. ଦିନେଶଙ୍କ ଘର ବାରଣ୍ଡାରେ ଧାରଣା ଆରମ୍ଭ କରିଛନ୍ତି। ଜନ୍ମିତ ପୁଅକୁ ବାପାର ଅଧିକାର ଏବଂ ତାଙ୍କୁ ପତ୍ନୀର ମାନ୍ୟତା ଦାବି କରି ଦୀପିକା ଏହି ଧାରଣା ଦେଇଥିବା କହିଛନ୍ତି। ଗତ ୩ଦିନ ଧରି ସେ ଦିନେଶଙ୍କ ଘର…

ଆଜି ବିଶ୍ବହାତୀ ଦିବସ: ହାତୀ ସୁରକ୍ଷା ଚିନ୍ତା

ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ ଭାବେ’ ପାଳନ କରାଯାଉଛି। ଏହିଦିନ ହାତୀଙ୍କ ସୁରକ୍ଷା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଏ। ୨୦୧୨ରୁ ଏହି ଦିବସ ପାଳନ ଆରମ୍ଭ ହୋଇଛି। ରିପୋର୍ଟ…

ଆଜିର ରାଶିଫଳ

ମେଷ ଆଜି ଅ-ନାମାକ୍ଷର ବ୍ୟକ୍ତିଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପରିସ୍ଥିତି ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ସକାଳୁ ସକାଳୁ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ,…