ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନକୁ ଚେକ୍ ଦେବା ଲାଗି ଭାରତର ରଣନୀତି । ଶ୍ରୀନଗର ଏୟାରବେସରେ ମୁତୟନ ହେଲା ଅପଗ୍ରେଡେଡ ମିଗ-୨୯ ଫାଇଟର ଜେଟର ଏକ ସ୍କ୍ବାଡ୍ରନ । ଦିନକୁ ଦିନ ସୀମାନ୍ତରେ ଦୁଇ ଦେଶକୁ ନେଇ ନାନା ବିବାଦ ସୃଷ୍ଟି ହୋଇଆସୁଥିବାରୁ ସୀମାର ସୁରକ୍ଷା ଲାଗି ପଦକ୍ଷେପ ନେଇଛି ଭାରତ ।ପାକିସ୍ତାନ ଠାରୁ ବେଶୀ ବିପଦର ସମ୍ମୁଖୀନ ହୋଇଆସୁଥିବା ଶ୍ରୀନଗରରେ ମିଗ୍-୨୧ ସ୍କ୍ବାଡ୍ରନ ବଦଳରେ ମିଗ୍- ୨୯ ସ୍କ୍ବାଡ୍ରନକୁ ମୁତୟନ କରାଯାଇଛି । ଏହାକୁ ଟ୍ରାଇଡେଣ୍ଟ ସ୍କ୍ବାଡ୍ରନ ବା ବର୍ତ୍ତମାନର ଡିଫେଣ୍ଡର ଅଫ ଦି ନର୍ଥ ସ୍କ୍ବାଡ୍ରନ ଭାରତର ସୁରକ୍ଷାକୁ ମଜଭୁତ କରିବ । ଭାରତୀୟ ବାୟୁସେନା ପାଇଲଟ ସ୍କ୍ବାଡ୍ରନ ଲିଡର ବିପୁଳ ଶର୍ମା କହିଛନ୍ତି- କାଶ୍ମୀର ଉପତ୍ୟାକର ମଧ୍ୟଭାଗରେ ଶ୍ରୀନଗର ଅବସ୍ଥିତ ।
Trending
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
Next Post