ଉତ୍ତର କୋରିଆ ୨୦୦ ତୋପ ବୋମା ନିକ୍ଷେପ

ଆଜି ସକାଳେ ଦକ୍ଷିଣ କୋରିଆ ସେନା ରିପୋର୍ଟ କରିଥିଲା ଯେ, ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା ନିକ୍ଷେପ କରିଛି। କିନ୍ତୁ, ଏହାଦ୍ବାରା ଦକ୍ଷିଣ କୋରିଆରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ବୋମା ସବୁ ଦୁଇ କୋରିଆ ମଧ୍ୟରେ ଥିବା ସାମୁଦ୍ରିକ ସୀମା ଅନ୍ତର୍ଗତ ‘ନର୍ଦନ୍‌ ଲିମିଟ୍‌…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଫଳରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ପର୍ଯ୍ୟଟକ ଭିତରକନିକାକୁ ଯାଇପାରିବେ ନାହିଁ । ମହାକାଳପଡା , ରାଜନଗର, ଗହିରମଥା, କନିକା, ରାଜନଗର ସମେତ ୫ଟି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବୈଠକ: ସଭାସ୍ଥଳରେ ବସିବେ ୬୫୦ ଓ ଯଜ୍ଞସ୍ଥଳରେ ଶହେ ଅତିଥି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ଗଜପତି ମହରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ରାଜନଅରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଶ୍ରୀମନ୍ଦିର…

ସୁନ୍ଦରଗଡ଼ରେ କରୋନାର ନୂଆ ଭାରିଆଣ୍ଟ!

ସୁନ୍ଦରଗଡ଼: ଦେଶରେ କରୋନା ପୁଣି ଥରେ ଫେରୁଥିବା ଚର୍ଚ୍ଚା ହେଉଛି। କିଛି ରାଜ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଗଲାଣି। ଏସ୍ଥିତିରେ ସୁନ୍ଦରଗଡ଼ରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। କେରଳା ଫେରନ୍ତା ଜଣେ ବ୍ୟକ୍ତିଙ୍କ ଦେହରେ ନୂଆ…

ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। କୌଣସି ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ନୂଆ ଘର କିଣିବା କଥା ଚିନ୍ତା କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବୃଷ: ଅଫିସରେ ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ। ଶୀତବସ୍ତ୍ର…

ସୁନ୍ଦରଗଡରେ ସମୀକ୍ଷା କରୁଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ସୁନ୍ଦରଗଡ: ଦ୍ବିତୀୟ ଦିନରେ ଆଜି ସୁନ୍ଦରଗଡ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବର୍ତମାନ ସୁନ୍ଦରଗଡର ରାଜବାଟୀରେ ଥିବା ମା ସମଲେଇ ମନ୍ଦିର ଆସି ମନ୍ଦିରର ସୌନ୍ଦଯ୍ୟକରଣ ଦିଗରେ ଆଲୋଚନା କରୁଛନ୍ତି । କିଭଳି ଏକ ଭବ୍ୟ ମନ୍ଦିରର ରୂପନେବ ସୁନ୍ଦରଗଡର ସମଲେଇ ମନ୍ଦିର ତାକୁ ରାଜ୍ୟ…

ଜାନୁଆରି ୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

ଭୁବନେଶ୍ବର:  ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ନିମନ୍ତେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାରଙ୍କର ଆସନ୍ତା ଜାନୁଆରି ୬ ତାରିଖରୁ ୮ ତାରିଖ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଡ. ଅଜୟ କୁମାର ୬ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର…

ଚର୍ଚ୍ଚାରେ ଜୁନିଅର ଏନଟିଆର

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦେବରା’କୁ ନେଇ ଚର୍ଚ୍ଚାରେ। ପ୍ରଶଂସକମାନେ ଉତ୍ସାହର ସହ ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇବା ପାଇଁ ଫିଲ୍ମର ନୂଆ ପୋଷ୍ଟର ସହ ଟିଜର ସମ୍ବନ୍ଧୀୟ ନୂଆ ଖବର…

ମଟନ ଖାଉଥିଲେ ସାବଧାନ! 

ବର୍ତ୍ତମାନ ଶୀତ ଋତୁ ଚାଲିଛି । ଏହି ଦିନରେ ଲୋକମାନଙ୍କ ମଧ୍ୟରେ ମଟନ୍ ପାଇଁ କ୍ରେଜ୍ ଲାଗିରହିଛି । ମଟନ୍ କହିଲେ ଲୋକମାନେ ଛେଳି ମାଂସ(Mutton)କୁ ବୁଝନ୍ତି । କିନ୍ତୁ, ଟେକ୍ନିକାଲ୍ ଉଭୟ ମେଣ୍ଢା ଓ ଛେଳି ମାଂସକୁ ମଟନ୍ କୁହାଯାଏ । ଏହା ରେଡ୍ ମିଟ୍(Red Meat) ବର୍ଗରେ ଆସିଥାଏ । ଏଥିରେ…