କର୍ପୋରେଟ୍‌ କଂପାନିକୁ ଜିଏସ୍‌ଟି ନୋଟିସ୍‌ 

ନୂଆବର୍ଷ ଖୁସି ଆଣିବା ବଦଳରେ କର୍ପୋରେଟ୍‌ ଚିନ୍ତାର କାରଣ ପାଲଟିଛି। ବହୁ ସଂଖ୍ୟାରେ କଂପାନିକୁ ଜିଏସ୍‌ଟି ନୋଟିସ୍‌ ମିଳିଛି। ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)କୁ ୮୦୬ କୋଟି ଟଙ୍କାର ନୋଟିସ୍‌ ମିଳିଥିଲା। ପ୍ରଥମେ ମହାରାଷ୍ଟ୍ର ଓ ପରେ ତେଲେଙ୍ଗାନା ପକ୍ଷରୁ ଏଲ୍‌ଆଇସିକୁ ଜିଏସ୍‌ଟି…

ଇଡି ସମ୍ମୁଖରେ କେଜ୍ରିଓ୍ଵାଲ

ଇଡି ନିକଟରେ ହାଜର ହୋଇନଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ଲାଗି ରହିଛି ବିବାଦ। ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନରେ ପହଞ୍ଚି ନାହାନ୍ତି। ବିଜେପି…

ବଦଳାନ୍ତୁ ଫୋନ୍ ସେଟିଂ 

ଆଜି ଆମେ ଆପଣଙ୍କୁ ଏପରି କିଛି ଖାସ୍ ଟିପ୍ସ ଓ ଟ୍ରିକ୍ସ ଦେଉଛୁ ଯାହା ଆପଣଙ୍କୁ ସାଇବର ଫ୍ରଡରୁ ରକ୍ଷା କରିବାରେ ସହାୟକ ହେବ ।ଏଥିପାଇଁ ଆପଣଙ୍କୁ କେବଳ ମୋବାଇଲ୍ ସେଟିଂରେ ପରିବର୍ତ୍ତନ କରିବାକୁ ହେବ । ଅଧିକାଂଶ ସାଇବର ଫ୍ରଡର ପ୍ରାରମ୍ଭ ଏକ ଫୋନ୍ କଲ୍ କିମ୍ବା ମେସେଜ୍‌ରୁ ହୋଇଥାଏ । ପ୍ରାୟ…

ଇଣ୍ଡିଗୋ ବିମାନରେ ମିଳୁଥିବା ଖାଦ୍ୟରୁ ବାହାରୁଛି କୀଟ

ଘରୋଇ ବିମାନ ଇଣ୍ଡିଗୋ ବିମାନରେ ଦିଆଯାଉଥିବା ଖାଦ୍ୟରେ କୀଟପତଙ୍ଗର ପଡିଥିବା ସମ୍ପର୍କରେ FSSAI ରୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ANI ସମ୍ବାଦ ଅନୁଯାୟୀ, ଇଣ୍ଡିଗୋ…

ଇରାନରେ ଆତଙ୍କବାଦୀ ଆକ୍ରମଣ

ଇରାନର ଦକ୍ଷିଣ ସହର କେର୍ମାନଠାରେ କମାଣ୍ଡର କାସେମ ସୁଲେମାନିଙ୍କ କବର ନିକଟରେ ଆତଙ୍କବାଦୀ ଆକ୍ରମଣରେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ୨୦୨୦ରେ ବାଗଦାଦ ବିମାନବନ୍ଦରରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ନିହତ ସୁଲେମାନିଙ୍କୁ ଏଠାରେ କବର ଦିଆଯାଇଥିଲା। ପୂର୍ବତନ…

ଶୀତରେ ଥରୁଛି ଓଡିଶା

କୁହୁଡି ଶହ ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ। ପ୍ରବଳ କୁହୁଡି ଯୋଗୁଁ ଟ୍ରେନ ଓ ଫ୍ଳାଇଟ୍‌ ପ୍ରଭାବିତ ମଧ୍ୟ ହୋଇଛି।ତେବେ ଏହିପରି  ଥଣ୍ଡା ଆସନ୍ତା ୨/୩ ପର୍ଯ୍ୟନ୍ତ ଜାରି ରହିବ । ପାହାଡ ମାନଙ୍କରେ  ତୁଷାରପାତ ମଧ୍ୟ ଜାରି ରହିଛି।  ପାଣିପାଗ ବିଭାଗ  ତରଫରୁ ଆଜି  ଅର୍ଥାତ ଗୁରୁବାର…

ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍

ନୟାଗଡ଼: ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା  ପାଇଁ  ୩ ବର୍ଷ ତଳେ ପ୍ରୟାସ…

ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ କଲେଜରେ NEET ଓ JEE କୋଚିଂ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ କଲେଜରେ NEET ଓ JEE କୋଚିଂ। ଛାତ୍ରଛାତ୍ରୀମାନଙ୍କୁ କୋଚିଂ ପାଇଁ ନିଷ୍ପତ୍ତି ହୋଇଛି । ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ । ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ । ଏଥିଲାଗି କଲେଜରେ…

ମନ୍ଦିରରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢିଗଲା ବସ

ସମ୍ବଲପୁର: ଛାତ୍ରଙ୍କ ଉପରେ ଚଢିଗଲା ବସ । ଘଟଣା ସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରର ବାଲିବନ୍ଧା ଫେଜର କ୍ଲବ ପାଖରେ ଉତ୍ତେଜନା ପ୍ରକାଶ ପାଇଥିଲା ।  ଏକ ଘରୋଇ ଟୁରିଷ୍ଟ ବସ ସମଲେଶ୍ବରୀ ମନ୍ଦିରରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢି ଯାଇଥିଲା । ଏନଏଚ ବଦଳରେ ଟାଉନ ଭିତର…

 ଆଜିଠୁ ଚିଲିକାରେ ହେବ ପକ୍ଷୀ ଗଣନା

ଟାଙ୍ଗୀ: ଆଜିଠୁ ଚିଲିକାରେ ପକ୍ଷୀ ଗଣନା କରାଯିବ ।  ସକାଳ ୬ ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ । ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ…