ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ବଶୁର ଘରୁ ଆସିଲା ୫ ହଜାର ପ୍ରକାରର ଉପହାର

ଅଯୋଧ୍ୟା : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ବଶୁର ଘର ମିଥିଳାରୁ ରାମଲଲାଙ୍କ ପାଇଁ ୫ ହଜାର ଉପହାର ଆସିଛି। ଜନକପୁର ଧାମର ମେୟର ମନୋଜ କୁମାର ଶାହ ଏବଂ ଜାନକୀ ମନ୍ଦିରର ମହନ୍ତ ରାମତପେଶ୍ବର ଦାସଙ୍କ ନେତୃତ୍ବରେ…

ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା

ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା । ଅନ୍ୟ ଜାଗାରେ ବିବାହ କରିଥିଲେ ବି ସେ ଭରଣପୋଷଣ ପାଇବାର ହକ୍‌ଦାର ।ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କ ସପକ୍ଷରେ ବମ୍ବେ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଛାଡପତ୍ର ପରେ ରକ୍ଷଣାବେକ୍ଷଣ ସହ ଜଡିତ…

ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ କଲା ବିମାନ

ମାଲକାନଗିରି:ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷା ମୂଳକ ଭାବେ ଅବତରଣ କରିଛି ଭିଟି ୧୦୦ ବିମାନ । ଅବତରଣ ପରେ ପାଇଲଟ୍ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ଯାଞ୍ଚ ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ଖୁବ୍ ପ୍ରଂଶସା କରିଛନ୍ତି ପାଇଲଟ୍ । ଆସନ୍ତା ୯…

ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼

ଗାଜା: ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼। ଉତ୍ତର ଗାଜାରେ ହମାସର ଗାଜାରେ ଭୁଶୁଡୁଛି ଆତଙ୍କବାଦୀ ସଂଗଠନ ହମାସର ଗଡ଼ ଶିବିରକୁ ଛାରଖାର କରି ଦେଇଛି ଇସ୍ରାଏଲ ସେନା। ଇସ୍ରାଏଲ-ଗାଜା ଯୁଦ୍ଧକୁ ୩ ମାସ ପୁରିଛି। ଏବେ ଦକ୍ଷିଣ ଏବଂ କେନ୍ଦ୍ରରେ ଥିବା ଆତଙ୍କୀକୁ ନାଶ କରିବାକୁ ରଣନୀତି…

ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪

ବନେଶ୍ବର:  ଆରମ୍ଭ ହେଲା ଶିଶିର ସରସ-୨୦୨୪ । ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଉଦଘାଯନୀ ଉତ୍ସବରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗାଁ ଗାଁରେ ଉତ୍ସବ

ଭୁବନେଶ୍ବର: ୧୭ରେ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଅତ୍ୟନ୍ତ ଭବ୍ୟ ହେବାକୁ ଯାଉଛି ଏହି ଲୋକାର୍ପଣ ଉତ୍ସବ । ଏହା ମାଧ୍ୟମରେ ବିଶ୍ବ ଜାଣିବ ଓଡ଼ିଶାରେ ହେଉଥିବା ଦେବସ୍ଥଳର ରୂପାନ୍ତରଣ ସମ୍ପର୍କରେ । ପରିକ୍ରମା ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ଗାଁକୁ ଗାଁ ବୁଲୁଛି…

ଆଜିର ରାଶିଫଳ

ମେଷ: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ଆପଣଙ୍କ ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଭଲ ଖବର ଶୁଣିବେ। ନବବିବାହିତ ଦମ୍ପତିଙ୍କ ଲାଗି ସମୟ ଭଲ। ବୃଷ: ନୂଆ ବିଚାର ଗ୍ରହଣ କରିବେ। କମ୍ ପରିଶ୍ରମରୁ ଯଥେଷ୍ଟ ଲାଭ ପାଇବେ। ଅଚାନକ ଧନଲାଭର ଯୋଗ ଅଛି। ପ୍ରେମ ସମ୍ବନ୍ଧରେ…

ବାଂଲାଦେଶରେ ନିର୍ବାଚନ ପୂର୍ବରୁ ହିଂସା

ଢାକା: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ହିଂସା । ଟ୍ରେନ୍ ପରେ ପୋଲିଂ ବୁଥ ଏବଂ ସ୍କୁଲ ବସରେ ଲୋକେ ଲଗାଇଦେଲେ ନିଆଁ । ସାଧାରଣ ନିର୍ବାଚନ ପୂର୍ବରୁ ଚାରିଟି ପୋଲିଂ ବୁଥ ଏବଂ ୫ଟି ପ୍ରାଥମିକ ବିଦ୍ୟାଳୟରେ ହିଂସା ଦେଖାଦେଇଛି । ବାଂଲାଦେଶ ରାଜଧାନୀ ଢାକା ଉପକଣ୍ଠ ଗାଜିପୁରରେ ଅଗ୍ନିକାଣ୍ଡ…

୨୦୨୩ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟ୍ ଦୌଡ଼ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

ଦୁବାଇ: ୨୦୨୩ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ ଟେଷ୍ଟ୍ କ୍ରିକେଟ୍ ଦୌଡ଼ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସାମିଲ ହୋଇଛନ୍ତି । ୪ ଜଣିଆ ତାଲିକାରେ ଅଶ୍ୱିନ ଏକମାତ୍ର ଭାରତୀୟ ଅଛନ୍ତି । ତାଙ୍କ ବ୍ୟତୀତ ଇଂଲଣ୍ଡର ଜୋ ରୁଟ୍‌, ଅଷ୍ଟ୍ରେଲିଆର ଉସମାନ ଖୱାଜା, ଟ୍ରାଭିସ୍ ହେଡ୍ ଏହି ଦୌଡ଼ରେ…

ଟି -୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଖେଳାଯିବାକୁ ଥିବା ୨୦୨୪ ଟି -୨୦ ବିଶ୍ୱକପ୍‌ର କାର୍ଯ୍ୟସୂଚୀକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଘୋଷଣା କରିଛି । ପାକିସ୍ତାନ ସହ ମ୍ୟାଚ୍ ଜୁନ୍ ୯ରେ ଅନୁଷ୍ଠିତ ହେବ । ଏହା ବ୍ୟତୀତ ୧୨ ଜୁନରେ ଭାରତ-ଆମେରିକା ଏବଂ ୧୫ ଜୁନରେ କାନାଡା…