୩ ଦିନ ଯାଏ ରାଜ୍ୟରେ ବର୍ଷା
ଆସନ୍ତାକାଲିଠୁ ୩ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗୁରୁଚାପ ବଳୟ ସକ୍ରିୟ ହେବା ସହିତ ନିମ୍ନ ଚାପରେଖାର ସଂସ୍ପର୍ଶରେ ଆସିବା କାରଣରୁ ରାଜ୍ୟର ବିଭିନ୍ନ…