ଟେକଅପ ସମୟରେ ଖସିଗଲା ବିମାନର ଚକ

ବିମାନର ଚକ ମଝି ଆକସରେ ଖ୍‌ସୀ ଯାଉଥିବାର ଏକ ଚକିତ ଭିଡିଓ ସାମ୍ନାକୁ ଆସିଛି। ବାସ୍ତବରେ ୟୁନାଇଟେଡ ଏୟାରଲାଇନ୍ସର ବିମାନ ଜାପାନ ଯାଉଥିଲା। ବିମାନଟି ଉଡ଼ି ଆକାଶରେ ପହଞ୍ଚିବା ମାତ୍ରେ ଏହାର ଚକ ବାହାରିଗଲା । ବିମାନର ବାମ ପାର୍ଶ୍ୱର ମୁଖ୍ୟ ଅବତରଣ ଗିଅର ମଧ୍ୟରୁ ୬ଟି ଟାୟାର ମଧ୍ୟରୁ ଗୋଟିଏ…

ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ରାଜ୍ୟ ସଚିବାଳୟ ବଲ୍ଲଭ ଭବନରେ ଭୟାବହ ଅଗ୍ନିକାଣ୍ଡ। ବଲ୍ଲଭ ଭବନ ପୁରୁଣା କୋଠାର ଚତୁର୍ଥ ମହଲାରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମବାହିନୀର ଏକାଧିକ ଟିମ। ନିଆଁକୁ ଲିଭାଇବା ଉଦ୍ଯମ ଜାରି ରହିଛି।…

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଛି ଖେଳ

ପୁଣିଥରେ ହେବ ଇଂରାଜୀ ପରୀକ୍ଷା । ବୋର୍ଡ ପରୀକ୍ଷାର ଇଂରାଜୀ ପେପର୍ ରଦ୍ଦ ହେବା ନେଇ ଜାଣିବାକୁ ମିଳିଛି । ହରିୟାଣା ଶିକ୍ଷା ବୋର୍ଡର ଅଧ୍ୟକ୍ଷ ନୁହ ଜିଲ୍ଲାର ପରୀକ୍ଷା କେନ୍ଦ୍ର ଉପରେ ରେଡ୍ କରି ୩୩ଟି କପି ମାମଲା ଧରିଛନ୍ତି । ସେହିପରି ୨ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ପିଲାଙ୍କ…

ବିଜେପି ରାଜ୍ୟରେ ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବ!

ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେବ କି ନାହିଁ ତାକୁ ନେଇ ଚର୍ଚା ଜାରି ରହିଛି ।  ନିର୍ବାଚନୀ ମେଂଟକୁ ନେଇ ଦୁଇ ଦଳ କିଛି କହୁନାହାଁନ୍ତି ।  ମେଂଟକୁ ନେଇ ଗତ ଦୁଇଦିନ ଧରି ଚାଲିଥିବା ରାଜନୀତିକ ହଟଚମଟ ଓ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ…

ଆଜିର ରାଶିଫଳ

ମେଷ: ବିଳମ୍ବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ । ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି । ପରିବାରରେ ଭାଇ ଓ ଭଉଣୀମାନଙ୍କ କଥାବାର୍ତ୍ତାକୁ ନେଇ ମନ ଭାରାକ୍ରାନ୍ତ ହେବ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ବୃଷ : ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ…

ପାରାଦୀପ ବନ୍ଦର ବିଶ୍ୱସ୍ତରୀୟ କଣ୍ଟେନର ସର୍ଭିସ୍‌ ଆରମ୍ଭ

ପାରାଦୀପ ବନ୍ଦର ଏବଂ ଓଡ଼ିଶା ସରକାରଙ୍କ ସହ ବିଶ୍ୱର ସର୍ବବୃହତ ଭୂମଧ୍ୟସାଗରୀୟ ଶିପିଂ କମ୍ପାନୀ ଏମ୍‌ଏସ୍‌ସି (ମେଡିଟାରାନ ଶିପିଂ କମ୍ପାନୀ)ବୁଝାମଣାପତ୍ର କରିଛି। ପ୍ରଥମଥର ପାଇଁ ପଣ୍ୟ କାରବାରରେ ଓଡ଼ିଶା ସରକାରଙ୍କ ଭାଗୀଦାରି ହୋଇଛି। ଉକ୍ତ କମ୍ପାନୀର ବୃହତ୍‌ ଜାହାଜ ଏମ୍‌ଭି ଟାଇଗର ଏଫ୍‌…

ହୁଳହୁଳି ହରିବୋଲରେ ଉଛୁଳିଲା ଗଗନପବନ

ପବିତ୍ର ମହାଶିବରାତ୍ରି ପାଇଁ ଲୋକାରଣ୍ୟ ହୋଇଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଗୁରୁବାର ରାତି ପାଖାପାଖି ଗୋଟାଏରୁ ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ଭୋର୍‌ ୩ଟାରେ ଖୋଲିଥିଲା ମନ୍ଦିର। ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା…

ଉପକୂଳରେ ବର୍ଷା ସମ୍ଭାବନା

ଆସନ୍ତା ୧୧ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ସକାଳେୂ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ,…

ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନରେ ଆଗୁଆ

ଆଜି ଭାରତ ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ । ଆଜିର ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିଛନ୍ତି । ଫଳରେ ଦଳ ୪୭୩ ରନର ବିଶାଳ ସ୍କୋର କରିପାରିଛି । ଦଳ ପକ୍ଷରୁ ୨ଟି ବ୍ୟାଟ୍ସମ୍ୟାନ ଶତକ ଓ ୩ଟି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଛନ୍ତି । ଫଳରେ ଦଳ ଏବେ ୨୫୫ ରନରେ…

ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହିଣ୍ଡନ ବାୟୁସେନା ଷ୍ଟେସନରେ ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ କରିଛନ୍ତି। ସେ ୨୨୧ ସ୍କ୍ୱାଡ୍ରନ୍ ଓ ୪୫ ସ୍କ୍ୱାଡ୍ରନକୁ ରାଷ୍ଟ୍ରପତି ମାନକ ପ୍ରଦାନ କରିଥିଲେ। ଏହା ସଶସ୍ତ୍ର ବାହିନୀକୁ ଦିଆଯାଉଥିବା ସର୍ବୋଚ୍ଚ ସାମରିକ…