ଚଇତି ପର୍ବ ପାଇଁ ପ୍ରସ୍ତୁତି

କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ଠାକୁରାଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ତି ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିଧାସଳଖ ଉପସ୍ଥିତ ଲୋକଙ୍କ ମତାମତ…

ଖେଳାଳିଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବଢିଲା ଚିନ୍ତା

ଆଇପିଏଲ୍‌ ୨୦୨୪ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୪ରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ଟୁର୍ନାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏହାର ପ୍ରଥମ ମ୍ୟାଚ…

୧୦ ବର୍ଷରେ ୨୧ ଗୁଣା ବଢିଲା ମୋବାଇଲ ପ୍ରଡକ୍ସନର ମୂଲ୍ଯ

ସାରା ଦୁନିଆରେ ଇଣ୍ଟରନେଟ ଏବଂ ଅନଲାଇନ କାରବାର କରିବାର ପ୍ରଚଳନ ଖୁବ ଜୋରରେ ପ୍ରସାରିତ ହୋଇଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଭାରତ ପରି ଦେଶରେ ସ୍ମାର୍ଟଫୋନର ଚାହିଦା ବହୁମାତ୍ରାରେ ବଢିଛି । ତେବେ ଏହି କାରଣରୁ ଭାରତରେ ୧୦ ବର୍ଷ ମଧ୍ୟରେ ମୋବାଇଲ ଫୋନ…

ଆଜିର ରାଶିଫଳ

ମେଷ: ଦୂରସ୍ଥାନକୁ ଗଲାବେଳେ ସାବଧାନତା ସହିତ ଯାଆନ୍ତୁ ଏବଂ କାହାରି ସହିତ କଳହ କରନ୍ତୁ ନାହିଁ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ମନରେ ଅସ୍ଥିରତା ବୃଦ୍ଧି ହେବ । ବ୍ୟବସାୟରେ ଲାଭ ପାଇବେ ଓ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ । ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ…

ଓଡ଼ିଶାରେ ଗଡ଼ିଲା ବନ୍ଦେ ଭାରତ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହା ସହ ରାଜ୍ୟରେ ୨୭୪ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାରଠାରୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟି ଟଙ୍କାର ରେଳ…

ଆମେରିକା ଚାହୁଁଛି ଯୁଦ୍ଧ ବିରତି

ଗାଜା ଉପରେ ଇସ୍ରାଏଲ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛି ଆମେରିକା । ଏଥିପାଇଁ ଗାଜାରେ ୬ ସପ୍ତାହ ଲାଗି ଯୁଦ୍ଧ ବିରତି ପ୍ରସ୍ତାବ ଉପରେ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।ମୁସଲିମ ସମ୍ପ୍ରଦାୟକୁ ରମଜାନ ଅଭିନନ୍ଦନ ଜଣାଇବା ସହ ଗାଜାରେ ଅସ୍ତ୍ରବିରତି ଲାଗି ଉଦ୍ଯମ କରିବେ…

ସକାଳ ୭ଟାରୁ ହେଉଛି ପ୍ରବଳ ଖରା

ସକାଳ ୭ ରୁ ହେଉଛି ପ୍ରବଳ ଖରା। ଦିନ ତମାମ ଗରମ ଗୁଳୁଗୁଳିର ପ୍ରଭାବ। ଆସନ୍ତା ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଉଭୟ ରାତ୍ରି ଓ ଦିନ ତାପମାତ୍ରା ବୃଦ୍ଧି ହେବ। ଗତକାଲି ଠାରୁ ଆଜିର ତାପମାତ୍ରା ବୃଦ୍ଧି ହେବ। ୨ରୁ୩  ଡିଗ୍ରୀ ରାତ୍ରି ତାପମାତ୍ରା ବଢ଼ିବ ।ପଶ୍ଚିମାଝଡ଼ର ଆଗମନ ରହିଛି ।…

ମୁଖ୍ୟଦ୍ୱାରରେ ଶୁଭ କଳସ ରଖୁଛନ୍ତି କି? 

ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକରି ଯିବାଦ୍ୱାରା କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ସ୍ଥାପନ କରିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ ରହିଛି, ଜାଣିରଖନ୍ତୁ… *ମୁଖ୍ୟ ଦ୍ୱାରର ବାମପଟେ ଶୁଭ…

ଉଚ୍ଚ ସ୍ତରରେ ପହଞ୍ଚିଲା ଜିଓ

ସେୟାର ବଜାରରେ ତୀବ୍ର ହ୍ରାସ ଦେଖିବାକୁ ମିଳିଛି, ହେଲେ ରିଲାଏନ୍ସ ଗ୍ରୁପର ଫିନଟେକ କମ୍ପାନୀ ଜିଓ ଫାଇନାନସିଆଲ ସର୍ଭିସେଜ ଲିମିଟେଡର ଷ୍ଟକ ଲାଇଫଟାଇମ ହାଇରେ ପହଁଚିଛି । ଜିଓ ଫାଇନାନସିଆଲର ସେୟାର ଦିନର ଟ୍ରେଡ ସମୟରେ ହାରାହାରି ୮ ପ୍ରତିଶତ ଅତିକ୍ରମ କରି ୩୫୯.୮୫ ଟଙ୍କା ରେକର୍ଡ ହାଇରେ…

ଭାରତୀୟ ନାଗରିକତା ପାଇଁ ପୋର୍ଟାଲରେ କରିବାକୁ ହେବ ପଞ୍ଜିକରଣ

ନାଗରିକ ସଂଶୋଧନ ଆଇନ(ସିଏଏ) ପାଇଁ କେନ୍ଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ସରକାର ସିଏଏ ପଞ୍ଜିକରଣ ପାଇଁ ଏକ ଅଲଗା ୱେ ପୋର୍ଟାଲ ତିଆରି କରିଛନ୍ତି। ସିଏଏ ଅନଲାଇନ ପୋର୍ଟାଲରେ ନାଗରିକତା ପଞ୍ଜିକରଣ କରାଯିବ। ତେବେ ଏହି ପୋର୍ଟାଲ କେବେ…