Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
World
All world wide news update will uploaded
ମୋଦୀଙ୍କୁ ପ୍ରଶଂସା କଲେ ୟୁକ୍ରେନ୍ ପ୍ରଧାନମନ୍ତ୍ରୀ
ଆଜି ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ଅର୍ଥିକ ସଂକଟ ଦେଇ ଗତି କରୁଛି ୟୁକ୍ରେନ୍ । ତେବେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ମେଡ଼ିକାଲ…
ମାକ୍ରନଙ୍କୁ ମୋଦୀଙ୍କ ଭବ୍ୟ ସ୍ୱାଗତ ଯୋଜନା
୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ବାଗତ ପାଇଁ ଜୟପୁର ଓ ନୂଆଦିଲ୍ଲୀରେ ଭବ୍ୟ ଯୋଜନା କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟଅତିଥି ଭାବେ…
ୟୁକ୍ରେନ ସୀମାରେ ଋଷ ବିମାନ ଦୁର୍ଘଟଣାଗ୍ରସ୍ତ
ଇଲିସୁନି-୭୬ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ନେଇ ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଦେଇଛି ସୂଚନା । ୟୁକ୍ରେନୀୟ ବନ୍ଦୀଙ୍କୁ ନେଇ ବିମାନଟି ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ବନ୍ଦୀ ବଦଳ ପ୍ରକ୍ରିୟାରେ ବନ୍ଦୀଙ୍କୁ ନେଇ ବିମାନଟି ଯାଉଥିବା ବେଳେ ଦୁର୍ଘଟଣାର…
ଚୀନ ଜାହାଜକୁ ସ୍ୱାଗତ କଲା ମାଳଦ୍ୱୀପ
ଚୀନର ଏକ ନୂଆ ଗୁଇନ୍ଦା ଜାହାଜ ଏବେ ମାଳଦ୍ୱୀପ ଆଡ଼କୁ ଅଗ୍ରସର ହେଉଛି । ମାଳଦ୍ୱୀପ ପକ୍ଷରୁ ଚୀନ ଜାହାଜକୁ ନେଇ ଚର୍ଚ୍ଚା ହେଉଥିବା ଖବର ସଠିକ ବୋଲି କୁହାଯାଇଛି । ମାଳଦ୍ୱୀପ କହିଛି ଯେ ସେ ଚୀନ ଜାହାଜକୁ ସ୍ୱାଗତ କରିବ । ମାଳଦ୍ୱୀପ ଏକ ବୟାନ ଜାରି କରି କହିଛି ଯେ, ସେ ବନ୍ଧୁରାଷ୍ଟ୍ରର…
ଚୀନ୍ରେ ଭୂମିକମ୍ପ
ଚୀନ୍ର ଦକ୍ଷିଣ ସିନ୍ଜାଙ୍ରେ ସଂଘଠିତ ହୋଇଥିବା ୭.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପର ପ୍ରଭାବ ଦିଲ୍ଲୀରେ ଅନୁଭୂତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି।‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି, ଜାନୁଆରି ୨୨ ତାରିଖ ରାତି…
ବିଦେଶରେ ଲାଇଭ୍ ଟେଲିକାଷ୍ଟ
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଦେଶବାସୀଙ୍କ ମନରେ ଉତ୍ସାହ ଓ ଆନନ୍ଦ ଦେଖାଦେଇଛି । ସେହିପରି ବିଦେଶରେ ମଧ୍ୟ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ଦେଖିବାକୁ ମିଳିଛି । ବିଦେଶରେ ଥିବା ପ୍ରବାସୀ ଭାରତୀୟମାନେ ବି ଏହି ଐତିହାସିକ କ୍ଷଣର ସାକ୍ଷୀ ରହିବେ । ଅଯୋଧ୍ୟାରେ…
ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ତରଫରୁ ତାରବାଡ଼ ଲଗାଯିବ
ଗୁଆହାଟୀ: ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ତରଫରୁ ଖୁବ୍ଶୀଘ୍ର ତାରବାଡ଼ ଲଗାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଭାରତ ତରଫରୁ ବାଂଲାଦେଶ ସହ ଲାଗିଥିବା ସୀମାରେ ତାରବାଡ଼ ଲଗାଯାଇଥିବା ବେଳେ ମ୍ୟାଁମାର ସୀମାରେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର…
ପାକିସ୍ତାନ ଉପରେ ପୁଣି ଆକ୍ରମଣ କରିପାରେ ଇରାନ: ଚିନ୍ତାରେ ପାକିସ୍ତାନ
ଇରାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣାକୁ ନେଇ ଇରାନ ପୁଣି ଆକ୍ରମଣ କରିବାକୁ ଚିନ୍ତା କରୁଛି । ଏନେଇ ଜରୁରୀକାଳୀନ ବୈଠକ ଡାକିଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱଲ ଉଲ୍ ହକ । ଦେଶର ସୁରକ୍ଷା ସ୍ଥିତି ନେଇ ଜାତୀୟ ସୁରକ୍ଷା କମିଟି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଅନୱର ଉଲ୍…
ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ମନୋଭାବ ନରମ
ନୂଆଦିଲ୍ଲୀ: ଇରାନର ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଆତଙ୍କବାଦୀ ସଂଗଠନ ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିଲା । ତେବେ ଏହାପରେ ଏହି ଦୁଇ ଇସଲାମିକ ରାଷ୍ଟ୍ର ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ବିଶ୍ୱରେ ପୁଣି ଥରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା…
କାହା ସେନା କେତେ ଶକ୍ତିଶାଳୀ
ଇରାନ ଓ ପାକିସ୍ତାନ ମଧ୍ୟରେ ମଧ୍ୟ ଉତ୍ତେଜନା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଇରାନ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ପାକିସ୍ତାନ ଏହାକୁ ନିଜର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହି ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲା। ଏହାପରେ ପାକିସ୍ତାନ ମଧ୍ୟ…