Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
World
All world wide news update will uploaded
କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର
ଭାରତର କଡା ନିର୍ଦେଶ ପରେ କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର । କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲା ନେଇ ଭାରତ-କାନାଡ଼ା ସଂପର୍କ ଅତି ତିକ୍ତ ହୋଇଉଠିଛି। ଏହି ହତ୍ୟାରେ ଭାରତର ହାତ ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ…
ଇରାନର ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର
ଇରାନରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ…
ଖଲିସ୍ତାନୀ ପତାକା ଧରୁଥିବା ବ୍ୟକ୍ତିଙ୍କ ଓସିଆଇ ମାନ୍ୟତା ରଦ୍ଦ ହେବ
ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର ଏବେ ଅଧିକ କଠୋର ପଦକ୍ଷେପ ନେବାକୁ ବିଚାର କରୁଛନ୍ତି । ବିଦେଶରେ ଖଲିସ୍ତାନୀ ପତାକା ଧରିବା ଓ ଅନ୍ୟପଟେ ଭାରତରେ ଥିବା ନିଜର କୃଷି ସମ୍ପତ୍ତିରୁ ଆୟ ଏକାଠି କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ଦୃଢ ମତ ପୋଷଣ କରୁଛନ୍ତି । ଭାରତୀୟ ଦୂତାବାସ…
କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ଏଲନ ମସ୍କଙ୍କ ସମାଲୋଚନା
କାନାଡା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ଏଲନ ମସ୍କ । ବାକ ସ୍ୱାଧୀନତାକୁ ଚପାଇବାକୁ ଜଷ୍ଟିନ ଟ୍ରୁଡୋ ସରକାର ପ୍ରୟାସ କରୁଥିବା କହି ମସ୍କ ତାଙ୍କର ସମାଲୋଚନା କରିଛନ୍ତି । ନିକଟରେ କାନାଡା ସରକାର ଦେଶବାସୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନଲାଇନ ଷ୍ଟ୍ରିମିଂ…
କ୍ୟାଟଲିନ କ୍ୟାରିକୋ, ଡ୍ରିଉ ଓ୍ବିଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ
୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ବାରା ଫାଇଜର ଓ ମଡର୍ଣ୍ଣା ଟୀକା ବିକଶିତ ହୋଇଥିଲା । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର…