Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
World
All world wide news update will uploaded
ନୂଆ ଡ୍ରିଙ୍କ୍ ଲଞ୍ଚ କଲେ କିମ୍ ଜୋଙ୍ଗ୍
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ (Kim Jong Un) ଦେଶରେ ମୋଟା ଲୋକମାନଙ୍କୁ ପତଳା କରିବା ପାଇଁ ନୂଆ ପନ୍ଥା ଆପଣେଇବା ନେଇ ଏକ ରିପୋର୍ଟରୁ ପ୍ରକାଶ । ନିକଟରେ କିମ୍ ଜୋଙ୍ଗ୍ ଏପରି ଏକ ଡ୍ରିଙ୍କ୍ ଲଞ୍ଚ୍ କରିଛନ୍ତି ଯାହାକୁ ପିଇବା ଦ୍ୱାରା ମୋଟା ଲୋକମାନେ ନିଜ ଓଜନ ହ୍ରାସ…
ଫ୍ରାନ୍ସ୍ରେ ୩୦୩ ଭାରତୀୟ ଥିବା ବିମାନ ଅଟକ
ଫ୍ରାନରେ ୩୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଯାତ୍ରୀ ଥିବା ଏକ ବିମାନକୁ ଫ୍ରାନ୍ସରେ ଅଟକ ରଖାଯାଇଥିଲା । ମାନବ ଚାଲାଣ ସନ୍ଦେହ ଆଧାରରେ ଉକ୍ତ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ପ୍ରକାଶ ।ଶୁକ୍ରବାର, ଫ୍ରାନ୍ସ ଅଧିକାରୀଙ୍କ ସୂଚନାନୁଯାୟୀ ରୋମାନିଆ କମ୍ପାନୀ ‘ଲିଜେଣ୍ଡ…
ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍
ଆସନ୍ତା ୨୦୨୪ର ଗଣତନ୍ତ୍ର ଦିବସ ଉତ୍ସବରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ନିମନ୍ତ୍ରଣକୁ ସେ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକାର ରାଷ୍ଟ୍ରପତି ଜୋ…
ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଫ୍ରାନ୍ସ୍ର ରାଷ୍ଟ୍ରପତି
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଆସିବେ ନାହିଁ ବୋଲି କହିବାରୁ ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍ସ୍ର ରାଷ୍ଟ୍ରପତି ଏମ୍ମାନୁଏଲ୍ ମାକ୍ରନ୍ଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ…
ପ୍ରେଗ୍ ବିଶ୍ବବିଦ୍ୟାଳୟରେ ଗୁଳିକାଣ୍ଡ
ଚେକ୍ ଗଣତନ୍ତ୍ରର ପ୍ରେଗ୍ସ୍ଥିତ ଏକ ବିଶ୍ବବିଦ୍ୟାଳୟରେ ଆଜି ବଡ଼ଧରଣର ଗୁଳିକାଣ୍ଡ ହୋଇଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି। କେନ୍ଦ୍ରୀୟ ପ୍ରେଗ୍ସ୍ଥିତ ଚାର୍ଲସ ବିଶ୍ବବିଦ୍ୟାଳୟ କୋଠାରେ ପଶି ଜଣେ ବ୍ୟକ୍ତି ଆଖିବୁଜା ଗୁଳିଚାଳନା କରିବା ଫଳରେ…
ଚୀନ୍ ଛାନିଆ !
ଆଉ କିଛି ଦିନ ପରେ ୨୦୨୪ ଆସିବାକୁ ଯାଉଛି। ତେବେ ଏଇଠି ପ୍ରଶ୍ନ ଉଠୁଛି, ୨୦୨୪ ବିଶ୍ୱ ପାଇଁ କେମିତି ରହିବ? ୨୦୨୪ ନେଇ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହୋଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।ଦୁନିଆରେ ଅନେକ ଭବିଷ୍ୟବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାଙ୍କର ଭବିଷ୍ୟବାଣୀ…
ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷିତ ହେଲେ ଟ୍ରମ୍ଫ
କ୍ୟାପିଟାଲ ହିଂସା ମାମଲାରେ ଆମେରିକାର ସମ୍ବିଧାନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ହ୍ବାଇଟ ହାଉସର ରେସ୍ ପାଇଁ ରିପବ୍ଲିକାନ ପାର୍ଟିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତିଙ୍କ ପାଇଁ ରାଜ୍ୟ ପ୍ରାଥମିକ ଭୋଟିଂରୁ କୋର୍ଟ ହଟାଇ…
ଚୀନରେ ଭୟଙ୍କର ଭୂମିକମ୍ପ
ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ । ଏହି ଭୂକମ୍ପରେ ଶେଷ ଖବର ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତର-ପଶ୍ଚିମ ଚୀନରେ ଏହି ଭୂମିକମ୍ପ ଘଟିଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ତିବ୍ରତା ୬.୨ ଥିବା ରେକର୍ଡ ହୋଇଛି । ଭୂମିକମ୍ପ ପ୍ରଭାବରେ ଆଇସଲ୍ୟାଣ୍ଡରେ ଆଗ୍ନେୟ…
ଦାଉଦ୍ ଇବ୍ରାହିମ୍ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି
ଦାଉଦ୍ ଇବ୍ରାହିମ୍ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଜଣା ଲୋକ ତାଙ୍କୁ ବିଷ ଦେଇଥିବା ପାକିସ୍ତାନରେ ବେଶୀ ଚର୍ଚା ହେଉଛି । ପାକିସ୍ତାନ ମିଡିଆ ଏବଂ ୟୁଟ୍ୟୁବରମାନେ ମଧ୍ୟ ଏନେଇ ଭିଡିଓ ଅପଲୋଡ କରିଛନ୍ତି । …
ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା
ଲିବ୍ୟା ସମୁଦ୍ରରେ ବଡ ଦୁର୍ଘଟଣା । ମଝି ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କୁ ନେଇ ଆସୁଥିବା ଜାହାଜ । ଫଳରେ ଏହି ଦୁର୍ଘଟଣାରେ ୬୧ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଲିବ୍ୟାସ୍ଥିତ ଅଟକ କେନ୍ଦ୍ରକୁ ପଠାଯାଇଛି । ଉଦ୍ଧାର କରାଯାଇଥିବା…