Trending
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ
- ଜେଡିୟୁରେ ଯୋଗ ଦେଲେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
- ରାଜଧାନୀରୁ ନିଖୋଜ ,ମୈତ୍ରୀବିହାର ଥାନା ଅଞ୍ଚଳରୁ ଉଦ୍ଧାର
- ଯୁଦ୍ଧ ଭିତରେ ୫୨,୩୬୦ ଜଣ ଭାରତୀୟ ଘରକୁ ଫେରିଛନ୍ତି
- ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Browsing Category
World
All world wide news update will uploaded
ଭାରତ-ବ୍ରିଟେନ୍ ବାଣିଜ୍ୟ ଆଲୋଚନା
ଭାରତ ଓ ବ୍ରିଟେନ୍ ବାଣିଜ୍ୟ କାରବାର ନେଇ ଯେଉଁ ଆଲୋଚନା କରୁଥିଲେ ସେଥିରେ ଅଗ୍ରଗତି ଦେଖିବାକୁ ମିଳିଛି। ଉଭୟ ପକ୍ଷ ପୁନର୍ବାର ବିଭିନ୍ନ ବିଷୟକୁ ନେଇ ମୁଲଚାଲ ଆରମ୍ଭ କରିଛନ୍ତି। ତେବେ ଭାରତ ନିଜ ସ୍ବାର୍ଥକୁ ସୁରକ୍ଷା ଦେବା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି ବୋଲି ବାଣିଜ୍ୟ ସଚିବ ସୁନିଲ…
ଦୁବାଇର ଶାସକ, ୟୁଏଇ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କୁ ଭେଟିଥିଲେ । ଉଭୟ ନେତା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ମହାକାଶ, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ…
ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ
ଆବୁଧାବି ସ୍ଥିତ ବିଏପିଏସ୍ ସ୍ବାମୀ ନାରାୟଣ ମନ୍ଦିରରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା , ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜୁରାଟର ସୋମନାଥ କାଶୀ ବିଶ୍ବନାଥ ମନ୍ଦିରର ଭ୍ରମ…
ଦେଶକୁ ସାହାଯ୍ୟ କରିବ “ନୂଆ ଫିନଟେକ ସେବା”
ଶ୍ରୀଲଙ୍କା ଏବଂ ମରିସସରେ ଭାରତର ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସେବା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଐତିହାସିକ ଦିନ ବୋଲି କହିଛନ୍ତି । ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଏବଂ ମରିସସର…
ଭାରତ-ରୁଷ୍ ସମ୍ପର୍କରେ ଆମେରିକା ଇର୍ଷାନ୍ବିତ
ଭାରତ-ରୁଷ ଦ୍ବିପାକ୍ଷିକ ସମ୍ପର୍କରେ ଆମେରିକା ଇର୍ଷାନ୍ବିତ ଏବଂ ଯେ କୌଣସି ବାଟରେ ଏହି ସମ୍ପର୍କକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଦୁଇ ଦେଶର ବିଶ୍ବସନୀୟ ଓ ସମୟୋପଯୋଗୀ ବନ୍ଧୁତ୍ବକୁ ଅଧିକରୁ ଅଧିକ କଟକଣା ଦ୍ବାରା ଦୁର୍ବଳ କରିବାକୁ ଆମେରିକା ଚେଷ୍ଟା କରୁଛି।’ ରୁଷର ବୈଦ୍ୟୁତିକ ଗଣମାଧ୍ୟମ…
ପାକିସ୍ତାନରେ କିଏ କରିବେ ସରକାର?
ଇସଲାମବାଦ: ପାକିସ୍ତାନ ରାଜନୀତି କୁ ନେଇ ଆମେରିକା ଭାରତ ନଜର ରଖିଛନ୍ତି । ଏହାରି ଭିତରେ ନୱାଜ ସରିଫ ଓ ପିପିପି ନେତା ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ ସରକାର ଗଠନ ଲାଗି ଚାଲିଛି ଆଲୋଚନା। ସେପଟେ ନିର୍ବାଚନରେ ଇମ୍ରାନ ଖାଁ ଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ ନେଇ ଦାବି କରି ଆଜି…
ପାକିସ୍ତାନରେ ନୱାଜ ସରକାର!
ଇସଲାମାବାଦ: ପାକିସ୍ତାନରେ ଅରାଜକତା ବ୍ୟାପିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ଇମ୍ରାନଙ୍କ ଦଳର ନେତା ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ପାକିସ୍ତାନ ସଂସଦୀୟ ନିର୍ବାଚନର ଫଳାଫଳ ଘୋଷଣାରେ ଅହେତୁକ ବିଳମ୍ବ ହେଉଥିବା ବେଳେ ଆଜି ରାତି ସୁଦ୍ଧା ମିଳିଥିବା ଫଳାଫଳରୁ କେଉଁ ଦଳ ସରକାର ଗଠନ…
ପାକିସ୍ତାନରେ ନିର୍ବାଚନକୁ ନେଇ ଆମେରିକାର ପ୍ରଶ୍ନ
ପାକିସ୍ତାନରେ ନିର୍ବାଚନକୁ ନେଇ ଅ।।ମେରିକା ଏବେ ପ୍ରଶ୍ନ ଉଠାଇଛି । ଭୋଟ ଗଣତି ଜାରି ରହିଥିବା ବେଳେ ଆମେରିକା କଂଗ୍ରେସ ସାଂସଦ ରାଜନୈତିକ ହିଂସା, ସେଲ୍ ଫୋନ୍ ବନ୍ଦ କରାଯିବା ଓ ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକୁ ନେଇ ନିନ୍ଦା କରିଛି ।ପାକିସ୍ତାନରେ ନିର୍ବାଚନ ହିଂସା ଓ ଏହାର କାଙ୍ଗାଳ…
ଭଗବଦ୍ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର୍
ଅଷ୍ଟ୍ରେଲିଆ ସଂସଦରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଅଷ୍ଟ୍ରେଲିଆର ଜଣେ ସନେଟର ଭଗବଦ୍ ଗୀତା ଉପରେ ହାତ ରଖି ଶପଥ ଗ୍ରହଣ କରିଥିଲେ । ସେଠାରେ ଉପସ୍ଥିତ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଅଷ୍ଟ୍ରେଲିଆ ସଂସଦରେ ଏହା ପ୍ରଥମ ଘଟଣା । ଭାରତୀୟ ବଂଶୋଦ୍ଭବ ଭାବେ ଅଷ୍ଟ୍ରେଲିଆ…
ଧନ ହରାଇଥିବା ବିଲିୟନେୟାରଙ୍କ ମଧ୍ୟରେ ମସ୍କ
ବିଶ୍ବର କୋଟିପତିମାନଙ୍କ ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ୧ ନମ୍ବର କୋଟିପତି ମୁକୁଟ ହରାଇ ପାରନ୍ତି ଏଲନ ମସ୍କ। ଜେଫ୍ ବେଜୋସ୍ ପୁଣି ଥରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ସାଜିବାକୁ ଆଉ ମାତ୍ର ୫ ବିଲିୟନ ଡଲାର ଦୂରରେ ଅଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଏଲନ…