Trending
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
Browsing Category
World
All world wide news update will uploaded
ଇରାନର ନୂଆ ରାଷ୍ଟ୍ରପତି
ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ ବିରୋଧୀ ତଥା ଉଦାରବାଦୀ ନେତା ଭାବରେ ଜଣାଶୁଣା।ଇରାନର ରାଜ୍ୟ ଗଣମାଧ୍ୟମ IRNA ଅନୁଯାୟୀ, ପେଜେଶକିଆନ ୧୬.୪ ନିୟୁତ ଭୋଟ ପାଇଛନ୍ତି।…
ବ୍ରିଟେନ ନିର୍ବାଚନରେ ଚମକିଲେ ଭାରତୀୟ ବଂଶୋଦ୍ଭବ
ବ୍ରିଟେନ୍ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍ ଅଫ୍ କମନ୍ସର ୬୫୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୦୭ ବ୍ରିଟିଶ-ଇଣ୍ଡିଆନ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୨୬ ଭାରତୀୟ ବଂଶୋଦ୍ଭବ ବିଜୟୀ ହୋଇଛନ୍ତି। ବିଜୟୀଙ୍କ ମଧ୍ୟରେ ଉଭୟ ଲେବର ପାର୍ଟି ଏବଂ କଞ୍ଜରଭେଟିଭ୍…
ପରାଜୟକୁ ଖଣ୍ଡନ କଲେ ବାଇଡେନ୍
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ପ୍ରତିପକ୍ଷ ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କଠାରୁ ଦୁଇପାଦ ପଛରେ ଅଛନ୍ତି। ନିକଟରେ ସିଏନ୍ଏନ୍ରେ ହୋଇଥିବା ‘ରାଷ୍ଟ୍ରପତି ବିତର୍କ’ରେ…
ବ୍ରିଟେନ୍ ନିର୍ବାଚନ : ଋଷି ସୁନକ ପରାଜୟ
ପ୍ରଧାନମନ୍ତ୍ରୀ ପଦ ପାଇଁ ୪ ଜୁଲାଇରେ ବ୍ରିଟେନ୍ରେ ଭୋଟ ଅନୁଷ୍ଠିତ ହୋଇଥିଲା। ଏବେ ବି ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡକୁ ଦେଖିଲେ କଞ୍ଜରଭେଟିଭ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ଲେବର ପାର୍ଟି ସରକାର ଗଢ଼ିବା ସ୍ଥିର…
ୟୁକେ ସଂସଦରେ ଭାରତୀୟ ବଂଶଧରଙ୍କ ପ୍ରଭାବ ବଢିବାରେ ଲାଗିଛି
ଆମ ଦେଶକୁ ବର୍ଷ ବର୍ଷ ଧରି ଶାସନ କରିଥିବା ଇଂଲଣ୍ଡରେ ବଢୁଛି ଭାରତୀୟଙ୍କ ଆଧିପତ୍ୟ। ଆଜି ୟୁକେରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଉ ଏହି ନିର୍ବାଚନରେ ୧୯ ଜଣ ଭାରତୀୟ ବଂଶଧର ସାଂସଦ ଭାବେ ନିର୍ବାଚନ ଲଢୁଛନ୍ତି। ଉଭୟ ଶାସନରେ ଥିବା କଞ୍ଜରଭେଟିଭ୍ ପାର୍ଟି ଏବଂ ବିରୋଧୀ ଲେବର…
ପାକିସ୍ତାନକୁ ବଡ଼ ଅଫର୍ ଦେଲା ରୁଷିଆ
କାଜାଖସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ପୁଟିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କୁ ଭେଟିଛନ୍ତି। ଏହି ସମୟରେ ଅଶୋଧିତ ତୈଳ ଏବଂ ଶକ୍ତି ଯୋଗାଣ ବୃଦ୍ଧି ପାଇଁ ପୁଟିନ ଶେହବାଜ ଶରିଫଙ୍କୁ ଅଫର ଦେଇଥିଲେ। ପୁଟିନ ଶାହାବାଜଙ୍କୁ କହିଛନ୍ତି, ମୁଁ ଦୁଇଟି…
ବାତ୍ୟା ବେରିଲ୍ ଜାମାଇକା ମୁହାଁ ହୋଇଛି
ବାତ୍ୟା ବେରିଲ୍ ଜାମାଇକା ମୁହାଁ ହୋଇଛି। ବେରିଲ୍ ବୁଧବାର ଜାମାଇକାରେ ଲ୍ୟାଣ୍ଡଫଲ୍ କରିବ। ତେଣୁ ଟି -୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଭାରତୀୟ ଦଳ ସୁରକ୍ଷା ଦୃଷ୍ଟିରୁ ବାରବାଡୋସରେ ଅଟକି ରହିଛନ୍ତି। ବେରିଲ୍ କେବଳ କାରିବିଆନ୍ ଦେଶରେ ନୁହେଁ, ଆମେରିକା, ଭେନେଜୁଏଲା ଏବଂ ବ୍ରାଜିଲରେ ମଧ୍ୟ…
ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା
ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ ନ କରେ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆମେରିକାର ବିବୃତ୍ତି ପୁଣି ଥରେ ସାମ୍ନାକୁ ଆସିଛି। ଆତଙ୍କବାଦକୁ ନେଇ ଆମେରିକା ମଧ୍ୟ ଏକ ବଡ଼ କଥା…
ଚାଇନାର ‘ତିଆନ୍ଲଙ୍ଗ୍-୩’ ରକେଟ ଦୁର୍ଘଟଣା
ଚାଇନାର ସ୍ପେସ୍ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍ଲଙ୍ଗ୍-୩’ ରକେଟକୁ ସୋମବାର ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍ ଉତ୍କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ରକେଟଟି ଲଞ୍ଚ୍ପ୍ୟାଡ୍ରୁ ଅଲଗା ହେବା ସହ ଆକାଶରେ ଦ୍ରୁତବେଗରେ ଗତିକରି ମଧ୍ୟ ଚାଇନାର ହେନାନ୍ ପ୍ରଦେଶର…
ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସହ ମେଲାନିଆଙ୍କ ଏକ ଡ଼ିଲ , ଜାଣନ୍ତୁ କଣ ଏହି ଡ଼ିଲ
ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ୨୦୨୪ ନିର୍ବାଚନରେ ବିଜୟୀ ହୋଇ ଆଉ ଥରେ ଆମେରିକାର ରାଷ୍ଟ୍ରପତି ହେଲେ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍ଙ୍କୁ ପୂର୍ଣ୍ଣକାଳୀନ ଫାଷ୍ଟ ଲେଡି ଭାବେ ଦେଖିବାକୁ ମିଳି ନ ପାରେ। ମେଲାନିଆ ଏହି ଦାୟିତ୍ୱ ତୁଲାଇବେ ନାହିଁ, ବରଂ ନିଜ ୧୮…