Trending
- ଦାବି ପୂରଣ ନ ହେଲେ ୨୪ ରେ ରୁ ଗଡ଼ିବନି ଘରୋଇ ବସ
- ସରକାରଙ୍କ ଅନୁମତି ପରେ ଗଣତି ମଣତି ହେବ – ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
- ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
Browsing Category
World
All world wide news update will uploaded
ପୁଟିନଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ୍
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଳାସପୂର୍ଣ୍ଣ କାର ଉପହାର ଦେଲେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋନ ଉନ୍ । ଆଉ ବନ୍ଧୁ କିମଙ୍କ ପାଇଁ ଡ୍ରାଇଭର ସାଜିଗଲେ ପୁଟିନ । କିମଙ୍କୁ କାରରେ ବସାଇ ବୁଲାଇଛନ୍ତି ପୁଟିନ୍ । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏକ ଭିଡିଓ ଏବେ ପୂରା ବିଶ୍ୱରେ ଚର୍ଚ୍ଚା…
ସୁଇଜରଲ୍ଯାଣ୍ଡ ଶାନ୍ତି ସମ୍ମିଳନୀରେ
ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ଲାଗି ସୁଇଜରଲ୍ଯାଣ୍ଡ ପକ୍ଷରୁ କରାଯାଇଥିବା ଶାନ୍ତି ସମ୍ମିଳନୀରେ ଅନିଶ୍ଚିତତା । ଏହି ମିଳିତ ଘୋଷଣାନାମାରେ ସ୍ବାକ୍ଷର ଲାଗି ଅଗ୍ରାହ୍ୟ ପ୍ରକାଶ କରିଛନ୍ତିି ଭାରତ ଓ ଅନ୍ଯ ୬ ରାଷ୍ଟ୍ର । ଶାନ୍ତି ପ୍ରତିଷ୍ଠା ଲାଗି ସମସ୍ତ ଅଂଶୀଦାର ଏଥିରେ ସାମିଲ ହୁଅନ୍ତୁ ବୋଲି…
ହଜ୍ ତୀର୍ଥଯାତ୍ରୀଙ୍କ ଜୀବନ ନେଲାଣି ଉତ୍ତାପ
ସାଉଦ ଆରବସ୍ଥିତ ମକ୍କାରେ ହଜ୍ ସମୟରେ ଅତି କମରେ ୫୫୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି କୂଟନୀତିଜ୍ଞମାନେ କହିଛନ୍ତି। ତାପପାତ୍ରା ପାଖାପାଖି ୫୨ ଡିଗ୍ରି ହୋଇଥିବା ବେଳେ ଅନେକ ଜୀବନ ଅକ୍ଳେଶରେ ଚାଲିଯାଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୩୨୩ ଜଣ ମିଶରୀୟ…
ଥରିଲା ଇରାନ
ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଅତିକମ୍ରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ସୂଚନା…
ଜାହାଜ ଦୁର୍ଘଟଣାରେ ୧୧ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ନିଖୋଜ
ଇଟାଲୀ ଉପକୂଳରେ ମଙ୍ଗଳବାର ଦୁଇଟି ଜାହାଜ ଦୁର୍ଘଟଣାରେ ୧୧ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ନିଖୋଜ ଅଛନ୍ତି। ଇଟାଲୀ କର୍ତ୍ତୃପକ୍ଷ କହିଛନ୍ତି, ଇଟାଲୀ ଉପକୂଳ ନିକଟରେ ଦୁଇଟି ପ୍ରବାସୀ ଡଙ୍ଗା ଦୁର୍ଘଟଣାର ସମ୍ମୁଖୀନ ହେବାର କିଛି ଘଣ୍ଟା ପରେ ତଟରକ୍ଷୀ ବାହିନୀ ପକ୍ଷରୁ…
ପାକିପାକିସ୍ତାନ ଠାରୁ ଅଧିକ ଆଣବିକ ଅସ୍ତ୍ର ରଖିଛି ଭାରତ
ଚୀନ ନିଜର ଆଣବିକ ଅସ୍ତ୍ର ସଂଖ୍ଯା ଦୁଇଗୁଣ କରିଥିବାବେଳେ ପାକିସ୍ତାନଠାରୁ ଅଧିକ ଆଣବିକ ଅସ୍ତ୍ର ରଖିଛି ଭାରତ। ବଡ଼କଥା ହେଉଛି ଗତ ୨୦୨୩ ଜାନୁଆରୀରେ ଚୀନ ନିକଟରେ ୪୧୦ ଆଣବିକ ଅସ୍ତ୍ର ରହିଥିବାବେଳେ ୨୦୨୪ ଜାନୁଆରୀରେ ଏହି ସଂଖ୍ଯା ହୋଇଛି ୫୦୦।ଷ୍ଟକହୋମ ଇଣ୍ଟରନ୍ଯାସନାଲ ପିସ୍ ରିସର୍ଚ୍ଚ…
ଆମେରିକାରେ ଗୁଳିକାଣ୍ଡ
ଗତକାଲି ଆମେରିକାରେ ଟେକ୍ସାସ୍ର ରାଉଣ୍ଡ ରକ୍ ପାର୍କ ଓ ମିସିଗାନ୍ର ୱାଟର ପାର୍କରେ ଗଣ-ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଶିଶୁଙ୍କ ସହ ୧୬ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ଟେକ୍ସାସ୍ ରାଉଣ୍ଡ୍ ରକ୍ ପାର୍କରେ ଏକ ଉତ୍ସବ ଆୟୋଜିତ ହୋଇଥିଲା।…
୮ ଇସ୍ରାଏଲ୍ ସୈନିକ ମୃତ
ଇସ୍ରାଏଲର ୮ ସୈନିକ ପ୍ରାଣ ହରାଇଛନ୍ତି। ଦକ୍ଷିଣ ଗାଜାର ରାଫାରେ ଏକ ଆଇଇଡି ବିସ୍ଫୋରଣରେ ଏହି ଘଟଣା ଘଟିଛି ।ଗତ ଜାନୁଆରୀ ପରଠାରୁ ରାଫାରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ଭୟଙ୍କର। ବିସ୍ଫୋରଣରେ ପ୍ରାଣ ହରାଇଥିବା ଇସ୍ରାଏଲ ସୈନିକଙ୍କ ମଧ୍ୟରେ ଅଛନ୍ତି…
ଇଭିଏମ୍କୁ ନେଇ ବଡ଼ ଏଲନ ମସ୍କଙ୍କ ବଡ଼ ବୟାନ -AI ସହାୟତାରେ ଇଭିଏମ୍କୁ ହ୍ୟାକ୍ କରାଯାଇପାରିବ
ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଟେସ୍ଲା ଏବଂ ସ୍ପେଶ୍ଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ଇଲେକ୍ଟୋନିକ୍ ଭୋଟିଂ ମେଶିନ(ଇଭିଏମ୍)କୁ ନେଇ ବଡ଼ ବୟାନ ଦେଇଛନ୍ତି। ଇଭିଏମ୍କୁ ଏଆଇ(ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ସହାୟତାରେ ହ୍ୟାକ୍ କରିଦିଆଯାଇପାରେ। ଏଣୁ ତାକୁ ହଟାଇ ଦେବା…
ଋଷିଙ୍କ ଦଳ ପରାଜିତ ହେବ?
ଜୁଲାଇ ୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ନେତୃତ୍ୱରେ ଶାସକ କଞ୍ଜରଭେଟିବ୍ ପାର୍ଟି ଏଥର ପୋଛି ହୋଇଯିବ। ଏହା ମଧ୍ୟ ସୁନାକଙ୍କ ପାର୍ଟି ପାଇଁ ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରିଛି। ସଦ୍ୟତମ ସର୍ବେକ୍ଷଣରେ କିର ଷ୍ଟାର୍ମରଙ୍କ ଲେବର ପାର୍ଟିକୁ…