Browsing Category

World

All world wide news update will uploaded

୩ ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦକ୍ଷିଣ ଏସୀୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ  ସୁଧାରିବା ଉଦ୍ଦେଶ୍ୟରେ ମୁଇଜୁଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜୁ  …

ଗଭୀର ପାଣିରେ ବୁଡ଼ିଗଲା ଜାହାଜ

ନାଇଜେରିଆର ନାଇଜର ରାଜ୍ୟର ଏକ ନଦୀରେ ଜାହାଜ ବୁଡ଼ିଯିବାରୁ ଅତି କମରେ ୭୮ ଜଣଙ୍କର ମୃତ୍ୟୁ ଘଟିଛି । ଜିନହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ରାଜ୍ୟ ପରିଚାଳନା ଏଜେନ୍ସି ମୁଖ୍ୟ ଅବଦୁଲ୍ଲା ବାବା-ଆରା କହିଛନ୍ତି ଯେ ଶନିବାର ଦିନ ଆହୁରି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଲେବାନନ୍‌ରେ ଇସ୍ରାଏଲ ଏୟାର୍ ଷ୍ଟ୍ରାଇକ୍‌ ଜାରି

ହେଜବୁଲ୍ଲା ଉପରେ ଇସ୍ରାଏଲର ବିମାନ ଆକ୍ରମଣ ବୃଦ୍ଧି ପାଇଛି। ବେରୁତ ଓ ଲେବାନନ୍‌ର ଦକ୍ଷିଣ ସହରଗୁଡ଼ିକରେ ବୋମାମାଡ଼ ଜାରି ରହିଥିବା ବେଳେ ଇସ୍ରାଏଲ ସେନା ଶନିବାର ଲେବାନନ୍‌ର ଉତ୍ତରାଞ୍ଚଳକୁ ଆକ୍ରମଣ ସମ୍ପ୍ରସାରିତ କରିଛି। ଶନିବାର ସକାଳେ ଉତ୍ତରର ତ୍ରିପୋଲି ସହରରେ ହୋଇଥିବା ଆକ୍ରମଣରେ ହମାସର…

ଇସ୍ରାଏଲକୁ ଦେଲେ ଚେତାବନୀ ଇରାନ ସୁପ୍ରିମ୍ ଲିଡର

ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ…

ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏହି ବୈଠକ ୧୫-୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ।ପାକିସ୍ତାନ ପାଖରେ ଏବେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ର କାଉନସିଲ୍ ଅଫ୍…

୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ ନାହିଁ। ଏହି ଆର୍ଥିକ ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଦଳରେ ସବୁକିଛି ଠିକ ଚାଲିନାହିଁ। ଗତ ଏକ ବର୍ଷ ଧରି ଆଇସିସି…

ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ

ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ଯିବେ। ୧୦ ବର୍ଷ ପୂର୍ବରୁ ସୁଷମ ସ୍ଵରାଜ ପାକିସ୍ତାନ ଗ୍ରସ୍ତ ରେ ଯାଇଥିଲେ, ଏବେ ବୈଦେଶିକ ମନ୍ତ୍ରୀ ଭାବେ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ ଇସଲାମାବାଦ ଗସ୍ତ ରେ…

ଯୁଦ୍ଧର ଶେଷ ସୀମା ପାର କରୁଛି ଇସ୍ରାଏଲୀ

ଲେବାନନ୍‌ରେ ଇସ୍ରାଏଲୀ ସ୍ଥଳସେନା ହେଜବୁଲ୍ଲାକୁ ନିପାତ କରିବା ଅଭିଯାନ ଜୋରଦାର  କରିଥିବା ବେଳେ ହେଜବୁଲ୍ଲା ମଧ୍ୟ ସବୁ ଶକ୍ତି ଖଟାଇ ଇସ୍ରାଏଲ ସେନାର ମୁକାବିଲା କରୁଥିବା ଦେଖିବାକୁ ମିଳିଛି।  ଆଜି ଦକ୍ଷିଣ ଲେବାନନ୍‌ରେ ୧୫ ଜଣ ହେଜ୍‌ବୁଲ୍ଲା ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଶତାଧିକ…

ଭାରତୀୟ ନାଗରିକମାନଙ୍କୁ ଇରାନ ଗସ୍ତ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଇରାନରେ । ଇସ୍ରାଏଲ ଆକ୍ରମଣର ଭୟ ରହିଛି । ସାରା ବିଶ୍ବର ନାଗରିକ ଇରାନରୁ ପଳାୟନ କରୁଛନ୍ତି । ଏଭଳି ସ୍ଥିତିରେ ଭାରତୀୟମାନଙ୍କୁ ସରକାର କହିଛନ୍ତି ଇରାନ ନଯିବା ପାଇଁ ।  ମଙ୍ଗଳବାର ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ  ସ୍ଥିତି…

କିଏ ହେବେ ବିଶ୍ବର ତ୍ରି ମହାଶକ୍ତି? ଟୋନି ବ୍ଲେୟାରଙ୍କ ପୂର୍ବାନୁମାନ

କିଏ ହେବେ ବିଶ୍ବର ମହାଶକ୍ତି । କାହା ପାଖରେ ରହିବ କ୍ଷମତା । କେଉଁ କେଉଁ ନେତାଙ୍କ ପାଖରେ ରହିବ କ୍ଷମତା । ଏନେଇ ଭବିଷ୍ୟବାଣୀ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ସେ  ପୂର୍ବାନୁମାନ କରିଛନ୍ତି ଯେ ୨୦୫୦ ସୁଦ୍ଧା ଭାରତ, ଆମେରିକା ଓ ଚୀନ୍ ବିଶ୍ବର ମହାଶକ୍ତି…