Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Browsing Category
World
All world wide news update will uploaded
ଚୀନର ଉହାନ ସହରରେ ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ ଆତଙ୍କ
୨୦୧୯ ପରେ ୨୦୨୫ରେ ଚୀନରେ କ୍ଷିପ୍ର ଗତିରେ ବ୍ୟାପୁଛି ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସ ବା HMPV ଭାଇରସ । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ-୧୯ ପରି ଲକ୍ଷଣ ଦେଖିବାକୁ ମିଳୁଥିଲେ ବି ନୂଆ ଭାଇରସ ଅଧିକ ଘାତକ ସାଜିଛି । ଚୀନ ସରକାରଙ୍କ ପକ୍ଷରୁ ହେଲ୍ଥ ଇମରଜେନ୍ସି ଘୋଷଣା ହୋଇଛି। ଏଯାଏ ମୃତ୍ୟୁ…
ବାଂଲାଦେଶୀ ସନ୍ଥ ଚିନ୍ମୟ ଦାସଙ୍କୁ ମିଳିଲାନି ଜାମିନ
ବାଂଲାଦେଶର ହିନ୍ଦୁ ସନ୍ଥ ଚିନ୍ମୟ ଦାସଙ୍କୁ କୋର୍ଟ ପକ୍ଷରୁ ବଡ଼ ଝଟକା ଲାଗିଛି । ଅଦାଲତ ଚିନ୍ମୟ ଦାସଙ୍କ ଜାମିନ ଯାଚିକାକୁ ଖାରଜ କରିଛନ୍ତି । ଚଟଗାଁବ ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ତେଣୁ ଚିନ୍ମୟ ଦାସ ଜେଲରେ ହିଁ ରହିବେ । ଗତବର୍ଷ ନଭେମ୍ବର ୨୫…
ଇସ୍ରାଏଲର ଏୟାରଷ୍ଟ୍ରାଇକ୍ରେ ୧୨ ପାଲେଷ୍ଟିନୀୟ ନିହତ
ଇସ୍ରାଏଲର ୩ ପୃଥକ୍ ଏୟାର ଷ୍ଟ୍ରାଇକ୍ରେ ବୁଧବାର ୧୨ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ଗାଜାର ଜାବାଲିୟା ଅଞ୍ଚଳର ଏକ ଘରେ ଇସ୍ରାଏଲର ମିଶାଇଲ ମାଡ଼ ଯୋଗୁ ୪ ଶିଶୁ ଓ ଜଣେ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଡଜନେରୁ…
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଗାତାର ସ୍ୱାସ୍ଥ୍ୟ ବିଗିଡିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ପ୍ରୋଷ୍ଟେଟ ସର୍ଜରୀ ହୋଇଛି । ଅପରେସନ୍ ସଫଳ ହୋଇଛି ଏବଂ ପ୍ରୋଷ୍ଟେଟକୁ ବାହାର କରାଯାଇଛି ।…
ଦକ୍ଷିଣ କରିଆରେ ଭୟଙ୍କର ବିମାନ ଦୁର୍ଘଟଣା, କ୍ରିଉ ମେମ୍ବରଙ୍କ ସମେତ ୧୮୧ ଯାତ୍ରୀଙ୍କ ମୃତ
ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା । ପ୍ରଥମେ ପକ୍ଷୀ ସହ ଧକ୍କା ଓ ପରେ ରନୱେରେ ସ୍ଲିପ ହେବା ପରେ ବିମାନଟି ସିଧା ଯାଇ ବିମାନବନ୍ଦରର ଫେନ୍ସିଂରେ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା କ୍ରିଉ ମେମ୍ବରଙ୍କ ସମେତ ୧୮୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…
ଅବତରଣ ବେଳେ ଜଳିଗଲା ବିମାନ , ୪୭ ମୃତ
ଦକ୍ଷିଣ କୋରିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ କହିବାନୁସାରେ, ବିମାନରେ ୧୮୧ ଜଣ ଥିଲେ। ରବିବାର ଦିନ ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଏକ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେଜୁ ଏୟାର ଳାଇନ୍ସ ଦ୍ୱାରା ପରିଚାଳିତ ଏହି…
୧୮,୦୦୦ ଭାରତୀୟ ଙ୍କୁ ନିଜ ଦେଶରୁ ବାହାର କରିବ ଆମେରିକା
ଭାରତ ଏବଂ ଆମେରିକା ମଧ୍ୟରେ ଭଲ କୂଟନୈତିକ ସମ୍ପର୍କ ବିଷୟରେ ଆଲୋଚନା ହେଉଛି। ତଥାପି ଭାରତୀୟମାନଙ୍କୁ ନିଜ ଦେଶରୁ ବାହାର କରି ସ୍ବଦେଶ ପଠାଇବା ପ୍ରକ୍ରିୟା ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଆମେରିକାରୁ ପ୍ରବାସୀମାନଙ୍କୁ ବହିଷ୍କାର କରିବାର ଧାରା ବୃଦ୍ଦି ପାଇଛି। ୨୦୨୪ ମସିହାରେ ଜଣେ…
ପାକିସ୍ତାନର ଏୟାର ଷ୍ଟ୍ରାଇକ୍ରେ ୪୬ ମୃତ : କଡା ଜବାବ ଦେବ ଆଫଗାନିସ୍ତାନ
ପାକିସ୍ତାନ ଏହାର ପଡ଼ୋଶୀ ଦେଶ ଆଫଗାନିସ୍ତାନ ଉପରେ କରିଛି ଏୟାର ଷ୍ଟ୍ରାଇକ୍। ଦେଶର ପୂର୍ବ ପକ୍ତିକା ରାଜ୍ୟର ବରମଲ ଜିଲାରେ ମଙ୍ଗଳବାର ରାତିରେ ପାକିସ୍ତାନୀ ସେନା ଦ୍ୱାରା ଏୟାରଷ୍ଟ୍ରାଇକ କରାଯାଇଛି। ଏହି ଆକ୍ରମଣରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬ ଜଣ ଆହତ ହୋଇଥିବା ନେଇ…
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ଏହାର ପ୍ଲେ -୧୧ ଘୋଷଣା କରିସାରିଛି। ନାଥନ ମ୍ୟାକସ୍ବେନିଙ୍କ ସ୍ଥାନରେ ସାମ କନଷ୍ଟାସଙ୍କୁ…
କ୍ରିସ୍ମସ୍ରେ ବି ଧ୍ଵଂସଲୀଳା ରଚିଲା ରୁଷିଆ
ଧରାପୃଷ୍ଠରେ ଯୀଶୁଙ୍କ ଅବତରଣକୁ ନେଇ ବୁଧବାର ବିଶ୍ୱବାସୀ କ୍ରିସ୍ମସ ପାଳନରେ ମସ୍ଗୁଲ ଥିବାବେଳେ ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମି ଉପରେ ରୁଷୀୟ ସୈନ୍ୟ ତୁହାକୁ ତୁହା ମିଶାଇଲ ଓ ଡ୍ରୋନ୍ ମାଡ଼ କରିଛନ୍ତି। ଏଥିରେ ଏକ ତାପଜ ବିଦ୍ୟୁତ୍…