Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
World
All world wide news update will uploaded
ଇରାନର ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , ପାଇଲଟ ସମେତ ୪ ମୃତ
ଇରାନ ଏବଂ ଆମେରିକା ମଧ୍ୟରେ କେତେବେଳେ ବି ଲାଗିପାରେ ଯୁଦ୍ଧ । ଆମେରିକା ଚାରି ଆଡୁ ଘେରି ସାରିଲାଣି । ସାଧାରଣ ଜନତାଙ୍କ ଫୋନକୁ ମେସେଜ୍ ବି ଗଲାଣି । ଏହାରି ଭିତରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଇରାନର ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ ଜଣ ପ୍ରାଣ…
ଭାରତୀୟ ନାଗରିକମାନଙ୍କୁ ଯେକୌଣସି ପରିସ୍ଥିତିରେ ତୁରନ୍ତ ଇରାନ ଛାଡିବାକୁ ଅନୁରୋଧ କରିଛି ଭାରତୀୟ ଦୂତାବାସ
ତେହେରାନରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କୁ ଯେକୌଣସି ପରିସ୍ଥିତିରେ ତୁରନ୍ତ ଇରାନ ଛାଡିବାକୁ ଅନୁରୋଧ କରିଛି। ଭାରତୀୟ ଦୂତାବାସ ଏ ସମ୍ପର୍କରେ ଏକ ପରାମର୍ଶ ଜାରି କରିଛି। ଆଜି ଯେକୌଣସି ପରିସ୍ଥିତିରେ ଇରାନ ଛାଡିବାକୁ ଅନୁରୋଧ କରିଛି। ଭାରତର ଏହି ପରାମର୍ଶ ପରେ, ଇରାନ ଉପରେ…
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ , ୧୭ ଜଣ ଆଫଗାନିସ୍ତାନ ନାଗରିକ ମୃତ
ପାକିସ୍ତାନ ଆଫଗାନିସ୍ତାନ ଉପରେ ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ପଶି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଆକ୍ରମଣଗୁଡ଼ିକ ଆଫଗାନିସ୍ତାନର ଘନି ଖେଲୋ ଏବଂ ଗରଦା ସାମିଆ ଜିଲ୍ଲାରେ ହୋଇଥିବା ଜଣାପଡିଛି । ଯେଉଁ ଆକ୍ରମଣରେ ସାଧାରଣ…
ଇରାନକୁ ଦଶ ଦିନର ମହଲତ ଦେଲେ ଟ୍ରମ୍ପ
ଆମେରିକା ଏବଂ ଇରାନ ମଧ୍ୟରେ ଏବେ ସୁଦ୍ଧା ଦୁଇଟି ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମ ଓମାନରେ ଏବଂ ଦ୍ୱିତୀୟଟି ଜେନେଭାରେ । କୌଣସି ବୈଠକର କୌଣସି ଫଳାଫଳ ମିଳିନାହିଁ । ଉଭୟ ଦେଶ ନିଜ ନିଜ ସର୍ତ୍ତରେ ଅଟଳ ରହିଛନ୍ତି । ଏହି ସମୟରେ, ପିସ୍ ବୋର୍ଡର ଉଦଘାଟନୀ ସମାରୋହ ଆମେରିକାର ରାଜଧାନୀ…
ଇରାନ ଉପରେ ବଡ଼ ଆକ୍ରମଣ ପ୍ରସ୍ତୁତିରେ ଆମେରିକା !
ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାରେ ନାଁ ଧରୁନାହିଁ । ଏହା ଦିନକୁ ଦିନ ବଢିଚାଲିଛି । ଏହାରି ଭିତରେ ଇରାନ-ଆମେରିକା ଯୁଦ୍ଧ ଆଶଙ୍କା ଘନେଇଛି । ଇରାନ ଉପରେ ବଡ଼ ଆକ୍ରମଣ ପ୍ରସ୍ତୁତିରେ ଆମେରିକା ! ଯେକୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଆକ୍ରମଣ । ମଧ୍ୟ-ପ୍ରାଚ୍ୟରେ ଆମେରିକାର…
ଭାରତ ତାର ସାମୁଦ୍ରିକ ଅଞ୍ଚଳରେ ହାଇ ଆଲର୍ଟ ଜାରି,ଇରାନର ତିନୋଟି ତେଲ ଜାହାଜ ଟ୍ୟାଙ୍କର ଜବତ
ଭାରତ ତାର ସାମୁଦ୍ରିକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛି । ଭାରତୀୟ ତଟରକ୍ଷା ବାହିନୀ ତିନୋଟି ସନ୍ଦିଗ୍ଧ ଜାହାଜକୁ ଜବତ କରିଛି । ଗତ ଫେବ୍ରୁଆରୀ ୫ ହୋଇଥିବା ଅପରେସନରେ ଏହିସବୁ ଜାହାଜକୁ ଜବତ କରାଯାଇଛି । ଜବତ ତେଲ ଟ୍ୟାଙ୍କରଗୁଡ଼ିକ ଇରାନର ବୋଲି କୁହାଯାଉଛି । ଅନ୍ୟ ଦିଗରେ ଏସବୁରେ…
କିଏ ହେବ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ, କିମ୍ଙ୍କ ଭଉଣୀ ବନାମ କିମ୍ଙ୍କ ଝିଅ ମଧ୍ୟରେ କ୍ଷମତା ପାଇଁ ହେବ…
କିମ ଜଙ୍ଗ ଉନ୍। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ। କିମ୍ଙ୍କ ତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ହଲଚଲ। ଉତ୍ତର କୋରିଆରେ ବଡ଼ ଲଢ଼େଇ ହେବାକୁ ଯାଉଛି। କ୍ଷମତା ପାଇଁ ସଂଘର୍ଷ। କିମ୍ଙ୍କ ଭଉଣୀ ବନାମ କିମ୍ଙ୍କ ଝିଅ। ଏହି ଯୁଦ୍ଧ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ-ଉନଙ୍କ ୧୩…
ପୃଥିବୀରେ ଏଲିଅନ୍ ଓହ୍ଲାଇଥିବାର କୌଣସି ପ୍ରମାଣ ନାହିଁ
ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ପୁଣି ଥରେ ଏଲିଏନ୍ ବିଷୟରେ କହିଛନ୍ତି । ପୃଥିବୀ ବାହାରେ ବ୍ରହ୍ମାଣ୍ଡରେ ଜୀବନର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଆମେରିକା ସରକାର ନେଭାଡାର ସାମରିକ ଘାଟି ଏରିଆ ୫୧ ରେ ଗୁପ୍ତ ଭାବରେ ଏଲିଏନମାନଙ୍କୁ ଲୁଚାଇ ରଖିଛନ୍ତି ବୋଲି…
ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା -ଡୋନାଲ୍ଡ ଟ୍ରମ୍ପ
ଇରାନ ସହ ଚାଲିଥିବା ପରମାଣୁ ଆଲୋଚନା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ ଇରାନରେ ଶାସନ ପରିବର୍ତ୍ତନ ହିଁ ସବୁଠୁ ଭଲ କଥା ହେବ ବୋଲି କହିଛନ୍ତି । ସେ କହିଛନ୍ତି, ଆମେ ଇରାନ ଅଭିମୁଖେ ଏକ ବଡ଼ କ୍ୟାରିୟର ଗ୍ରୁପ ପଠାଇଛୁ । ମୁଁ ଡିଲ୍ କରିବାକୁ ଚାହୁଁଛି,…
ବାଂଲାଦେଶରେ BNP ର ବଡ଼ ବିଜୟ!,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବାଂଲାଦେଶରେ BNP ର ବଡ଼ ବିଜୟ! । ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି । ଶେଖ୍ ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ । ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ । ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ…