Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
World
All world wide news update will uploaded
ଜୁନ୍ ୨୨ରେ ମୋଦୀ-ବାଇଡେନ ଆଲୋଚନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନା ହେବ । ଏନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଜୁନ୍ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବେ ବାଇଡେନ। ପୂର୍ବରୁ ଆମେରିକା ସହ ଭାରତର ସଂପର୍କ ଭଲ…
ଇମ୍ରାନ ଖାନ୍ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଜଳୁଛି ନିଆଁ
ଇସଲାମାବାଦ: ଇମ୍ରାନ ଖାନ୍ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା । ଇମ୍ରାନଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଉଛନ୍ତି । ବିଭିନ୍ନ ସ୍ଥାନରେ ଇମ୍ରାନଙ୍କ ସମର୍ଥକଙ୍କ ଦ୍ବାରା ପୋଡ଼ାଜଳା ଓ ହିଂସା ପାଇଁ ସାଧାରଣ ଲୋକଙ୍କ ଜୀବନ ଯାଉଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ…
ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ
ଇସଲାମାବାଦ: ପାକିସ୍ତାନରେ ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦେଶ । ଇମ୍ରାନ ଖାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରୁଥିବାରୁ ଏପରି ନିର୍ଦେଶ ଦେଇଛି ପୋଲିସ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ଏକ ବର୍ଷ ଧରି ଇମ୍ରାନ ଖାନକୁ ଗିରଫ କରିବା ପାଇଁ ଚାଲିଥିବା ଯୋଜନା ସଫଳ ହୋଇଛି । ବିଭିନ୍ନ ମାମଲାରେ ଫସି କୋର୍ଟରୁ ବେଲ ଆଣି ଆଗୁଆ ନିର୍ବାଚନ ପାଇଁ ଆନ୍ଦୋଳନ କରୁଥିବା ଇମ୍ରାନ ଖାନଙ୍କୁ ଶେଷରେ ଗିରଫ କରାଯାଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ମାମଲାରେ…
ଲାହୋରରେ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା
ଲାହୋର: ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା କରାଯାଇଛି । ଗୁଳି କରି କିଏ ହତ୍ୟା କଲା ଜଣାପଡିନାହିଁ । ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଡେଡ ଥିବା ପରମଜୀତକୁ ଲାହୋରଠାରେ କିଛି ଅଜଣା ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଖଲିସ୍ତାନ ପ୍ରସଙ୍ଗରେ ମତ ଦେଇ ଚର୍ଚାରେ ରହୁଥିଲା…
ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲା ପାକିସ୍ତାନ ସେନା
ନୂଆଦିଲ୍ଲୀ: ପାକିସ୍ତାନରେ ଲୋକ ଖାଇବାକୁ ରୁଟି ପାଉନଥିବା ବେଳେ ପାକିସ୍ତାନ ସେନା କିନ୍ତୁ ଭାରତ ସହ ଲଢ଼େଇ ପାଇଁ ଧମକ ଦେଉଛି । ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ ର ଡିଜି ମେଜର ଜେନରାଲ ଅହମ୍ମଦ ଶରିଫ ଚୌଧୁରୀ ଭାରତ ଭିତରେ ପଶି ମାରିବାକୁ ଭାରତକୁ ଧମକ…
ସୁଦାନ ହିଂସା: ଭାରତୀୟଙ୍କୁ ଉଦ୍ଧାର ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ ସହାୟତା ନେଉଛି ଭାରତ
ସୁଦାନରେ ସଂଘର୍ଷ ଜାରି ରହିଛି ଓ ମୃତ୍ୟୁସଂଖ୍ୟା ୨୭୦ ଟପିଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୁଦାନର ସଦ୍ୟତମ ସ୍ଥିତି କୁ ନେଇ ୟୁଏଇ ଏବଂ ସାଉଦି ଆରବରେ ଥିବା ତାଙ୍କ ପ୍ରତିପକ୍ଷଙ୍କ ସହ କଥା ହୋଇଛନ୍ତି। ଏହି ସବୁ ଦେଶ ସୁଦାନରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ଆହ୍ୱାନର…
ନିଜ ଲୋକଙ୍କ ଉପରେ ବୋମା ପକାଇଲା ସେନା: ଶହେ ମୃତ
ମିଆଁମାରରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଁଚିଛି । ନିଜ ଲୋକଙ୍କ ଉପରେ ବିମାନ ଦ୍ବାରା ବୋମା ପକାଇବାରୁ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି । ମିଆଁମାର୍ର ସାମରିକ ସରକାର ଏବେ ବିରୋଧ କରୁଥିବା ନିଜ ଦେଶର ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ଏନେଇ ଜାତିସଂଘରେ ଉଦବେଗ ପ୍ରକାଶ ପାଇଛି ।…
ଡୋନାଲଡ୍ ଟ୍ରମ୍ପ୍ କରିପାରନ୍ତି ଆତ୍ମସମର୍ପଣ
ନ୍ୟୁୟର୍କ: ଦିନେ ସାରା ବିଶ୍ବରେ ନିଜର ଦବଦବା ରଖିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବେ ଜେଲ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ତାହା ଛୋଟ ଅଭିଯୋଗ ନୁହେଁ । ତେଣୁ ଟ୍ରମ୍ପ ଆତ୍ମସମର୍ପଣ କରିବାର ସମ୍ଭାବନା ଥିବାରୁ…
ଇମ୍ରାନଙ୍କ ଗିରଫଦାରି ସମ୍ଭାବନା
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପିଟିଆଇ ର ମୁଖ୍ୟ ଇମ୍ରାନ ଖାଁଙ୍କୁ ଗିରଫ ଡର । ଏବେ ଘରେ ପ୍ରବେଶ କରିଛି ପୁଲିସ୍ । ପୁଲିସ ଇମ୍ରାନଙ୍କ ବାସଭବନରେ ପ୍ରବେଶ କରିସାରିଛି ଓ ଯେକୌଣସି ସମୟରେ ତାଙ୍କର ଗିରଫଦାରି ହୋଇପାରେ ବୋଲି ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି ।ସେପଟେ…