Trending
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
Browsing Category
World
All world wide news update will uploaded
ଆସାମରେ ବନ୍ୟା:ଟ୍ରେନ୍ଲାଇନ୍ରେ ପଡ଼ି ରହିଛନ୍ତି ୫୦୦ ପରିବାର
ମେଟ୍ରୋ ଟିଭି ଓଡିଶା (୨୧.୫.୨୦୨୨ )
ଆସାମ ବନ୍ୟାପ୍ରପୀଡ଼ିତଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ। ବନ୍ୟାରେ ଘରଦ୍ୱାର ଭାଙ୍ଗିଯିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ। ଭୟଙ୍କର ବନ୍ୟା ଆସି ସବୁକିଛି ଭସେଇନେବା ପରେ ନିଶ୍ୱ ହୋଇ!-->!-->!-->…
ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିରେ ନବୀନ
ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ )
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ନୂଆ ସଦସ୍ୟ ନାଁ ଘୋଷଣା କରାଯାଇଛି । ଏନେଇ ଗତକାଲି ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।
କେନ୍ଦ୍ର ସରକାର!-->!-->!-->!-->!-->!-->!-->…
ହେଲମେଟ ପିନ୍ଧିଲେ ବି ଦେବାକୁ ପଡ଼ିବ ୨ ହଜାର ଟଙ୍କା ଫାଇନ୍
ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ )
ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ସାଢ଼େ ତିନି ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି । ଦୁର୍ଘଟଣା ହ୍ରସ କରିବା ପାଇଁ ସରକାର ବିଭିନ୍ନ ସମୟରେ ନିୟମ ଲାଗୁ କରିଛନ୍ତି । ବର୍ତ୍ତମାନ ଆସିଥିବା ସୂଚନା ମୁତାବକ ଏବେ ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିଥିଲେ!-->!-->!-->…
ପ୍ରାଇଭେଟ ଜେଟ୍ ରେ ମସାଜ ସମୟରେ ଯୌନ ଶୋଷଣ
ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ )
ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏହି ମାମଲାକୁ ରଫାଦଫା କରିବା ଲାଗି ୨୦୧୮ରେ ଦୁଇଜଣ ମହିଳାଙ୍କୁ ୨କୋଟ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ଦୁଇଜଣ ମହିଳା ଏଲନଙ୍କ ଏହାୟସ୍ପେସ୍ ଫାର୍ମ ସ୍ପେସଏକ୍ସ!-->!-->!-->…
ବିଶ୍ୱରେ ଘୋର ଖାଦ୍ୟ ସଂକଟ
ମେଟ୍ରୋ ଟିଭି ଓଡିଶା (୨୦.୫.୨୦୨୨ )
ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ବିଶ୍ୱର ବୃହତ ଭୂଖଣ୍ଡ ଖାଦ୍ୟ!-->!-->!-->…
ସିଦ୍ଧୁଙ୍କୁ ଜେଲ
ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ )
ନବଜୋତ ସିଂହ ସିଦ୍ଧୁଙ୍କୁ ଜେଲ ଦଣ୍ଡାଦେଶ | ରୋଡ୍ ରେଜ୍ କେସରେ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଗୋଟିଏ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲା ୧୯୯୮ରେ ଘଟିଥିଲା। ସିଦ୍ଧୁଙ୍କୁ ପ୍ରଥମେ ଏହି ମାମଲାରେ ଆଶ୍ଵସ୍ତି ମିଳିଥିଲା। ହେଲ ରୋଡ୍ ରେଜ!-->!-->!-->…
କଡାକଡି ହେଲା କରୋନା କଟକଣା
ମେଟ୍ରୋ ଟିଭି ଓଡିଶା (୧୯.୫.୨୦୨୨ )
ଆମେରିକାର ନ୍ୟୁୟର୍କ ସହରରେ କୋଭିଡ୍ ସଂକ୍ରମଣ ବଢିଛି। ନ୍ୟୁୟର୍କ ରେ କୋଭିଡ୍ ଷଷ୍ଠ ଲହରର ସଙ୍କେତ ମିଳିସାରିଥିବାରୁ ସବୁ ଅଂଚଳରେ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ଗତକାଲିଠାରୁ ନ୍ୟୁୟର୍କ ସହରରେ କଟକଣା କଡ଼ାକଡ଼ି କରାଯାଇଛି।
!-->!-->!-->!-->!-->!-->!-->…