Trending
- ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ
- ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼
- ରାଜଧାନୀରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
Browsing Category
World
All world wide news update will uploaded
ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍:ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଲେ ଏମିତି
ମେଟ୍ରୋ ଟିଭି ଓଡିଶା (୨୪.୫.୨୦୨୨ )
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଟୋକିଓରେ ଆୟୋଜିତ କ୍ୱାଡ ବୈଠକରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ବାଇଡେନ ପୁଟିନଙ୍କ ଉପରେ ବର୍ଷିଛନ୍ତି ।
ସେ ଋଷ-ୟୁକ୍ରେନ ଯୁଦ୍ଧର ବୈଶ୍ୱିକ କାରଣ କହିବା ସହ କହିଛନ୍ତି ଯେ ପୁଟିନ୍!-->!-->!-->!-->!-->!-->!-->…
ଅଫିସରେ ୪ ଦିନ କାମ ଓ ୨ ଦିନ ଲକଡାଉନ୍
ମେଟ୍ରୋ ଟିଭି ଓଡିଶା (୨୪.୫.୨୦୨୨ )
ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ ଚେଷ୍ଟା ପରେ ବି କୌଣସି ଉପାୟ ମିଳୁପାରି ନାହିଁ!-->!-->!-->…
ଶିବଙ୍କ ଦର୍ଶନ ଲାଗି ବ୍ୟାକୁଳ ଭକ୍ତ, ୧୯ତମ ଦିନରେ ପହଞ୍ଚିଲେ ରେକର୍ଡ ଶ୍ରଦ୍ଧାଳୁ
ମେଟ୍ରୋ ଟିଭି ଓଡିଶା (୨୩.୫.୨୦୨୨)
ଚାରଧାମ ତିର୍ଥଯାତ୍ରା ଆସୁଥିବା ଯାତ୍ରୀଙ୍କ ସଂଖ୍ୟା ୧୯ତମ ଦିନରେ ଆଠ ଲକ୍ଷ ପହଞ୍ଚିଯାଇଛି । ଦୁଇବର୍ଷ ପରେ ରେକର୍ଡ ସଂଖ୍ୟକ ଯାତ୍ରୀ ଉତ୍ତରାଖାଣ୍ଡରେ ପହଞ୍ଚିଛନ୍ତି । କେଦାରନାଥ ଦର୍ଶନ ପାଇଁ ଖାସକରି ଯୁବଯାତ୍ରୀମାନେ ଜବରଦସ୍ତ ଉତ୍ସାହ ଦେଖାଉଛନ୍ତି ।!-->!-->!-->…
ଟୋକିଓରେ ପ୍ରଧାନମନ୍ତ୍ରୀ,ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ
ଟୋକିଓରେ ପ୍ରଧାନମନ୍ତ୍ରୀ,ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ
ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ
ସନ୍ତୁଳନ ହରାଉଛି ପରିବେଶ: ବାହାରୁଛି ନୂଆ ନୂଆ ରୋଗ, ଶକ୍ତିହୀନ ହେଉଛି ମଣିଷ
ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨)
ରାଜ୍ୟରେ ଆସନ୍ତା ଜୁନ୍ ମାସରୁ ରାସନ କାର୍ଡରେ ମିଳୁଥିବା ଗହମ ଆଉ ମିଳିବନି। ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏ ଗହମ ମିଳିବନି। ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ ବଦଳରେ ଚାଉଳ ମିଳିବ। ତେବେ ଏହାର ପ୍ରଭାବ ସିଧାସଳଖ!-->!-->!-->…
ଭାରତ ସହ ୪ ଦେଶ ଚୀନ ଉପରେ ଲଗାଇବେ ପ୍ରତିବନ୍ଧକ
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨ )
ଇଣ୍ଡୋ ପାସିଫିକ୍ ରିଜନରେ ଚୀନର ବଡ଼ ମାତ୍ରାରେ ବେଆଇନ ଭାବରେ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତ ମିଶି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କ୍ୱାଡ ଦେଶ ପ୍ରଶାନ୍ତ ମହସାଗର ଏବଂ ଭାରତ ମହାସାଗରରେ!-->!-->!-->!-->!-->…
ତ୍ରିରଙ୍ଗାକୁ ଅସମ୍ମାନ: ଦିଲ୍ଲୀ ଏୟାରପୋର୍ଟରେ ଜାତୀୟ ପତାକାକୁ ତଳେ ବିଛାଇ ନମାଜ ପଢିଲେ
ମେଟ୍ରୋ ଟିଭି ଓଡିଶା (୨୨.୫.୨୦୨୨)
ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟନନ୍ୟାସନାଲ ଏୟାରପୋର୍ଟ ବା ଆଇଜିଆଇରେ ତ୍ରିରଙ୍ଗା ପତାକାକୁ ଅସମ୍ମାନ । ଜଣେ ଯୁବକ ତ୍ରିରଙ୍ଗା ପତାକା ଉପରେ ବସି ନମାଜ ପଢ଼ୁଥିବା ଅଭିଯୋଗ ହୋଇଛି । ଆସାମର ଏହି ଯୁବକଙ୍କୁ ତୁରନ୍ତ ଗିରଫ କରିଥିଲା ପୋଲିସ ।ଦିଲ୍ଲୀ!-->!-->!-->!-->!-->…