Trending
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
World
All world wide news update will uploaded
ଆମେରିକା ଓ ଚୀନ୍ ମଧ୍ୟରେ ପୁଣି ବିବାଦ
ଆମେରିକାର ସଂପର୍କ ତାଇଓ୍ବାନ ସହ ବଢ଼ୁଥିବାରୁ ଚାଇନା ରାଗିପାଚି ଲାଲ ହୋଇଯାଇଛି । ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ ଅଧ୍ୟକ୍ଷା ନାନ୍ସି ପେଲୋସି ତାଇୱାନ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ୍ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛି ।ତାଇୱାନ!-->…
ଗୋଟାବୟ ସ୍ବଦେଶ ଫେରିବେ
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷେ ଏବେ ସ୍ବଦେଶ ଫେରିଆସିବାକୁ ଯୋଜନା କରିଛନ୍ତି। ଦେଶରେ ନୂଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଏବେ ଦେଶରେ ଶାନ୍ତି ଫେରି ଆସୁଛି । ଦେଶରେ ଅରାଜକତା ବଢ଼ିବାରୁ ସେ ଦେଶ ଛାଡି ଚାଲିଯାଇଥିଲେ । ଏବେ ଦେଶରେ ଜୁଲାଇ!-->…
ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଦିନିକିଆ, ସଂଧ୍ୟା 7ଟାରେ ମ୍ୟାଚ ଖେଳାଯିବ
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ୨ୟ ଦିନିିକିଆ ଜିତିବା ପରେ ଏବେ ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ଭାରତୀୟ ଦଳ । ପ୍ରଥମ ମ୍ୟାଚ୍ରେ ମହମ୍ମଦ ସିରାଜ୍ଙ୍କ ବୋଲିଂ ଇଣ୍ଡିଜ୍କୁ ବିଜୟରୁ ବଞ୍ଚିତ କରିଥିବା ବେଳେ ୨ୟ ମ୍ୟାଚ୍ରେ ଅକ୍ଷର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ଇଣ୍ଡିଜ୍ଠାରୁ ମ୍ୟାଚ୍!-->…
ଲଏସିରେ ଚୀନ୍ ନୂଆ ହାଇୱେ ବନାଇବାକୁ ଯୋଜନା କରୁଛି
ଦୀର୍ଘଦିନ ହେବ ଏଲଏସିରେ ଭାରତ ଚୀନ ମଧ୍ୟରେ ଆଲୋଚନା ପାଇଁ ବୈଠକ ଉପରେ ବୈଠକ ବସୁଥିଲେ ବି ଚୀନ୍ ତାର ବିସ୍ତାରବାଦି ନିତିକୁ ଛାଡୁନି । ଏଲଏସିରେ ଚୀନ୍ ନୂଆ ହାଇୱେ ବନାଇବାକୁ ଯୋଜନା କରୁଛି ।ମିଳିଥିବା ରିପୋର୍ଟ ଅନିଯାୟୀ, ତିବତ୍ତର ଲୁଂଜଠାରୁ ନେଇ ସିଂଙ୍ଗଜିଆ କ୍ଷେତ୍ରଯାଏଁ ଦୀର୍ଘଗାମୀ!-->…
ଜୈବବିବିଧତାର ଉପଯୋଗ ସମ୍ପର୍କରେ ଭାରତ-ନାମିବିୟା ମଧ୍ୟରେ ବୁଝାମଣାପତ୍ର
ଭାରତ ସରକାର ଏବଂ ନାମିବିୟା ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଆଜି ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜ୍ରେ ଚିତାବାଘ!-->…
ଦକ୍ଷିଣ ଚୀନ ସାଗରରେ ପ୍ରବେଶ କଲା ଆମେରିକାର ଯୁଦ୍ଧ ଜାହାଜ
ଦକ୍ଷିଣ ଚୀନ ସାଗରରେ ଥିବା ବିବାଦୀୟ ସ୍ପ୍ରାଟଲି ଦ୍ବୀପ ନିକଟରେ ଆମେରିକା ନୌସେନାର ଯୁଦ୍ଧଜାହାଜ ପ୍ରବେଶ କରିବା ପରେ ଚୀନ ତାହାକୁ ନେଇ ଆପତ୍ତି ଉଠାଇଛି । ଚୀନର ସାର୍ବଭୌମ ଅଂଚଳରେ ଏହା ଆମେରିକାର ଅନୁପ୍ରବେଶ ଓ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ କହିଛି ।ଦକ୍ଷିଣ ଚୀନ ସାଗରରେ!-->…
ଏସିଆ କପ ୨୦୨୨ ଦୁବାଇରେ ହୋଇପାରେ
ଏସିଆ କପର ଚଳିତ ସଂସ୍କରଣ ଶ୍ରୀଲଙ୍କାରୁ ବାହାରେ ଖେଳାଯିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ତେବେ ଏହାକୁ ଦୁବାଇ ସ୍ଥାନାନ୍ତର କରିବାକୁ ଯୋଜନା ହେଉଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହାକୁ ଆୟୋଜନ କରୁଥିବାବେଳେ କେବଳ ଦୁବାଇର ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।
ଦୁଇଟି ଦଳ ମଧ୍ୟରେ!-->!-->!-->…
ସିଙ୍ଗାପୁର ଓପନ୍ସ ଜିତିଲେ ପିଭି ସିନ୍ଧୁ
ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ବିଜୟ ହାସଲ କରିଛନ୍ତି ସିନ୍ଧୁ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା । ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା!-->…
ରାନିଲ ବିକ୍ରମସିଂହେ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ତାଙ୍କୁ ଶପଥପାଠ କରାଇଥିବା କହିଛନ୍ତି । ଇ-ମେଲ ମାଧ୍ୟମରେ ସିଙ୍ଗାପୁରରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜାପାକ୍ଷେ ଇସ୍ତଫା ଦେଇଥିଲେ । ଏହି ଇସ୍ତଫାକୁ!-->…
ଋଷି ସୁନକଙ୍କ ୨ୟ ରାଉଣ୍ଡ ଭୋଟରେ ପୁଣି ଶୀର୍ଷରେ ରହିଲେ
ବ୍ରିଟେନରେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ତାହାକୁ ନେଇ କଞ୍ଜରଭେଟିଭ ପାର୍ଟିର ଭୋଟିଂ ଚାଲିଛି । ଦଳର ଯାହାକୁ ଅଧିକ ଭୋଟ ମିଳିବ ସେହିଁ ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବେ । ଏହି କ୍ରମରେ ପ୍ରଥମ ରାଉଣ୍ଡ ପରେ ଦ୍ବିତୀୟ ରାଉଣ୍ଡ ଭୋଟିଂ ବି ହୋଇଛି । ଯେଉଁମାନେ କମ ଭୋଟ ପାଉଛନ୍ତି!-->…