Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
World
All world wide news update will uploaded
ଗାଜାରେ ପଶିଲା ଇସ୍ରାଏଲୀ ଟ୍ୟାଙ୍କ୍
ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହା ଉତ୍ତର ଗାଜାରେ ଗତରାତିରେ ଟାର୍ଗେଟ୍ ରେଡ୍ କରିଛି। ୫୦ରୁ ଅଧିକ ହମାସ ଠିକଣା ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଗାଜାରେ ଇସ୍ରାଏଲ ସେନା ଏବଂ ଟ୍ୟାଙ୍କ୍ ପ୍ରବେଶ କରି ହମାସ ଗୋଷ୍ଠୀର ବିଭିନ୍ନ ଆଡ଼ାସ୍ଥଳ ଉପରେ ଆକ୍ରମଣ…
ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ
ଅକ୍ଟୋବର ୭ରେ ହୋଇଥିବା ହମାସ ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଜାତିସଂଘ ମୁଖ୍ୟ । ଏହି ଆକ୍ରମଣର କାରଣ ରହିଛି । ଶୂନ୍ୟରେ ହୋଇଯାଇନାହିଁ ବୋଲି ଗୁଟେରସ କହିଥିବାବେଳେ ଇସ୍ରାଏଲ ଏହାକୁ କଡ଼ା ନିନ୍ଦା କରିଛି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଇସ୍ରାଏଲ-ହମାସ ଯୁଦ୍ଧ…
ଗାଜାକୁ ମାନବିକ ସହାୟତା ପଠାଇଲା ଭାରତ
ଗାଜାରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାଧାରଣ ଲୋକ ସମସ୍ୟାରେ ପଡିଛନ୍ତି । ଏଭଳି ସମସ୍ୟା ସମୟରେ ଭାରତ ସହଯୋଗର ହାତ ବଢ଼ାଇଛି । ମାନବିୟ ସଙ୍କଟର ମୁକାବିଲା ପାଇଁ ଭାରତ ଗାଜାବାସୀଙ୍କୁ ଅତ୍ୟନ୍ତ ଆବଶ୍ୟକ ମାନବିକ ସହାୟତା ପଠାଇଛି। ମାଲବାହୀ ବିମାନଟି ଇଜିପ୍ଟର ଏଲ୍-ଆରିଶ ବିମାନବନ୍ଦରକୁ ଯିବା…
ଗାଜାରେ ୧୦ ଲକ୍ଷ ବିସ୍ଥାପିତ
ଇସ୍ରାଏଲ- ହମାସ ଯୁଦ୍ଧ ଚାଲିଛି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଇସ୍ରାଏଲ ସେନା କେବଳ ଗାଜାରେ ବୋମାମାଡ଼ କରୁନାହିଁ ଲେବାନନ୍ର ସୀମାପର ଗୁଳିବର୍ଷା ଅତି ଭୀଷଣ ହୋଇଥିବା ବେଳେ ସିରିୟାର ଡାମାସ୍କସ ଓ ଆଲେପୋରେ ଇସ୍ରାଏଲ ବିଭିନ୍ନ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର ମାଡ଼ କରିଛି।…
ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ
ଇସଲାମବାଦ: ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଫେରିବା ପରେ ସେ ପାକିସ୍ତାନ ଜନସାଧାରଣଙ୍କୁ ଅଭିଭାଷଣ ଦେଇ ତାଙ୍କ ନାମରେ ମିଥ୍ୟା ମାମଲା କରାଯାଇ ଜେଲ ପଠାଯାଇଥିବା କହିଛନ୍ତି । ସେ ପାକିସ୍ତାନ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମିଥ୍ୟା…