Trending
- ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ
- ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର
- ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
- ଯୁଦ୍ଧ ଯୋଗୁଁ ଏଲ୍ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ
- ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ
- ଓଡ଼ିଶାର 9 ଟି ଷ୍ଟେସନ ଦେଇ ଚାଲିବ ଏକ ନୂତନ ଅମୃତ ଭାରତ ଟ୍ରେନ୍
- ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି,ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ସହ କଥା ହେଲେ ମୋଦୀ
- ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି
- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ରିଫାଇନ୍, ପାମୋଲିନ୍ ତେଲ ଦର ୫ରୁ ୬ ଟଙ୍କା ବୃଦ୍ଧି
- ରାଜ୍ୟରେ ମହିଳା, ଦଳିତ ମାନଙ୍କ ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ଘଟିଥିବା ହିଂସା ସ୍ଥିର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Browsing Category
World
All world wide news update will uploaded
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୧ ପର୍ଯ୍ୟନ୍ତ ଜାପାନରେ ରହିବେ ମୋଦି । ଜାପାନରେ ହେବାକୁ ଥିବା ଜି ୭ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ଶାନ୍ତି , ସ୍ଥିରତା…
ବାତ୍ୟା ‘ମୋକା’: ୮୧ ଲୋକଙ୍କ ମୃତ୍ୟୁ
ବାତ୍ୟା ‘ମୋକା’ ପ୍ରଭାବରେ ବାଲାଂଦେଶ ଏବଂ ମିଆଁମାରରେ ବ୍ୟାପକ କ୍ଷତି ହୋଇଛି । ବାତ୍ୟାରେ ୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଜଣଙ୍କର ପତ୍ତା ମିଳୁନାହିଁ ।ଅନେକ ଘର ମାଟିରେ ମିଶିଯାଇଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଅନେକ…
ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ମିଳୁ
ସଲାମାବାଦ: ପାକିସ୍ତାନରେ ଶାସକ ବିରୋଧୀଙ୍କ ମଧ୍ୟରେ ଚାଲିଛି ଲଢ଼େଇ । ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ମିଳୁ । ଏହା ଚାହୁଁଛନ୍ତି ଶାସକ ଦଳର ନେତା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜାମିନ ପରଠୁ ଶାସକ ଦଳ କୋର୍ଟ ଉପରେ ବର୍ଷୁଛନ୍ତି । ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ…
ଇମ୍ରାନ ଖାନଙ୍କୁ ଆଶ୍ବସ୍ତି: ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍
ଇସଲାମବାଦ: ଇମ୍ରାନ ଖାନଙ୍କୁ ଆଶ୍ବସ୍ତି ମିିଳିଛି ଇସଲାମବାଦ ହାଇକୋର୍ଟରୁ । ଅଲ-କାଦିର ଟ୍ରଷ୍ଟ ମାମଲାରେ 2 ସପ୍ତାହ ପାଇଁ ମିଳିଲା ବେଲ୍ । ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତୋସାଖାନା ମାମଲାରେ ସ୍ଥଗିତାଦେଶ ଜାରି କରିଥିବା…
ଇମ୍ରାନଙ୍କ ଗିରଫଦାରି ବେଆଇନ: ପାକ୍ ସୁପ୍ରିମକୋର୍ଟ
ଇସଲାମାବାଦ : ପାକିସ୍ତାନରେ ରାଜନୀତି ଘଡିକେ ଘୋଡା ଛୁଟୁଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଆଶ୍ବସ୍ତି ମିଳିଛି। କୋର୍ଟ ପରିସରରୁ ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ ।ଇମ୍ରାନଙ୍କ…
ଜୁନ୍ ୨୨ରେ ମୋଦୀ-ବାଇଡେନ ଆଲୋଚନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆଲୋଚନା ହେବ । ଏନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ଜୁନ୍ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବେ ବାଇଡେନ। ପୂର୍ବରୁ ଆମେରିକା ସହ ଭାରତର ସଂପର୍କ ଭଲ…
ଇମ୍ରାନ ଖାନ୍ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଜଳୁଛି ନିଆଁ
ଇସଲାମାବାଦ: ଇମ୍ରାନ ଖାନ୍ଙ୍କ ଗିରଫଦାରୀ ପରେ ପାକିସ୍ତାନରେ ପ୍ରବଳ ଉତ୍ତେଜନା । ଇମ୍ରାନଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଉଛନ୍ତି । ବିଭିନ୍ନ ସ୍ଥାନରେ ଇମ୍ରାନଙ୍କ ସମର୍ଥକଙ୍କ ଦ୍ବାରା ପୋଡ଼ାଜଳା ଓ ହିଂସା ପାଇଁ ସାଧାରଣ ଲୋକଙ୍କ ଜୀବନ ଯାଉଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ…
ଇମ୍ରାନଙ୍କ ଗିରଫ ପ୍ରତିବାଦରେ ସମର୍ଥକଙ୍କ ଜୋରଦାର ବିକ୍ଷୋଭ
ଇସଲାମାବାଦ: ପାକିସ୍ତାନରେ ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦେଶ । ଇମ୍ରାନ ଖାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରୁଥିବାରୁ ଏପରି ନିର୍ଦେଶ ଦେଇଛି ପୋଲିସ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ତାଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ଏକ ବର୍ଷ ଧରି ଇମ୍ରାନ ଖାନକୁ ଗିରଫ କରିବା ପାଇଁ ଚାଲିଥିବା ଯୋଜନା ସଫଳ ହୋଇଛି । ବିଭିନ୍ନ ମାମଲାରେ ଫସି କୋର୍ଟରୁ ବେଲ ଆଣି ଆଗୁଆ ନିର୍ବାଚନ ପାଇଁ ଆନ୍ଦୋଳନ କରୁଥିବା ଇମ୍ରାନ ଖାନଙ୍କୁ ଶେଷରେ ଗିରଫ କରାଯାଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ମାମଲାରେ…
ଲାହୋରରେ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା
ଲାହୋର: ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ପରମଜୀତ ସିଂହଙ୍କୁ ହତ୍ୟା କରାଯାଇଛି । ଗୁଳି କରି କିଏ ହତ୍ୟା କଲା ଜଣାପଡିନାହିଁ । ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଡେଡ ଥିବା ପରମଜୀତକୁ ଲାହୋରଠାରେ କିଛି ଅଜଣା ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଖଲିସ୍ତାନ ପ୍ରସଙ୍ଗରେ ମତ ଦେଇ ଚର୍ଚାରେ ରହୁଥିଲା…