Browsing Category

Weather Report

News about state of the atmosphere

ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା,୩୦ରୁ ୫୦ କିମି ବେଗରେ ବହିବ ପବନ

ଆସନ୍ତା ସପ୍ତାହ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇପାରେ । ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ଡରାଇବ । ୩୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ପାଣିପାଗ ବିଭାଗ(ଆଇଏମ୍ଡି) ବିସ୍ତାରିତ ଆକଳନରେ ଏଭଳି…

୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା

ରାଜ୍ୟରେ ତାପମାତ୍ରା ବଢ଼ିବ । ଆସନ୍ତା ୨ ଦିନ ଭିତରେ ପ୍ରାୟ ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଦିନର ସର୍ବୋଚ୍ଚ ତାପମାତ୍ରା । ଅପରପକ୍ଷରେ କାଳବୈଶାଖୀ ପ୍ରଭାବ ଏବେ ଜାରି ରହିବ । ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ସହ କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦…

ଆସନ୍ତା ୨୪ ଘଣ୍ଟାରେ ବର୍ଷା ଘଡ଼ଘଡ଼ି ସହ ଝଟକା ପବନ ପାଇଁ ୮ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ରାଜ୍ୟରେ ବଢ଼ୁଛି ତାପମାତ୍ରା । ଅନ୍ୟପଟେ ବଜ୍ରପାତ ଓ ଝଟକା ପବନ ନେଇ ଜାରି ହେଲା ସତର୍କତା । ଆସନ୍ତା ୨୪ ଘଣ୍ଟାରେ ବର୍ଷା ଘଡ଼ଘଡ଼ି ସହ ଝଟକା ପବନ ପାଇଁ ୮ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ପାଇଁ ଆଲର୍ଟ…

ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ -ପାଣିପାଗ ବିଭାଗ

ରାଜ୍ୟରେ ଦିନ ତାପମାତ୍ରା ବଢୁଛି। ଆଗକୁ ତାତି ଆହୁରି ବଢ଼ିପାରେ। ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା ଅଛି।ବୁଧବାର ବାଲେଶ୍ୱର, ଭଦ୍ରକ,…

ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ,ଦିନ ୧୧ ରୁ ଅପରାହ୍ନ ୩ ଟା ଯାଏ କାମ ବନ୍ଦ ନିର୍ଦ୍ଦେଶ

ଗ୍ରୀଷ୍ମ ପ୍ରବାହ ପାଇଁ ଶ୍ରମ ବିଭାଗର ନୂଆ ଗାଇଡଲାଇନ । ଦିନ ୧୧ ରୁ ଅପରାହ୍ନ ୩ ଟା ଯାଏ କାମ ବନ୍ଦ ନିର୍ଦ୍ଦେଶ । ଏପ୍ରିଲ ୧ ତାରିଖରୁ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ ବଳବତ୍ତର ରହିବ । ଚଳିତ ବର୍ଷ ଏପ୍ରିଲ ମାସରେ ରୌଦ୍ରତାପ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଗ୍ରୀଷ୍ମ ଋତୁରେ…

ରାଜ୍ୟରେ କଲବଲ କରିବ କାଳବୈଶାଖୀ ,୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି ।  ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦…

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା

ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।  ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ ।  ତେବେ ଆସନ୍ତା ଦୁଇ ଦିନ ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ମୟୂରଭଞ୍ଜ ଓ ବାଲେଶ୍ବର…

ବଦଳିଲା ପାଗ , ସକାଳୁ ସକାଳୁ ଟ୍ବିନସିଟିରେ କୋହଲା ପାଗ

ବଦଳିଲା ପାଗ । ସକାଳୁ ସକାଳୁ ଟ୍ବିନସିଟିରେ କୋହଲା ପାଗ । ହେମାଳ ପବନ ବହୁଛି । ଆଜି କାଳବୈଶାଖୀ ପାଇଁ ମୟୂରଭଞ୍ଜ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ । ଏହି ଦୁଇ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ କେନ୍ଦୁଝର,…

ତାଣ୍ଡବ କରିବ କାଳବୈଶାଖୀ , ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ତାଣ୍ଡବ କରିବ କାଳବୈଶାଖୀ । ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଝଡ଼ବର୍ଷା ହେବ । ଏହା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ହବିବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଆଜି ପାଇଁ ଅରେଞ୍ଜ ୱାର୍ଣ୍ଣିଂ…

ଦେଶର ବିଭିନ୍ନ ରାଜ୍ୟ ଘଡ଼ଘଡ଼ି ସହ ବଜ୍ରପାତ ନେଇ ଓ୍ୱାର୍ଣ୍ଣିଂ ଜାରି କରିଛି ଆଇଏମଡି

ଆସୁଛି ପଶ୍ଟିମା ଝଡ଼। ଦେଶର ବିଭିନ୍ନ ରାଜ୍ୟ ଘଡ଼ଘଡ଼ି ସହ ବଜ୍ରପାତ ନେଇ ଓ୍ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଭାରତୀୟ ପାଣିପାଗ ବିଭାଗ (IMD) ଦେଶର ଅନେକ ସ୍ଥାନରେ ପ୍ରବଳ ଝଡ଼ବର୍ଷା, ଏବଂ ବଜ୍ରପାତର ଆଶଙ୍କା ବିଷୟରେ ଆଗୁଆ ସତର୍କତା ଜାରି କରିଛି। ଯାତାୟାତ ଏବଂ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ…