Trending
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
Browsing Category
Weather Report
News about state of the atmosphere
ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ
ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ଆଣିବ କାଳବୈଶାଖୀ । ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା । ଆଜି ବିଜୁଳି, ଘଡଘଡି ସହ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ କାଳବୈଶାଖୀ ସମ୍ଭାବନା ରହିଛି…
ଛଟପଟ କରୁଛି ଗ୍ରୀଷ୍ମ ଜ୍ୱାଳା ,୬ଟି ସ୍ଥାନରେ ୪୩ ଡେଇଁଲା ପାରଦ
ଦିନ ୧୧ଟାରୁ ୩ଟା, ଅସମ୍ଭାଳ ତାତି । ଛଟପଟ କରିଦେଉଛି ଏ ଗ୍ରୀଷ୍ମ ଜ୍ୱାଳା । ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି । ଗୋଡ଼ାଉଛି ତାତି ଆତଙ୍କ । ଉତ୍ତର ଓ ପଶ୍ଚିମ ଭାରତ ଭଳି ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ତାତି । ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ସର୍ବୋଚ୍ଚ ତାପମାତ୍ରା ଥିଲା…
ମେ ମାସ ଶେଷ ସପ୍ତାହ ସୁଦ୍ଧା ଉପକୂଳ ଛୁଇଁବ ମୌସୁମୀ
ଦେଶରେ ଏପ୍ରିଲର ଭୀଷଣ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କେତେକ ସ୍ଥାନର ତାପମାତ୍ରା ଇତିମଧ୍ୟରେ ୪୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଗଲାଣି, ଏଥିରେ ନୂଆ ଜଳବାୟୁ ମଡେଲରୁ କିଛି ଭଲ ଖବର ଆସୁଛି। ଏବେକା ମଡେଲ ପୂର୍ବାନୁମାନ ଅନୁସାରେ ଦେଶକୁ ଏ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ…
ଓଡ଼ିଶାରେ ତାତିର କର୍ଫ୍ୟୁ , ଆକାଶରୁ ନଆଁ ବର୍ଷା ,ରାଜଧାନୀ ଭୁବନେଶ୍ବରରେ ୪୨ ଛୁଇଁଲାଣି ପାରଦ
ଓଡ଼ିଶାରେ ତାତିର କର୍ଫ୍ୟୁ । ଆକାଶରୁ ନଆଁ ବର୍ଷା । ୪୪ ଡିଗ୍ରିରେ ଜଳୁଛି ଝାରସୁଗୁଡ଼ା ଓ ତାଳଚେର । ତତଲା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ି ଦେବା ଭଳି ମନେ ହେଉଛି । ସକାଳ ୮ଟାରୁ ଜଳୁଛି ଓଡ଼ିଶା । ଗତକାଲିଠୁ ସ୍ଥିତି ଆଜି ଆହୁରି ଗମ୍ଭୀର । ଗତକାଲି ଝାରସୁଗୁଡ଼ା ୪୪.୬ ଡିଗ୍ରି ସହ ଦେଶର ସବୁଠୁ…
କଲବଲ କରୁଛି ତାତି , ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର
କଲବଲ କରୁଛି ତାତି । ଆହୁରି ୪ ଦିନ ଗରମ ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର । ଅସ୍ତବ୍ୟସ୍ତ କରୁଛି ଗରମ । ତଳେ ଉପରେ ସବୁଠି ତାତି । ୨୫ ଯାଏ ତାତି ରୁ ନାହିଁ ତ୍ରାହି । ୪୦ ଡିଗ୍ରୀ ଉପରେ ୧୪ ସହର । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି । ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି…
ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, ୪୫ ଡିଗ୍ରୀ ଛୁଇଁବ ତାତି
ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ତତଲା ପବନର ଜ୍ୱାଳା ଅଣନିଶ୍ୱାସୀ କରିବ । ଝାରସୁଗୁଡ଼ାରୁ ବଲାଙ୍ଗୀର ଯାଏ ସମସ୍ତ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ । ଗରମ ପବନ (ଲୁ) ପ୍ରବାହିତ ହେବାର ଆଶଙ୍କା ଅଛି । ବରିଷ୍ଠ ପାଣିପାଗ ବିଶେଷଜ୍ଞ…
ଟାଏଁ ଟାଏଁ ଖରା ,ଭୀଷଣ ଗୁଳୁଗୁଳି, କଲବଲ ଜନଜୀବନ,୨୩ ତାରିଖ ଯାଏଁ ଗରମ ପ୍ରକୋପ ନେଇ ସତର୍କ ସୂଚନା ଜାରି
ଟାଏଁ ଟାଏଁ ଖରା। ଭୀଷଣ ଗୁଳୁଗୁଳି। କଲବଲ ଜନଜୀବନ । ଏମିତି ଛଟପଟ ହେବେ। ନିସ୍ତାର ଆଶା ଦେଖାଯାଉନି । ମଝିରେ ମଝିରେ କାଳବୈଶାଖୀ ହେବ। କିନ୍ତୁ, ସୀମିତ ଅଞ୍ଚଳରେ ବର୍ଷିବ। ବିସ୍ତୃତ ଇଲାକାକୁ ଆଶ୍ଵସ୍ତ କରିବା ସମ୍ଭାବନା କମ୍। । ରବିବାର ପାରଦ ଅସ୍ବାଭାବିକ ବଢ଼ିଗଲା। ୪୩ ଡିଗ୍ରୀ ସେଲସିୟସ୍…
ରାଜ୍ୟରେ କଲବଲ କରୁଛି ତାତି,ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା
ରାଜ୍ୟରେ କଲବଲ କରୁଛି ତାତି । ଆଗାମୀ ସପ୍ତାହରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ଆସନ୍ତା ପାଞ୍ଚ ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଜି ୩ ଜିଲ୍ଲା ସୁନ୍ଦରଗଡ ସମ୍ବଲପୁର…
ଟାଇଁ ଟାଇଁ ଖରା , ତାତିରେ ଜଳୁଛି ଓଡ଼ିଶା
ଟାଇଁ ଟାଇଁ ଖରା । ତାତିରେ ଜଳୁଛି ଓଡ଼ିଶା । ଆଗକୁ ଆହୁରି ଜଳିବ । ୪୩ ପାର କଲାଣି ପାରଦ । ତାତି ୪୫ ଡିଗ୍ରି ସେଲସିୟସ ଛୁଇଁବ । ପଶ୍ଚିମ ଓଡ଼ିଶାରେ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଟିଟିଲାଗଡ଼ ପାଲଟିଲାଣି ତତଲାଗଡ଼ । ଗତକାଲି ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରି ସେଲସିୟସ…
ଟକଟକ ହୋଇ ଫୁଟୁଛି ସାରା ଓଡ଼ିଶା,ବଡ଼ ବର୍ଷା ସମ୍ଭାବନା ଏବେ କମ୍
ଟକଟକ ହୋଇ ଫୁଟୁଛି ସାରା ଓଡ଼ିଶା। ଆକାଶରୁ ନିଆଁ ବର୍ଷୁଛି। ପାରଦ ୪୩ ଡେଇଁ ୪୪ ଡିଗ୍ରୀ ମୁହାଁ ହେଲାଣି। ୧୮ ତାରିଖ ସୁଦ୍ଧା ପହଞ୍ଚିବ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିବ। ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ। ମାତ୍ର ସୀମିତ ଅଞ୍ଚଳରେ ବା କାଁ ଭାଁ । ବଡ଼ ବର୍ଷା ସମ୍ଭାବନା ଏବେ କମ୍।…