Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Trends
All trending news will be updated in daily basis
ବ୍ରାଜିଲରେ ବନ୍ୟା, ଭୂ-ସ୍ଖଳନ,୯୧ ମୃତ୍ୟୁ,୨୪ ନିଖୋଜ
ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ )
ବ୍ରାଜିଲରେ ବନ୍ୟା ଓ ତତ୍ ଜନିତ ଭୂ-ସ୍ଖଳନ ମୃତ୍ୟୁ ସଂଖ୍ୟା ୯୧କୁ ପାଇଛି। ଏହି ସୂଚନା ପେରନୋମବୁକୋ ରାଜ୍ୟର ଅଧିକାରୀମାନେ ଦେଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଏବେବି ୨୪ରୁ ଅଧିକ ଲୋକେ ନିଖୋଜ ଅଛନ୍ତି।
ସରକାରୀ ବୟାନ ଅନୁସାରେ ରାଜ୍ୟ!-->!-->!-->!-->!-->!-->!-->…
ଜୁନ ୧ରୁ ସପ୍ତାହକୁ ୪ ଦିନ କାମ କରିବେ କର୍ମଚାରୀ: ଜାଣନ୍ତୁ କେଉଁଠି ଲାଗୁ ହେବ ଏହି ନିୟମ
ମେଟ୍ରୋ ଟିଭି ଓଡିଶା (୩୦.୫.୨୦୨୨ )
ସପ୍ତାହକୁ ୪ ଦିନ କାମ କରିବା ଫର୍ମୁଲାକୁ ନେଇ ଅନେକ ଦେଶ ଆଲୋଚନା ଜାରି ରଖିଛନ୍ତି । ଏହାକୁ ଫୋର ଡେ ୱାର୍କ ୱିକ ବୋଲି କୁହାଯାଏ । ତେବେ ଆସନ୍ତା ଜୁନ ୧ ତାରିଖରୁ ଏହି ଫର୍ମୁଲା ଆପଣେଇବ ବ୍ରିଟେନ । ଦେଶର ମୋଟ ୬୦ ବଡ କମ୍ପାନୀ ଏହି ଦିନରୁ ୪ ଦିନିଆ!-->!-->!-->…
ଭାଷା ବିବିଧତା ଆମକୁ ଏକତ୍ର କରିଛି : ମୋଦୀ
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର ବିବିଧତା ଆମ ସମସ୍ତଙ୍କୁ ଏକତ୍ର କରିବା ସହ ମଜଭୁତ କରିଛି। ସେ କର୍ଣ୍ଣାଟକରେ ପଢ଼଼ୁଥିବା ୧୦ମ ଶ୍ରେଣୀର ଛାତ୍ରୀ କଳ୍ପନା ବିଷୟରେ କହିବାକୁ ଯାଇ ତାଙ୍କ ଏକ!-->!-->!-->…
୧୨ ଦିନ ବନ୍ଦ ରହିବ ବ୍ୟାଙ୍କ
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ବ୍ୟାଙ୍କ ସହ ଜଡ଼ିତ ଅଧିକାଂଶ କାମ ଆଜିକାଲି ଅନଲାଇନରେ ହେଉଛି । କିନ୍ତୁ ଏପରି କିଛି କାମ ରହିଛି, ଯେଉଁଥିପାଇଁ ଆପଣଙ୍କୁ ବେଳେବେଳେ ବ୍ୟାଙ୍କ ଯିବାକୁ ପଡିଥାଏ । ଯଦି ଆପଣ ଜୁନ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ପାଇଁ ବ୍ରାଞ୍ଚ ଯିବାକୁ ଯୋଜନା!-->!-->!-->…
ନେପାଳରେ ବିମାନ ନିଖୋଜ
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ନେପାଳରେ ଆଜି ଏକ ବିମାନ ନିଖୋଜ ହୋଇଯାଇଛି। ସେଥିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ସୂଚନା ମିଳିଛି | ସୂଚନା ଅନୁସାରେ- ଘରୋଇ ବିମାନ ତାରା ୯ ଏନଏଇଟି ସହ ବିମାନବନ୍ଦରର ସମ୍ପର୍କ ହୋଇପାରୁନି । ବିମାନରେ କ୍ରୁ ମେମ୍ବର!-->!-->!-->…
୩୧ରେ ଚାଷୀଙ୍କୁ ମିଳିବ ଟଙ୍କା
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ଆସନ୍ତା ୩୧ରେ ଚାଷୀଙ୍କୁ ମିଳିବ ପିଏମ୍ କିଶାନ ଟଙ୍କା। ପିଏମ୍ କିଶାନ୍ ସମ୍ମାନ ନିଧିର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟଙ୍କୁ ୨୧ ହଜାର କୋଟି ଟଙ୍କା ବଣ୍ଟନ ନେଇ ପିଏମ୍ଓ ସୂଚନା ଦେଇଛି। ମିଳିଥିବା ସୂଚନା!-->!-->!-->…
ଦିଲ୍ଲୀର ହସ୍ପିଟାଲରେ ଅଗ୍ନିକାଣ୍ଡ, ତୁରନ୍ତ କାବୁ ହେଲା ନିଆଁ
ଦିଲ୍ଲୀର ହସ୍ପିଟାଲରେ ଅଗ୍ନିକାଣ୍ଡ, ତୁରନ୍ତ କାବୁ ହେଲା ନିଆଁ