Browsing Category

Trends

All trending news will be updated in daily basis

ପୁଣି ଲଘୁଚାପ , ପୁଣି ବର୍ଷା: ସତର୍କ ରହିବା ଜରୁରୀ

ପୁଣି ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । https://twitter.com/mcbbsr/status/1560193970063298560?s=20&t=-tX220El3hzL65Wid8vXZg 4 ଦିନ ବର୍ଷା ବନ୍ଦ ହେବା ପରେ ପୁଣି ବର୍ଷା ହୋଇଥିବାରୁ ଲୋକେ

ଜିମ୍ବାଓ୍ଵେ ବିପକ୍ଷରେ ଭାରତ ଜିତିଲା

ଭାରତ ଏବଂ ଘରୋଇ ଜିମ୍ବାଓ୍ଵେ ମଧ୍ୟରେ ଚାଲିଥିବା ପ୍ରଥମେ ଓ୍ବାନଡେରେ ଭାରତ ବିଜୟୀ ହୋଇଛି । ଜିମ୍ବାଓ୍ବେ 40.3 ଓଭରରେ 189 ରନ କରି ଅଲଆଉଟ ହୋଇଥିବା ବେଳେ ଭାରତ କୈାଣସି ଉଇକେଟ ନହରାଇ ମ୍ୟାଚ ଜିତି ଯାଇଛି।

ଆଜି ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ସାରା ଭାରତ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ମଥୁରା ଠାରୁ ଆରମ୍ଭ କରି ସାରା ଭାରତରେ ଆଜି ଉତ୍ସବମୁଖର ହୋଇଉଠିଛି । ଅଧର୍ମର ନାଶ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ପୃଥିବୀ ପୃଷ୍ଣରେ ଜନ୍ମ ନେଇଥିଲେ । ଦ୍ୱାପରଯୁଗରେ ପ୍ରବଳ

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫

ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ଚର୍ଚା ଜୋରଦାର

ଜି-୨୩ ଗୋଷ୍ଠୀର ନେତୃତ୍ବ ନେଉଥିବା ଗୁଲାମ ନବୀ ଆଜାଦ ଏବେ ବି ଅସନ୍ତୁଷ୍ଟ ଥିବା ଜଣାପଡିଛି । ତାଙ୍କୁ ଦିଆଯାଇଥିବା ଦାୟିତ୍ବରୁ ସେ ଇସ୍ତଫା ଦେଇଛନ୍ତି । ଜାମ୍ମୁ କାଶ୍ମୀର କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ପଦବୀ ଯାହାକୁ ଦିଆଯାଉଛି ସେ ନେଇ ଆଲୋଚନା ହେଉନଥିବା ସେ ଅଭିଯୋଗ କରିଛନ୍ତି ।

ପୁଣି ଆସୁଛି ବର୍ଷା, ସତର୍କ ସୂଚନା ଜାରି

ରାଜ୍ୟରେ ପୁଣି ବର୍ଷା ଆସୁଛି ।  ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୁରୁବାର  ରାଜ୍ୟରେ ବର୍ଷା ସମ୍ଭାବନା ବଢିବ । ସେଥିପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି।  ଜିଲ୍ଲା ଗୁଡିକ ହେଲା  

ତେଜସ୍ବୀଙ୍କୁ ମିଳିଲାନି ଗୃହ ବିଭାଗ, ନୀତିଶ ଦେଲେ ସ୍ବାସ୍ଥ୍ୟ ବିଭାଗ

ବିହାରରେ ନୀତିଶ କୁମାର ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ମହାଗଠବନ୍ଧନରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ତେବେ ତେଜସ୍ବୀ ଯାଦବ ଚାହୁଁଥିଲେ ଗୃହ ବିଭାଗ ନେବା ପାଇଁ । କିନ୍ତୁ ନୀତିଶ ତାଙ୍କ ପାଖରେ ଗୃହ ବିଭାଗ ରଖିଛନ୍ତି । ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ ସ୍ବାସ୍ଥ୍ୟ

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବିଶ୍ବପାଇଁ ଆଦର୍ଶ ସୃଷ୍ଟି କରିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି  ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଦେଶ କୃତଜ୍ଞ: ମୋଦି

ଦେଶ ପାଳୁଛି ୭୬ତମ ସ୍ବାଧିନତା ଦିବସ । ଆଜାଦି କା ଅମୃତ ମହୋତ୍ସବରେ ଦେଶବାସୀ ସମସ୍ତେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ତ୍ରୀରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି “ସ୍ୱାଧୀନତାର ୭୫ବର୍ଷ ପୂରଣ ହେତୁ

୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର…

୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତି ଅଭିଭାଷଣ ଆରମ୍ଭ କରି କହିଛନ୍ତି- ମୋର ପ୍ରିୟ ଦେଶବାସୀ,  ନମସ୍କାର ! ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ