Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Browsing Category
Tourism
News related to moving from one place to another place or movement outside their usual environment
ପକ୍ଷୀ ଗଣନା ଚାଲିଛି
ରାଜ୍ୟରେ ପକ୍ଷୀଗଣନା ଚାଲିଛି। ଚଳିତବର୍ଷ ଗୋଟିଏ ଦିନରେ ରାଜ୍ୟର ସମସ୍ତ ସ୍ଥାନରେ ପକ୍ଷୀ ଗଣନା କରାଯିବାକୁ ଯୋଜନା ହୋଇଛି। ଗଣନାରେ ସାମିଲ୍ ହେବାକୁ ଥିବା ସମସ୍ତ ସଦସ୍ୟଙ୍କ ତାଲିମ ପ୍ରକ୍ରିୟା ଶେଷ ହୋଇଛି।
ଆଜି ଭୋର୍ରୁ ଗଣନା ଆରମ୍ଭ ହୋଇ ସଂଧ୍ୟା ସୁଦ୍ଧା ଶେଷ କରିବାକୁ…
ବରିଷ୍ଠ ନାଗରିକଙ୍କ ପାଇଁ ଶିରିଡ଼ି ଓ ନାସିକକୁ ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ୍
ଭୁବନେଶ୍ଵରରୁ ଶିରିଡ଼ି ଓ ନାସିକକୁ ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ୍। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରା ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ବରିଷ୍ଠ…
ଉଦୟଗିରି-ରତ୍ନଗିରିରେ ଆରମ୍ଭ ହୋଇଛି ବିଶ୍ୱ ବୌଦ୍ଧ ସମ୍ମିଳନୀ
ଉଦୟଗିରି-ରତ୍ନଗିରିରେ ଆରମ୍ଭ ହୋଇଛି ବିଶ୍ୱ ବୌଦ୍ଧ ସମ୍ମିଳନୀ । ୧୭ଟି ଦେଶର ପ୍ରାୟ ୧,୫୦୦ ଧର୍ମାବଲମ୍ବୀଙ୍କ ଯୋଗଦାନ କରିଛନ୍ତି । ଏହି ବିଶ୍ବ ସମ୍ମଳନୀର ଲକ୍ଷ୍ୟ ହେଉଛି ଦେଶରେ ଶାନ୍ତି ଏତିହ୍ୟ ବଜାୟ ରଖିବା , ସମସ୍ତଙ୍କୁ ଗୋଟିଏ ପ୍ରେମ ସ୍ନେହ ରେ ବାନ୍ଧି ରଖି ଆଗକୁ ନେବା , ଯାଜପୁର…
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନ ଧରି ବନ୍ଦ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା। ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯିବ। ପର୍ଯ୍ୟଟକମାନଙ୍କୁ ଏହି ସମୟରେ ଭିତରକନିକାକୁ ବାରଣ…
ପକ୍ଷୀଙ୍କ ଶରୀରରେ ଲାଗିଲା ଟ୍ରାନ୍ସମିଟର
ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି। ବାରମ୍ବାର ପ୍ରୟାସ କରାଯିବା ସତ୍ତ୍ବେ କିଛି ପକ୍ଷୀଙ୍କ ଆଗମନ ସ୍ଥଳ…
ବର୍ଷ ଶେଷରେ ଚିଲିକାରେ ପର୍ଯ୍ୟଟକଙ୍କ ଭିଡ଼
ଚିଲିକା ନଳବଣର ପକ୍ଷୀ ହେଉ କି ବିରଳ ଡଲଫିନ୍ । ପର୍ୟ୍ୟଟକଙ୍କୁ ନିଜ ଆଡକୁ ଟାଣିବାର ସବୁ ଆକର୍ଷଣୀୟ ଉପାଦାନକୁ ନିଜ ଭିତରେ ସାଇତି ରଖିଛି ଚିଲିକା । ଖାଲି ସୌନ୍ଦର୍ୟ୍ୟ ନୁହେଁ ଏଠି ମା’ କାଳିଜାଇଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ । ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ…
ମନାଲିରେ ପ୍ରବଳ ବର୍ଷା, ତୁଷାରପାତରେ ଫସିଲା ପର୍ଯ୍ୟଟକଙ୍କ ଗାଡ଼ି
ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ହେତୁ ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ଶତାଧିକ ଗାଡ଼ି ଫସିରହଛି। ଏହାରି ମଧ୍ୟରେ ୭ ଶହ ପର୍ଯ୍ୟଟକଙ୍କୁ ପୁଲିସ ଉଦ୍ଧାର କରି ସାରିଥିବା ସୂଚନା ରହିଛି। ପ୍ରବଳ…
ଆସିଛି ପିକନିକ୍ ସମୟ, ମନମହୁଛି ଖାଣ୍ଡିଆ ଜଳପ୍ରପାତ
ଆସିଛି ପିକନିକ୍ ସମୟ। ଜମୁଛି ବଣଭୋଜିର ମଜା। ପରିବାର ଓ ସାଙ୍ଗସାଥୀ ମେଳରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରୁ ୫୦କିମି ଓ ସଦର ମହକୁମା ବାରିପଦାଠାରୁ ୬୦କିମି ଦୂରରେ ଅବସ୍ଥିତ ଖଣ୍ଡିଆ ଜଳପ୍ରପାତ। ରାତି ପାହିଲେ ଝରଣା…
ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସମାଗମ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା
ଖୁବଶୀଘ୍ର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ବ ମେଳା । ରାଜ୍ୟ, ରାଜ୍ୟ ବାହାରୁ, ଦେଶ ଏବଂ ଦେଶ ବାହାରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ତେବେ ଶ୍ରଦ୍ଧାଳୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ମହାକୁମ୍ଭ ମେଳା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା…
ଦାରିଙ୍ଗବାଡ଼ିଠାରେ ଖୋଲିଲା ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍
କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍ ରବିବାର ଖୋଲିଛି। ଇକୋ ରିଟ୍ରିଟ୍ର ଅଧ୍ୟକ୍ଷ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟତମ…