Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Technology
All technology related news will be uploaded in this
୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ଆଇଫୋନ
ନିକଟରେ ଆମେରିକା ସରକାର ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବାକଥା ଯେ, ଏହି ପଦକ୍ଷେପ ଆମେରିକୀୟ କମ୍ପାନୀଗୁଡ଼ିକୁ ଆମେରିକାକୁ ଉତ୍ପାଦନ ଫେରାଇ ଆଣିବାକୁ ବାଧ୍ୟ କରିବ, ଯଦ୍ଵାରା ଲକ୍ଷ ଲକ୍ଷ ନିଯୁକ୍ତି…
ଏପ୍ରିଲ୍ ୧୫ ସୁଦ୍ଧା ରିଚାର୍ଜ କରାଇ ଜିଓର ୯୦ ଦିନିଆ ମାଗଣା ହଟ୍ଷ୍ଟାର୍ ଓ ଆଇପିଏଲ୍ ମଜା ଉଠାଇ ପାରିବେ ଗ୍ରାହକ
ଗ୍ରାହକଙ୍କ ପାଇଁ ସବୁବେଳେ ନୂଆ ନୂଆ ଅଫର୍ ଆଣି ସର୍ପ୍ରାଇଜ୍ ଦେଇ ଆସିଛି ଜିଓ । ଏବେ ଆଇପିଏଲ୍ ମହାକୁମ୍ଭ ଚାଲିଥିବା ବେଳେ ଗ୍ରାହକଙ୍କ ପାଇଁ ଜିଓ ପକ୍ଷରୁ ଘୋଷଣା ହୋଇଛି ଏକ ନୂଆ ଅଫର୍ । ଯାହାଦ୍ୱାରା ୟୁଜର୍ସ ପ୍ରତିଟି ଆଇପିଏଲ୍ ମ୍ୟାଚ୍ର ମଜା ନିଜ ଟିଭି କିମ୍ବା ମୋବାଇଲ୍ରେ ଉଠାଇ…
ଆଜି ଏସବିଆଇ ର ଡିଜିଟାଲ ସର୍ଭିସ ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନାହିଁ
ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଡିଜିଟାଲ ସର୍ଭିସ ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନାହିଁ। ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଆଜି ଦିନ ଗୋଟାଏରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଏହି ସମୟରେ ୟୁପିଆଇ ଲାଇଟ୍ କିମ୍ବା ଏଟିଏମ ବ୍ୟବହାର…
ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ର ପରୀକ୍ଷଣ ଆରମ୍ଭ
ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହରିୟାଣାର ୮୯ କିଲୋମିଟର ଦୀର୍ଘ ଜିନ୍ଦ-ସୋନିପତ ରୁଟରେ ଆଜି ଏହାର ପରୀକ୍ଷଣ ଆରମ୍ଭ କରିଛି। ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଏହି ଇକୋ ଫ୍ରେଣ୍ଡଲି ଟ୍ରେନ୍ ସ୍ଥାୟୀ ପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।…
ସୁନୀତା ୱିଲିୟମ୍ସଙ୍କ ପ୍ରଶଂସା
୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର । ସୁନୀତା ଓ ବୁଚଙ୍କ ସହ ଅନ୍ୟ ୨ କ୍ରୁ ସଦସ୍ୟ ଆଲେକଜାଣ୍ଡର ଗୋର୍ବୁନୋଭ ଓ ନାନା ମହାକାଶଚାରୀ ନିକ୍ ହେଗ ଫେରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନର ସଫଳ ଅବତରଣ ହୋଇଛି ।…
ଗୁଗୁଲ ମ୍ୟାପ ନେଲେ ଷ୍ଟେସନ ମାଷ୍ଟରଙ୍କ ଜୀବନ
ଗ୍ରେଟର ନୋଏଡ଼ାରେ ଗୁଗୁଲ ମ୍ୟାପ ଯୋଗୁଁ ପୁଣି ଥରେ ଏକ ବଡ଼ ଦୁର୍ଘଟଣା ଘଯିଛି । ଗୁଗୁଲ ମ୍ୟାପକୁ ବିଶ୍ବାସ କରି ଯାତ୍ରା କରୁଥିବା ସମୟରେ ଜଣେ ଷ୍ଟେସନ ମାଷ୍ଟରକଙ୍କ କାର 30 ଫୁଟ ଗଭୀର ଡ଼୍ରେନ ଭିତରକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟରଙ୍କ ଘଟଣାସ୍ଥଳରେ ମୃତ୍ୟୁ…
ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ
ସ୍ମାର୍ଟଫୋନ୍ଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ଉପାଦାନ ହେଉଛି ଚିପ୍। ଏଥିପାଇଁ ଭାରତ ଆମଦାନି ଉପରେ ନିର୍ଭରଶୀଳ ରହିଛି। ତେବେ ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ଆସିବ ବୋଲି…
ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ ସୁନୀତା
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। ମହାକାଶରୁ ସେମାନଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ କ୍ରିଉ-୧୦ ମିଶନ ମାର୍ଚ୍ଚ ୧୨ରେ…
ଏଣିକି ବିନା ଟାଓ୍ବାରରେ ବି ମିଳିବ ମୋବାଇଲ ସେବା
ସ୍ପେସ ଏକ୍ସର ସିଇଓ ମସ୍କ ନିକଟରେ ଏକ ନିଶ୍ଚିତତା ପ୍ରଦାନ କରିଛନ୍ତି । ସେ କହିଛନ୍ତି କି ଏଣିକି ବିନା ଟାଓ୍ବାରରେ ବି ମିଳିବ ମୋବାଇଲ ସେବା । ଏହାର ବିଟା ଟେଷ୍ଟିଂ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ।
ଏକ୍ସ ପ୍ଳାଟଫର୍ମରେ ହୋଇଥିବା ଏକ ପୋଷ୍ଟିଂ ଅନୁସାରେ ଆଜିଠାରୁ ଷ୍ଟାରଲିନଙ୍କର…
ଅଗ୍ନିକାଣ୍ଡରୁ ରକ୍ଷା କରିବ ଏୟାର ସ୍ଲାଇଡର
ବର୍ତ୍ତମାନ ସମୟରେ ଅଗ୍ନିକାଣ୍ଡ ଭଳି ଆକସ୍ମିକ ଦୁର୍ଘଟଣାରୁ ଧନ ଜୀବନ ରକ୍ଷା ପାଇବା ନିମନ୍ତେ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ,ମାନଗଡ଼ ଗ୍ରାମର ଷଷ୍ଠ ଶ୍ରେଣୀ ଛାତ୍ର ହିତେଶ କୁମାର ବିଶ୍ଵାଳ l ଭୟାବହ…