Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Technology
All technology related news will be uploaded in this
ଏଲ1 ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ସାଟେଲାଇଟ୍
ନୂଆଦିଲ୍ଲୀ: ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି…
ଫୋର୍ଡ ପୁଣି ଭାରତ ଫେରିବ
ପୁଣି ଭାରତ ଫେରିବ ଆମେରିକାର କାର୍ କଂପାନି ଫୋର୍ଡ। କଂପାନି ଏହାର ନୂଆ ଗାଡ଼ି ଏଣ୍ଡେଭର୍ର ଡିଜାଇନ୍ ପାଇଁ ପେଟେଣ୍ଟ ଆବେଦନ କରିଥିବାରୁ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି। କିଛି ଦିନ ଭିତରେ ଏଭଳି କିଛି ଘଟଣା ଘଟିଛି ଯାହା ଇଙ୍ଗିତ କରୁଛି ଯେ ଭାରତୀୟ ବଜାରକୁ ଫୋର୍ଡ…
ବଦଳାନ୍ତୁ ଫୋନ୍ ସେଟିଂ
ଆଜି ଆମେ ଆପଣଙ୍କୁ ଏପରି କିଛି ଖାସ୍ ଟିପ୍ସ ଓ ଟ୍ରିକ୍ସ ଦେଉଛୁ ଯାହା ଆପଣଙ୍କୁ ସାଇବର ଫ୍ରଡରୁ ରକ୍ଷା କରିବାରେ ସହାୟକ ହେବ ।ଏଥିପାଇଁ ଆପଣଙ୍କୁ କେବଳ ମୋବାଇଲ୍ ସେଟିଂରେ ପରିବର୍ତ୍ତନ କରିବାକୁ ହେବ । ଅଧିକାଂଶ ସାଇବର ଫ୍ରଡର ପ୍ରାରମ୍ଭ ଏକ ଫୋନ୍ କଲ୍ କିମ୍ବା ମେସେଜ୍ରୁ ହୋଇଥାଏ । ପ୍ରାୟ…
ଗୌତମ ଅଦାନୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି
ଆଦାନି-ହିଣ୍ଡେନ୍ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।ଶୁଣାଇଥିବା ରାୟରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ତଦନ୍ତକୁ ‘ସିକ୍ୟୁରିଟିଜ୍ ଆଣ୍ଡ୍…
ଗୋଟେ କ୍ଲିକରେ ପେମେଣ୍ଟ!
ବାରମ୍ବାର ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ, ଆପଣ ହୋମସ୍କ୍ରିନରେ ଏହି ଆପ୍ସର QR ସ୍କାନର ସର୍ଟକଟ୍ ରଖିବାକୁ ପଡିବ । ଏଥିପାଇଁ ଆପଣଙ୍କୁ କୌଣସି UPI ଆପ୍ ଦୀର୍ଘ ସମୟ ଦବାଇବାକୁ ପଡିବ । ଏହା ପରେ, ଆପଣ ଅନେକ ବିକଳ୍ପ ଦେଖିବା ଆରମ୍ଭ କରିବେ, ସେଥିମଧ୍ୟରୁ ଗୋଟିଏ ହେଉଛି ‘ଯେକୌଣସି QR…
ଆଇଟି ହବ୍ ହେବ ରାଉରକେଲା
ଆଇଟି ହବ୍ ହେବ ରାଉରକେଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯିବ ୨୫୦ କୋଟି ଟଙ୍କା । ରାଉରକେଲା ସହରର ପାନ୍ଥନିବାସ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ହେଵ ୧୧ ମହଲାର ଆଇଟି ଟାଓ୍ବାର । ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିବା ସହ ଇଡକୋ ଜରିଆରେ ନିର୍ମାଣ କାର୍ଯ୍ୟ…
ଇନଷ୍ଟାଗ୍ରାମରେ ଦ୍ରୁତଗତିରେ ବୃଦ୍ଧି ପାଇବ
ଇନଷ୍ଟାଗ୍ରାମ ବିଶ୍ୱ ବ୍ୟାପୀ ଲୋକପ୍ରିୟ ଏବଂ ଏହି ଆପରେ ୨ ବିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି। ଏହି ବର୍ଷ କମ୍ପାନୀ ଆପରେ ଅନେକ ନୂତନ ଫିଚର ଯୋଡିଛି ଯାହା ଦ୍ୱାରା ଲୋକଙ୍କ ଉପଭୋକ୍ତା ଅଭିଜ୍ଞତା ଭଲ ହୋଇପାରିବ। ଏହି ସମୟରେ, କମ୍ପାନୀ ଆପରେ ଆଉ ଏକ ନୂତନ ଫିଚର ଯୋଡିବାକୁ ଯାଉଛି। ଏହି…
ଇତିହାସ ରଚିବ ଇସ୍ରୋ
ଜାନୁଆରୀ ୬ରେ ଇତିହାସ ରଚିବ ଇସ୍ରୋ । ଅପରାହ୍ଣ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରେରିତ ହୋଇଥିବା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ର ସଫଳତାକୁ ଅପେକ୍ଷା କରିଛି ସାରା ବିଶ୍ବ…
ବିଶ୍ୱର ବଡ଼ ଇନୋଭେସନ କେନ୍ଦ୍ର
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେ ସହ ମିଶି ଦେଶର ସର୍ବବୃହତ ଟେଲିକମ୍ କମ୍ପାନି ଜିଓ “ଭାରତ ଜିପିଟି” ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି । ଏଥି ସହିତ କମ୍ପାନି ମଧ୍ୟ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍ ଆରମ୍ଭ କରିବା ଦିଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି…
ସାବଧାନ!ChatGPT ବ୍ୟବହାର କରୁଥିଲେ
ଆପଣ ChatGPT ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆପଣ ଯେଉଁ ଇ-ମେଲ୍ IDରେ ଚାଟ୍ ଜିପିଟି ବ୍ୟବହାର କରୁଛନ୍ତି ତାହା ବର୍ତ୍ତମାନ ହ୍ୟାକର୍ସମାନଙ୍କ ଟାର୍ଗେଟରେ ରହିଛି । ଇଣ୍ଡିଆନା ୟୁନିଭର୍ସିଟି ବ୍ଲୁମିଙ୍ଗଟନ୍ର ଏକ ଅନୁସନ୍ଧାନକାରୀ ଟିମ୍ ChatGPTର ସବୁଠାରୁ…