Trending
- ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
Browsing Category
Technology
All technology related news will be uploaded in this
ଏସି ପରି ଥଣ୍ଡା ଦେବ ନର୍ମାଲ ଫ୍ୟାନ
ବର୍ତ୍ତମାନ ଗରମ ଦିନ ଆରମ୍ଭ ହେଲାଣି । ସକାଳୁ ହେବା ମାତ୍ରେ ଗରମ ଅନୁଭୁତ ହେଉଛି । ଫ୍ୟାନ କି ଏସି ତଳୁ ଯିବାକୁ ଇଚ୍ଛା ହେଉନାହିଁ । କିନ୍ତୁ ଏସି ସବୁ ସ୍ଥାନରେ ଉପଲବ୍ଧ ନଥାଏ । କିନ୍ତୁ ଫ୍ୟାନ ସବୁଆଡେ ଦେଖିବାକୁ ମିଳିବ । ଫ୍ୟାନ ଏସି ଭଳି ଥଣ୍ଡା ଦେଇପାରିବନି ସତ କିନ୍ତୁ ଏପରି କିଛି…
ଦୁନିଆର ପ୍ରଥମ AI ସଫ୍ଟୱେୟାର ଇଞ୍ଜିନିୟର ଲଞ୍ଚ
ଦୁନିଆର ପ୍ରଥମ ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଲଞ୍ଚ କରାଯାଇଛି । ଏହି ଏଆଇ ଟୁଲ୍ ଏତେ ସ୍ମାର୍ଟ ଯେ ଏହା କୋଡ୍ ଲେଖିପାରିବ । ଏହା ୱେବସାଇଟ୍ ଏବଂ ସଫ୍ଟୱେର୍ ସୃଷ୍ଟି କରିପାରିବ । ଟେକ୍ କମ୍ପାନୀ କଗ୍ନିସନ୍ ଦ୍ୱାରା ଏହା ସୃଷ୍ଟି କରାଯାଇଛି ।ଏହାର ନାମ ଡେଭିନ୍ ରଖାଯାଇଛି । ଆପଣ ଯାହା କହିବେ,…
ଏଣିକି ସପିଂ ସହ ଟ୍ରାନ୍ସଫର କରିପାରିବେ ଟଙ୍କା
ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଯଥା UPI ସେବା ଆରମ୍ଭ କରିଛି । ଏହା ମାଧ୍ୟମରେ ଉପଭୋକ୍ତାମାନେ QR କୋଡ୍ ସାହାଯ୍ୟରେ ଦେୟ ପ୍ରଦାନ କରିପାରିବେ, ବିଦ୍ୟୁତ୍ ବିଲ୍ ଦେବେ ଏବଂ ମୋବାଇଲ୍ ରିଚାର୍ଜ ପରି ଡିଜିଟାଲ୍ ସେବା ବ୍ୟବହାର କରିପାରିବେ । ଏହା…
୧୦ ବର୍ଷରେ ୨୧ ଗୁଣା ବଢିଲା ମୋବାଇଲ ପ୍ରଡକ୍ସନର ମୂଲ୍ଯ
ସାରା ଦୁନିଆରେ ଇଣ୍ଟରନେଟ ଏବଂ ଅନଲାଇନ କାରବାର କରିବାର ପ୍ରଚଳନ ଖୁବ ଜୋରରେ ପ୍ରସାରିତ ହୋଇଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଭାରତ ପରି ଦେଶରେ ସ୍ମାର୍ଟଫୋନର ଚାହିଦା ବହୁମାତ୍ରାରେ ବଢିଛି । ତେବେ ଏହି କାରଣରୁ ଭାରତରେ ୧୦ ବର୍ଷ ମଧ୍ୟରେ ମୋବାଇଲ ଫୋନ…
FASTag ରିଚାର୍ଜ୍ କରିବା ହେଲା ସହଜ
ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ପ୍ରଣାଳୀ ହେଉଛି FASTag । ଏହି ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ଭାରତରେ ଆଦୃତ ହୋଇପାରିଛି । ପୂର୍ବରୁ ଟୋଲ୍ ପାଇଁ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଥିଲା । ଏବେ ଆଉ ସେହି ସ୍ଥିତି ନାହିଁ ଏଣୁ ଟ୍ରାଫିକ ଜାମ ସ୍ଥିତିରୁ ବି ମୁକ୍ତି ମିଳିଛି…
ମେଟା, ଏକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ
ବିଭିନ୍ନ ସମୟରେ ପ୍ରତିଷ୍ଠିତ ବ୍ୟକ୍ତି ଓ ସେଲିବ୍ରିଟିମାନଙ୍କୁ ଏହି ପ୍ରଯୁକ୍ତି ଜରିଆରେ ନକଲି କରାଯାଉଛି। ଜଣଙ୍କର ଶରୀରରେ ଅନ୍ୟ ଜଣଙ୍କର ମୁହଁକୁ ଲଗାଇ ଦେଇ ସେମାନଙ୍କ ଫେଟୋ ଏବଂ ଭିଡିଓ ଅପଲୋଡ୍ କରି କେବଳ ଲୋକଙ୍କୁ ଭ୍ରମିତ କରାଯାଉନାହିଁ ସେଲିବ୍ରିଟିମାନଙ୍କୁ ମଧ୍ୟ ଅପ୍ରୀତିକର…
ବିଦ୍ୟୁତ୍ ବିନା ଚାଲିବ ଏସି
ଆରମ୍ଭ ହେଲାଣି ଗ୍ରୀଷ୍ମ ଋତୁ। ଏହା ପୂର୍ବରୁ ତାତିରେ କଲବଲ ହେଉଛନ୍ତି ଲୋକେ । ଏଣୁ ଘରେ ଏସି ପବନରେ ରହିବାକୁ ଚିନ୍ତା କଲେଣି । କିନ୍ତୁ ଏକ ଏସି ଚଳାଇବା ଦ୍ୱାରା ବିଦ୍ୟୁତ୍ ବି ଅଧିକ ଖର୍ଚ୍ଚ ହୁଏ । ଏସି ର ବିଦ୍ୟୁତ୍ ବିଲରୁ ରକ୍ଷା ପାଇବା ପାଇଁ ଏକ ଉପାୟ ବି ଅଛି । ଏହା ହେଉଛି ସୋଲାର ଏସି…
ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ ହେଲା ରେଜିଷ୍ଟ୍ରେସନ
କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇବେ। ଏହି ଯୋଜନାରେ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଯିବ। ଏହି ଯୋଜନାରେ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବେ। ଏହି ଯୋଜନାର ହିତାଧିକାରୀଙ୍କୁ ସରକାର ସବସିଡି…
ଖୋଲିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ
ଦୀର୍ଘ ଏକ ଘଣ୍ଟାର ପରେ ଆଶିଲା ଆଶ୍ବସ୍ତିକର ଖବର । ଖୋଲିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ୍ । ଯାହାଫଳରେ ୟୁଜର୍ସଙ୍କୁ ମିଳିଛି ଆଶ୍ବସ୍ତି । ତେବେ ଏହାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନାହିଁ ।ଏକ ଘଣ୍ଟା ପୂର୍ବରୁ ସୋସିଆଲ ମଡ଼ିଆ ୟୁଜର୍ସଙ୍କ ପାଇଁ ଏକ ଚିନ୍ତାଜନକ ଖବର ଆସିଥିଲା । ହଠାତ୍ କାମ…
ଇତିହାସ ରଚିଛି ଭାରତ
ଆଜି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ…