Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Technology
All technology related news will be uploaded in this
ଗୋଟେ କ୍ଲିକରେ ପେମେଣ୍ଟ!
ବାରମ୍ବାର ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ, ଆପଣ ହୋମସ୍କ୍ରିନରେ ଏହି ଆପ୍ସର QR ସ୍କାନର ସର୍ଟକଟ୍ ରଖିବାକୁ ପଡିବ । ଏଥିପାଇଁ ଆପଣଙ୍କୁ କୌଣସି UPI ଆପ୍ ଦୀର୍ଘ ସମୟ ଦବାଇବାକୁ ପଡିବ । ଏହା ପରେ, ଆପଣ ଅନେକ ବିକଳ୍ପ ଦେଖିବା ଆରମ୍ଭ କରିବେ, ସେଥିମଧ୍ୟରୁ ଗୋଟିଏ ହେଉଛି ‘ଯେକୌଣସି QR…
ଆଇଟି ହବ୍ ହେବ ରାଉରକେଲା
ଆଇଟି ହବ୍ ହେବ ରାଉରକେଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯିବ ୨୫୦ କୋଟି ଟଙ୍କା । ରାଉରକେଲା ସହରର ପାନ୍ଥନିବାସ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ହେଵ ୧୧ ମହଲାର ଆଇଟି ଟାଓ୍ବାର । ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିବା ସହ ଇଡକୋ ଜରିଆରେ ନିର୍ମାଣ କାର୍ଯ୍ୟ…
ଇନଷ୍ଟାଗ୍ରାମରେ ଦ୍ରୁତଗତିରେ ବୃଦ୍ଧି ପାଇବ
ଇନଷ୍ଟାଗ୍ରାମ ବିଶ୍ୱ ବ୍ୟାପୀ ଲୋକପ୍ରିୟ ଏବଂ ଏହି ଆପରେ ୨ ବିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି। ଏହି ବର୍ଷ କମ୍ପାନୀ ଆପରେ ଅନେକ ନୂତନ ଫିଚର ଯୋଡିଛି ଯାହା ଦ୍ୱାରା ଲୋକଙ୍କ ଉପଭୋକ୍ତା ଅଭିଜ୍ଞତା ଭଲ ହୋଇପାରିବ। ଏହି ସମୟରେ, କମ୍ପାନୀ ଆପରେ ଆଉ ଏକ ନୂତନ ଫିଚର ଯୋଡିବାକୁ ଯାଉଛି। ଏହି…
ଇତିହାସ ରଚିବ ଇସ୍ରୋ
ଜାନୁଆରୀ ୬ରେ ଇତିହାସ ରଚିବ ଇସ୍ରୋ । ଅପରାହ୍ଣ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରେରିତ ହୋଇଥିବା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ର ସଫଳତାକୁ ଅପେକ୍ଷା କରିଛି ସାରା ବିଶ୍ବ…
ବିଶ୍ୱର ବଡ଼ ଇନୋଭେସନ କେନ୍ଦ୍ର
ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେ ସହ ମିଶି ଦେଶର ସର୍ବବୃହତ ଟେଲିକମ୍ କମ୍ପାନି ଜିଓ “ଭାରତ ଜିପିଟି” ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି । ଏଥି ସହିତ କମ୍ପାନି ମଧ୍ୟ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍ ଆରମ୍ଭ କରିବା ଦିଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି…
ସାବଧାନ!ChatGPT ବ୍ୟବହାର କରୁଥିଲେ
ଆପଣ ChatGPT ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆପଣ ଯେଉଁ ଇ-ମେଲ୍ IDରେ ଚାଟ୍ ଜିପିଟି ବ୍ୟବହାର କରୁଛନ୍ତି ତାହା ବର୍ତ୍ତମାନ ହ୍ୟାକର୍ସମାନଙ୍କ ଟାର୍ଗେଟରେ ରହିଛି । ଇଣ୍ଡିଆନା ୟୁନିଭର୍ସିଟି ବ୍ଲୁମିଙ୍ଗଟନ୍ର ଏକ ଅନୁସନ୍ଧାନକାରୀ ଟିମ୍ ChatGPTର ସବୁଠାରୁ…
ମୋବାଇଲଟି ହଜିଯାଏ ତେବେ ଆପଣ କ’ଣ କରିବେ?
ମୋବାଇଲ ସମସ୍ତଙ୍କ ଜୀବନର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । କଥାବାର୍ତ୍ତା ଠାରୁ ଆରମ୍ଭ କରି ଫିଲ୍ମ ଦେଖିବା, ଆର୍ଥିକ ଟ୍ରାଞ୍ଜାକସନ କରିବା ଏବଂ ଆହୁରି ଅନେକ ଜିନିଷ ମୋବାଇଲର ବ୍ୟବହାର ଦ୍ୱାରା କରାଯାଇଥାଏ । ଏପରି ସ୍ଥଳେ ଯଦି ଆପଣଙ୍କର ମୋବାଇଲଟି ହଠାତ୍ ହଜିଯାଏ, ତେବେ ଆପଣ କ’ଣ…
YouTube କ୍ରିଏଟର୍ସମାନଙ୍କ ପାଇଁ କମ୍ପାନୀ ଲଞ୍ଚ କଲା ନୂଆ ଫିଚର
ଗୁଗଲର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ YouTube ରେ କମ୍ପାନୀ ଏକ ନୂଆ ଫିଚର୍ସ ଯୋଡିଛି । ଏହି ଫିଚର ଦ୍ୱାରା କ୍ରିଏଟର୍ସମାନେ ଅତି ସହଜରେ ସେମାନଙ୍କର ପୋଡକାଷ୍ଟକୁ ସହଜରେ ଅପଲୋଡ୍ କରି ପାରିବେ । YouTube ଷ୍ଟୁଡିଓ ଭିତରେ ପୋଡକାଷ୍ଟ ଭିଡିଓ ସେୟାର କରିବାକୁ କମ୍ପାନୀ ଏକ ନୂଆ ଅପ୍ସନ ଦେଉଛି,…
ମୃତ୍ୟୁ ତାରିଖ ଜଣାଇବ AI
ସମସ୍ତେ ଜାଣିଛନ୍ତି ମୃତ୍ୟୁ ଚିରନ୍ତନ ସତ୍ୟ । କିନ୍ତୁ ମୃତ୍ୟୁ କେତେବେଳେ ଯେ ଆସିବ ତାହା କାହାକୁ ବି ଜଣା ନଥାଏ । ଯଦି ଆପଣଙ୍କୁ ଆପଣଙ୍କ ମୃତ୍ୟୁର ସମୟ ବିଷୟରେ ପୂର୍ବରୁ ହିଁ କୁହାଯିବ ତେବେ ଆପଣ କଣ କରିବେ । ମୃତ୍ୟୁ ସମୟ ବିଷୟରେ ଜାଣିଲେ ଆପଣ ହୁଏତ ଚିନ୍ତାରେ ପଡ଼ିଯିବେ । କାରଣ ପ୍ରତ୍ୟେକ…
୨୦୦୦ ଟଙ୍କାରେ ସାମସଙ୍ଗର ଫୋନ୍
ସାମସଙ୍ଗ ଗାଲାକ୍ସି A14 5G ବର୍ତ୍ତମାନ ୧୪,୪୯୯ ଟଙ୍କାରେ ଉପଲବ୍ଧ । ଜାନୁୟାରୀ ୨୦୨୩ ରେ ଏହି ଫୋନ ୧୬,୪୯୯ ଟଙ୍କାରେ ଲଞ୍ଚ ହୋଇଥିଲା, କିନ୍ତୁ ବର୍ତ୍ତମାନ ଗ୍ରାହକମାନେ ଏଥିରେ ୨୦୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ । ଏହାର ସବୁଠୁ କମ ମୂଲ୍ୟ ୧୩,୪୯୯ ଟଙ୍କା ରହିଛି । କିଛି ସାଇଟରେ ଏହି…