Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Technology
All technology related news will be uploaded in this
ଖୋଲିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ
ଦୀର୍ଘ ଏକ ଘଣ୍ଟାର ପରେ ଆଶିଲା ଆଶ୍ବସ୍ତିକର ଖବର । ଖୋଲିଲା ଫେସବୁକ୍ ଓ ଇନଷ୍ଟାଗ୍ରାମ୍ । ଯାହାଫଳରେ ୟୁଜର୍ସଙ୍କୁ ମିଳିଛି ଆଶ୍ବସ୍ତି । ତେବେ ଏହାର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନାହିଁ ।ଏକ ଘଣ୍ଟା ପୂର୍ବରୁ ସୋସିଆଲ ମଡ଼ିଆ ୟୁଜର୍ସଙ୍କ ପାଇଁ ଏକ ଚିନ୍ତାଜନକ ଖବର ଆସିଥିଲା । ହଠାତ୍ କାମ…
ଇତିହାସ ରଚିଛି ଭାରତ
ଆଜି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ…
ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ
ଦେଶର ପ୍ରଥମ ଭୂତଳ ଜଳ ମେଟ୍ରୋ ଟ୍ରେନ୍କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାରେ ଉଦଘାଟନ କରିବେ। କୋଲକାତାର ହୁଗୁଳି ନଦୀ ତଳେ ଏହି ଭୂତଳ ଜଳ ମେଟ୍ରୋ ଟନେଲର ନିର୍ମାଣ କରାଯାଇଛି। ଏହି ମେଟ୍ରୋ ଟ୍ରେନ୍ ସହରର ହାଓଡା ମୈଦାନଠାରୁ ଏସ୍ପ୍ଲାନେଡ୍ ସେକ୍ସନ ପର୍ଯ୍ୟନ୍ତ ଯାତାୟାତ…
କିଣନ୍ତୁ ମିନି କୁଲର
ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ। କିଛି ଦିନ ମଧ୍ୟରେ ଆମକୁ ପ୍ରବଳ ଉତ୍ତାପର ସାମ୍ନା କରିବାକୁ ପଡ଼ିବ। ଏବେଠୁ ମଧ୍ୟ ଅଧିକ ଗରମ ଲାଗିଲାଣି। ଏଭଳି ପରିସ୍ଥିତିରେ ଫ୍ୟାନ୍, କୁଲର୍ ଏବଂ ଏସି ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଯାଏ।ଦିନସାରା କୁଲର୍ କିମ୍ବା ଏସି ଚଳାଇବା ଦ୍ୱାରା ହାଇ…
ନାସକମ୍ ଦେଲା ଚେତାବନୀ
ବ୍ୟବସାୟ ଜଗତରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ବହୁ ସଂଖ୍ୟକ ଲୋକେ ଚାକିରି ହରାଇବା ଆଶଙ୍କା ପ୍ରକାଶ କରୁଛନ୍ତି। କିନ୍ତୁ, ସବୁଠାରୁ ବଡ ବିପଦ ବିଜନେସ୍ ପ୍ରୋସେସ୍ ଆଉଟସୋର୍ସିଂ (ବିପିଓ) କ୍ଷେତ୍ର ପାଇଁ…
ଏହି ସବୁ ଆପ୍କୁ ପ୍ଲେ ଷ୍ଟୋରରୁ ହଟାଇଲା ଗୁଗଲ
ଭାରତର ୧୦ଟି କମ୍ପାନିର ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି। ଯେଉଁଥିରେ ଭରତ ମାଟ୍ରିମୋନି ଭଳି କେତେକ ଲୋକପ୍ରିୟ ମାଟ୍ରିମୋନି ଆପ ରହିଛି। ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗଲ ଏହି ନିଷ୍ପତ୍ତି ନେଇଛି।ଦେଶର ଆଣ୍ଟିଟ୍ରଷ୍ଟ କର୍ତ୍ତୃପକ୍ଷ ୧୫ରୁ ୩୦ ପ୍ରତିଶତ ଚାର୍ଜ କରିବାର ପୂର୍ବ…
ଜେପିଏଲକୁ ଏସିଆନ୍ ଟେଲିକମ୍ ଆଓ୍ବାର୍ଡ
ଜିଓ ପ୍ଲାଟ୍ଫର୍ମସ ଲିମିଟେଡ୍ (ଜେପିଏଲ)କୁ ଏସିଆନ୍ ଟେଲିକମ୍ ଆଓ୍ବାର୍ଡ-୨୦୨୪ରେ ସମ୍ମାନିତ କରାଯାଇଛି। ଏପରିକି ଜେପିଏଲ ଟେଲିକମ୍ କମ୍ପାନୀ ଅଫ୍ ଦି ଇୟରର ମାନ୍ୟତା ଲାଭ ବା ଆଖ୍ୟା ହାସଲ କରିଛି। ସେହିଭଳି ଜେପିଏଲର ଅଭିନବ ନବସୃଜନ ଯାତ୍ରାରେ ଏହା ଏକ ନୂତନ ମାଇଲଖୁଣ୍ଟ ଭାବେ…
ସବୁଠି ପହଞ୍ଚିବ ପାଣିପାଗ ସୂଚନା, ଲାଗିବ ରାଡାର
ଓଡ଼ିଶାରେ ପାଣିପାଗ ପୂର୍ବାନୁମାନକୁ ଆହୁରି ଅଧିକ ସୁଦୃଢ଼ କରାଯିବ। ପ୍ରତି ମୁହୂର୍ତ୍ତରେ କିଭଳି ଠିକ୍ ତଥ୍ୟ ସବୁ ଘରେ ପହଞ୍ଚିପାରିବ ସେଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଗୁଆ ପୂର୍ବାନୁମାନ ସହ ତାହାର ପ୍ରଭାବ କ’ଣ ହୋଇପାରେ ସେଦିଗରେ କାର୍ଯ୍ୟ ଚାଲିଛି। ବାତ୍ୟା, ଅତିପ୍ରବଳ ବର୍ଷା,…
ଗାଲାକ୍ସି ରିଙ୍ଗ ଲଞ୍ଚ କଲା ସାମସଙ୍ଗ
୨୦୨୪ ରେ ପ୍ରଥମ ଥର ପାଇଁ ଗାଲାକ୍ସି ରିଙ୍ଗ ସ୍ମାର୍ଟ ଡିଭାଇସକୁ ଲଞ୍ଚ କରିଛି । ସାମସଙ୍ଗ ଅନୁଯାୟୀ, ରିଙ୍ଗ-ଟାଇପ ହେଲଥକେୟାର ଡିଭାଇସକୁ ଚଳିତ ବର୍ଷରେ ଏମଡବ୍ଲୁସିର ପ୍ରଥମ ଦିନ ଦକ୍ଷିଣ କୋରିଆ କମ୍ପାନୀର ବୁଥ ଉପରେ ତିନି ରଙ୍ଗ ଏବଂ ନଅ ଆକାରରେ ପ୍ରଦର୍ଶିତ କରାଯାଇଥିଲା, ଯାହା ସ୍ପେନର…
ଫୋନରେ ସୁନା କେଉଁଠାରେ ଅଛି?
ଆପଣଙ୍କ ଫୋନରେ ବି ଅଛି ସୁନା, ଜାଣିନଥିବେ କେମିତି ବାହାର କରିବେ । ଆଜି ଆମେ ଆପଣଙ୍କୁ ସେ ବାବଦରେ କହିବୁ…ସୁନା କେତେ ସ୍ୱତନ୍ତ୍ର ତାହା କାହାକୁ କହିବାର ଆବଶ୍ୟକତା ନାହିଁ। ସୁନାର ମୂଲ୍ୟ ବୃଦ୍ଧି ପାଉଥିବାରୁ ଏହାକୁ ବିଳାସପୂର୍ଣ୍ଣ ଜିନିଷ ଭାବେ ବିବେଚନା କରାଯାଏ। ଗୋଟିଏ ଗ୍ରାମ ସୁନା…