Browsing Category

Technology

All technology related news will be uploaded in this

ଆମେରିକା ପାଇଁ ସ୍ପେସ୍ ଷ୍ଟାରଶିଲ୍ଡର ନେଟୱାର୍କ ନିର୍ମାଣ କଲେ ଏଲନ

ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଆମେରିକାର ଗୁପ୍ତଚର ଏଜେନ୍ସି ପାଇଁ ଶହ ଶହ ଗୁପ୍ତଚର ସାଟେଲାଇଟର ଏକ ନେଟୱାର୍କ ନିର୍ମାଣ କରୁଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଆମେରିକାର ଗୁପ୍ତଚର ଏଜେନ୍ସି ସହିତ ଏକ ବଣ୍ଡ କରିଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ National…

ନୂଆ ଇଲେକ୍ଟ୍ରିକ ଭେଇକିଲ ନୀତିକୁ ଅନୁମୋଦନ କଲେ ସରକାର

ଜ୍ଞାନକୌଶଳ ବ୍ୟବହାର କରି ଇଲେକ୍ଟ୍ରିକ ଭେଇକିଲ (ଇଭି) ଯେପରି ଦେଶରେ ଉତ୍ପାଦନ ହୋଇ ପାରିବ, ସେଥିପାଇଁ ଭାରତକୁ କେନ୍ଦ୍ର ସରକାର ଏକ ଉତ୍ପାଦନ ସ୍ଥଳରେ ପରିଣତ କରିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରିଛନ୍ତି । ବିଶ୍ୱର ପ୍ରତିଷ୍ଠିତ ଇଭି ଉତ୍ପାଦନକାରୀମାନଙ୍କ ଦ୍ୱାରା ଇଲେକ୍ଟ୍ରିକ ଭେଇକିଲ…

ଏସି ପରି ଥଣ୍ଡା ଦେବ ନର୍ମାଲ ଫ୍ୟାନ

ବର୍ତ୍ତମାନ ଗରମ ଦିନ ଆରମ୍ଭ ହେଲାଣି । ସକାଳୁ ହେବା ମାତ୍ରେ ଗରମ ଅନୁଭୁତ ହେଉଛି । ଫ୍ୟାନ କି ଏସି ତଳୁ ଯିବାକୁ ଇଚ୍ଛା ହେଉନାହିଁ । କିନ୍ତୁ ଏସି ସବୁ ସ୍ଥାନରେ ଉପଲବ୍ଧ ନଥାଏ । କିନ୍ତୁ ଫ୍ୟାନ ସବୁଆଡେ ଦେଖିବାକୁ ମିଳିବ । ଫ୍ୟାନ ଏସି ଭଳି ଥଣ୍ଡା ଦେଇପାରିବନି ସତ କିନ୍ତୁ ଏପରି କିଛି…

ଦୁନିଆର ପ୍ରଥମ AI ସଫ୍ଟୱେୟାର ଇଞ୍ଜିନିୟର ଲଞ୍ଚ

ଦୁନିଆର ପ୍ରଥମ ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଲଞ୍ଚ କରାଯାଇଛି । ଏହି ଏଆଇ ଟୁଲ୍ ଏତେ ସ୍ମାର୍ଟ ଯେ ଏହା କୋଡ୍ ଲେଖିପାରିବ । ଏହା ୱେବସାଇଟ୍ ଏବଂ ସଫ୍ଟୱେର୍ ସୃଷ୍ଟି କରିପାରିବ । ଟେକ୍ କମ୍ପାନୀ କଗ୍ନିସନ୍ ଦ୍ୱାରା ଏହା ସୃଷ୍ଟି କରାଯାଇଛି ।ଏହାର ନାମ ଡେଭିନ୍ ରଖାଯାଇଛି । ଆପଣ ଯାହା କହିବେ,…

ଏଣିକି ସପିଂ ସହ ଟ୍ରାନ୍ସଫର କରିପାରିବେ ଟଙ୍କା

ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଯଥା UPI ସେବା ଆରମ୍ଭ କରିଛି । ଏହା ମାଧ୍ୟମରେ ଉପଭୋକ୍ତାମାନେ QR କୋଡ୍ ସାହାଯ୍ୟରେ ଦେୟ ପ୍ରଦାନ କରିପାରିବେ, ବିଦ୍ୟୁତ୍ ବିଲ୍ ଦେବେ ଏବଂ ମୋବାଇଲ୍ ରିଚାର୍ଜ ପରି ଡିଜିଟାଲ୍ ସେବା ବ୍ୟବହାର କରିପାରିବେ । ଏହା…

୧୦ ବର୍ଷରେ ୨୧ ଗୁଣା ବଢିଲା ମୋବାଇଲ ପ୍ରଡକ୍ସନର ମୂଲ୍ଯ

ସାରା ଦୁନିଆରେ ଇଣ୍ଟରନେଟ ଏବଂ ଅନଲାଇନ କାରବାର କରିବାର ପ୍ରଚଳନ ଖୁବ ଜୋରରେ ପ୍ରସାରିତ ହୋଇଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଭାରତ ପରି ଦେଶରେ ସ୍ମାର୍ଟଫୋନର ଚାହିଦା ବହୁମାତ୍ରାରେ ବଢିଛି । ତେବେ ଏହି କାରଣରୁ ଭାରତରେ ୧୦ ବର୍ଷ ମଧ୍ୟରେ ମୋବାଇଲ ଫୋନ…

FASTag ରିଚାର୍ଜ୍‌ କରିବା ହେଲା ସହଜ

ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ପ୍ରଣାଳୀ ହେଉଛି FASTag । ଏହି ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ଭାରତରେ ଆଦୃତ ହୋଇପାରିଛି । ପୂର୍ବରୁ ଟୋଲ୍‌ ପାଇଁ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ୁଥିଲା । ଏବେ ଆଉ ସେହି ସ୍ଥିତି ନାହିଁ ଏଣୁ ଟ୍ରାଫିକ ଜାମ ସ୍ଥିତିରୁ ବି ମୁକ୍ତି ମିଳିଛି…

ମେଟା, ଏକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ

ବିଭିନ୍ନ ସମୟରେ ପ୍ରତିଷ୍ଠିତ ବ୍ୟକ୍ତି ଓ ସେଲିବ୍ରିଟିମାନଙ୍କୁ ଏହି ପ୍ରଯୁକ୍ତି ଜରିଆରେ ନକଲି କରାଯାଉଛି। ଜଣଙ୍କର ଶରୀରରେ ଅନ୍ୟ ଜଣଙ୍କର ମୁହଁକୁ ଲଗାଇ ଦେଇ ସେମାନଙ୍କ ଫେଟୋ ଏବଂ ଭିଡିଓ ଅପଲୋଡ୍‌ କରି ‌କେବଳ ଲୋକଙ୍କୁ ଭ୍ରମିତ କରାଯାଉନାହିଁ ସେଲିବ୍ରିଟିମାନଙ୍କୁ ମଧ୍ୟ ଅପ୍ରୀତିକର…

ବିଦ୍ୟୁତ୍‌ ବିନା ଚାଲିବ ଏସି

ଆରମ୍ଭ ହେଲାଣି ଗ୍ରୀଷ୍ମ ଋତୁ। ଏହା ପୂର୍ବରୁ ତାତିରେ କଲବଲ ହେଉଛନ୍ତି ଲୋକେ । ଏଣୁ ଘରେ ଏସି ପବନରେ ରହିବାକୁ ଚିନ୍ତା କଲେଣି । କିନ୍ତୁ ଏକ ଏସି ଚଳାଇବା ଦ୍ୱାରା ବିଦ୍ୟୁତ୍ ବି ଅଧିକ ଖର୍ଚ୍ଚ ହୁଏ । ଏସି ର ବିଦ୍ୟୁତ୍‌ ବିଲରୁ ରକ୍ଷା ପାଇବା ପାଇଁ ଏକ ଉପାୟ ବି ଅଛି । ଏହା ହେଉଛି ସୋଲାର ଏସି…

ପିଏମ ସୂର୍ଯ୍ୟଘର ଯୋଜନା ଆରମ୍ଭ ହେଲା ରେଜିଷ୍ଟ୍ରେସନ

କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇବେ। ଏହି ଯୋଜନାରେ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଯିବ। ଏହି ଯୋଜନାରେ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବେ। ଏହି ଯୋଜନାର ହିତାଧିକାରୀଙ୍କୁ ସରକାର ସବସିଡି…