Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Technology
All technology related news will be uploaded in this
ଖୁବ୍ ଶୀଘ୍ର ଆସୁଛି ହ୍ୱାଟସଆପ୍ର ନୂଆ ଫିଚର
ସାରା ବିଶ୍ୱରେ କୋଟି କୋଟି ଲୋକ ହ୍ୱାଟସଆପ୍ର ବ୍ୟବହାର କରୁଛନ୍ତି । ନିଜ ବନ୍ଧୁ ଓ ସଂପର୍କୀୟଙ୍କ ସହ ଚାଟିଂ କରିବା ଲାଗି, ଅଡିଓ ଭିଡିିଓ କଲ୍ କରିବା, ଅଡିଓ ଭିଡିିଓ ଫାଇଲ୍ ସେୟାର କରିବା ଲାଗି ଲୋକମାନେ ଏହାର ବ୍ୟବହାର କରିଥାନ୍ତି । କମ୍ପାନୀ ବି ଏହାର ୟୁଜର୍ସଙ୍କ ଲାଗି ସମୟ ସମୟରେ ନୂଆ…
ଗୁଗଲ ଟ୍ରାନ୍ସଲେଟ ସମାପ୍ତି
ଆଜି OpenAI ଏହାର ଅପଡେଟରେ GPT 4o ଲଞ୍ଚ କରିଛି । ଏହା କମ୍ପାନୀର ନୂଆ ଫ୍ଲାଗସିପ୍ ମଡେଲ୍ ଯେଉଁଥିରେ o ଅର୍ଥ omni ଅଟେ । ଏହି ଏଆଇ ଟୁଲ୍ ଟେକ୍ସଟ୍, ଅଡିଓ ଓ ଭିଡିଓ ସହ ଆସିଥାଏ । ଏହାକୁ ଆପଣ ChatGPT –ଆପ୍ ରେ ହିଁ ଆକ୍ସେସ୍ କରିପାରିବେ ।GPT 4oକୁ ଫ୍ରି ଓ ପେଡ୍ ଉଭୟ ୟୁଜର୍ସଙ୍କ ଲାଗି…
ଆଇଫୋନ ଉତ୍ପାଦନରେ ୧.୧ ବିଲିୟନ ଡଲାରରେ ପହଞ୍ଚିଲା
ଆଇଫୋନ ସାରା ବିଶ୍ୱରେ ଅନେକ ଚାହିଦା ରହିଛି । ଏପ୍ରିଲ ମାସରେ ଆଇଫୋନର ରପ୍ତାନୀ ବୃଦ୍ଧି ପାଇ ୧.୧ ବିଲିୟନ ଡଲାର ବା ୯୦ କୋଟି ଟଙ୍କାରେ ପହଞ୍ଚିଛି । ଏପ୍ରିଲ ମାସରେ କୌଣସି ପୂଜା ବା ପର୍ବପର୍ବାଣୀ ବିଶେଷ ହୋଇ ନ ଥିବାରୁ ଫୋନର ବିକ୍ରିର ଚାହିଦା କମିଯାଇଥାଏ । ଏହା ଭିତରେ ଚଳିତ ମାସରେ ମଧ୍ୟ…
ୟୁପିଆଇ ଟ୍ରାଞ୍ଜାକ୍ସନକୁ ସହଜ କରିବ ୟୁପିଆଇ ୱାଲେଟର
ଦେଶରେ ଅନେକ ୟୁପିଆଇ ଆପ୍ସ ଏପରି ସେବାମାନ ଦେଇଥାଏ । ଏହି ସମୟରେ ଆପଣ ପେଟିଏମ ୟୁପିଆଇ ୱାଲେଟର ବ୍ୟବହାର କରିପାରିବେ । ଏହାରି ମାଧ୍ୟମରେ ଆପଣ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଖୁବଶିଘ୍ର ଏବଂ ସହଜରେ ପୂରା କରିପାରିବେ ।ପେଟିଏମର ସଞ୍ଚାଳନ କରୁଥିବା କମ୍ପାନୀ ୱାନ୯୭ କମ୍ୟୁନିକେସନ ଲିମିଟେଡ ସୋମବାର…
ବିଶ୍ୱର ପ୍ରଥମ ୬G ଡିଭାଇସ୍
ଦୁନିଆର ଅନେକ ଅଂଶ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି, ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି ପ୍ରୋଟୋଟାଇପ୍ ଡିଭାଇସ୍ ସାମ୍ନାକୁ ଆଣିଛି ।ଏହି ଡିଭାଇସ୍ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ୍ ବେଗରେ ୩୩୦…
ମାଇକ୍ରୋସଫ୍ଟକୁ ବଡ଼ ଝଟକା
ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ କୋର୍ଟାନା ପେଟେଣ୍ଟ ମାମଲାରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଡେଲାୱେର୍ ଫେଡେରାଲ୍ କୋର୍ଟର ଖଣ୍ଡପୀଠ ମାଇକ୍ରୋସଫ୍ଟକୁ ଏହାର ଭର୍ଚୁଆଲ୍ ଆସିଷ୍ଟାଣ୍ଟ କୋର୍ଟାନା ବ୍ୟବହାର ଉପରେ ପେଟେଣ୍ଟ ମାଲିକ ଆଇପିଏ ଟେକ୍ନୋଲୋଜିକୁ ୨୪ କୋଟି ଡଲାର୍ ଦେବାକୁ…
ଅଚଳ ହେବ ହ୍ୟାଣ୍ଡ୍ସେଟ୍
ହ୍ୟାଣ୍ଡ୍ସେଟ୍ ଓ ମୋବାଇଲ୍ ନମ୍ବରଗୁଡ଼ିକ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୮,୨୦୦ ହ୍ୟାଣ୍ଡ୍ସେଟ୍କୁ ଅଚଳ କରିବା ଏବଂ ସେହି ହ୍ୟାଣ୍ଡ୍ସେଟ୍ଗୁଡ଼ିକରେ ବ୍ୟବହାର ହୋଇଥିବା ୨୦ ଲକ୍ଷ ମୋବାଇଲ୍ ନମ୍ବରର ପୁନଃ ଯାଞ୍ଚ କରିବା ଲାଗି ଟେଲିକମ୍…
ଏପିଏସ୍ଇଜେଡ୍ର ଆର୍ଥିକ ଫଳାଫଳ
ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍ ଜୋନ୍ (ଏପିଏସ୍ଇଜେଡ୍)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷ (୨୦୨୪ ମାର୍ଚ୍ଚ ୩୧ସୁଦ୍ଧା ଶେଷ ଆର୍ଥିକ…
ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଆଣୁଛି ଏହି ନୂଆ ଫିଚର
ଗୁଗଲ ଖୁବ୍ ଶୀଘ୍ର ଡେସ୍କଟପ୍ରେ କ୍ରୋମ ୟୁଜର୍ସଙ୍କ ଲାଗି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାର ନାମ ‘ସର୍କଲ ଟୁ ସର୍ଚ୍ଚ’ । ଏହି ଫିଚର ସର୍ବପ୍ରଥମେ ସାମସଙ୍ଗ ଏସ୍୨୪ ସିରିଜ୍ ଫୋନ୍ରେ ଆସିଥିଲା ଓ ପରେ ଏହି ଫିଚର ଆଉ କିଛି ସାମସଙ୍ଗ ମଡେଲ୍ ଓ ପିକ୍ସେଲ ଫୋନ୍ରେ ଉପଲବ୍ଧ ହୋଇଥିଲା । ଏହି…
Xiaomi, Redmi ଏବଂ Pocoରେ ଭୟଙ୍କର ଭାଇରସ
ସାଇବର ସିକ୍ୟୁରିଟୀ ଫର୍ମ ସାଓମୀର ଏହି ସ୍ମାର୍ଟଫୋନରେ ୨୦ ପ୍ରକାର ଭୟଙ୍କର ଲୁପ ଖୋଜି ବାହାର କରିଛନ୍ତି । ଯାହାର କାରଣ ଜୁଜର୍ସଙ୍କ ପର୍ସନାଲ ଡାଟା ହ୍ୟାକର୍ସଙ୍କ ହାତରେ ଲାଗିପାରେ । ସାଓମୀ, ରେଡମୀ ଏବଂ ପୋକୋ ଡିଭାଇସ ଆପ୍ଲିକେସନ ଏବଂ ସିଷ୍ଟମର ଆର୍ବଟରୀ ଫାଇଲ୍ସରେ ଏହି ୨୦ ଭୟଙ୍କର ଭାଇରସ…