Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Technology
All technology related news will be uploaded in this
ଅଗ୍ନିକାଣ୍ଡରୁ ରକ୍ଷା କରିବ ଏୟାର ସ୍ଲାଇଡର
ବର୍ତ୍ତମାନ ସମୟରେ ଅଗ୍ନିକାଣ୍ଡ ଭଳି ଆକସ୍ମିକ ଦୁର୍ଘଟଣାରୁ ଧନ ଜୀବନ ରକ୍ଷା ପାଇବା ନିମନ୍ତେ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ,ମାନଗଡ଼ ଗ୍ରାମର ଷଷ୍ଠ ଶ୍ରେଣୀ ଛାତ୍ର ହିତେଶ କୁମାର ବିଶ୍ଵାଳ l ଭୟାବହ…
ଆଜି ସ୍ପେଡେକ୍ସ ମିଶନ ଲଞ୍ଚ କରିବ ଇସ୍ରୋ
ନୂଆବର୍ଷ ପୂର୍ବରୁ ଚମତ୍କାର କରିବାକୁ ଯାଉଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ । ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏକରିବାରେ ଚତୁର୍ଥ ଦେଶ ହେବ ଭାରତ। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ। ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍…
ଭାରତକୁ ଏବେ ଡରିବ ଚୀନ,ପାକିସ୍ତାନ !
ଆମେରିକାର ଶକ୍ତିଶାଳୀ ଡ୍ରୋନକୁ କିଣିବ ଭାରତ । ଆକାଶରୁ ବୋମା ପକାଇବାରେ ଏହି ଡ୍ରୋନ ସିଦ୍ଧହସ୍ତ । ପାକିସ୍ତାନର ଆତଙ୍କବାଦୀଙ୍କୁ ଜଙ୍ଗଲରେ ମାରିବାକୁ ଏହାର କ୍ଷମତା ରହିଛି । ପ୍ରତିରକ୍ଷା କମ୍ପାନି ଆମେରିକାର ଜେନେରାଲ ଆଟମିକ୍ସଠାରୁ ଭାରତ ୩୧ଟି ପ୍ରିଡେଟର୍ ଡ୍ରୋନ୍ କିଣିବ।ଏହି…
ଶସ୍ତା ହେଲା OnePlus
ଫେଷ୍ଟିଭ ଅଫର ସମୟରେ ଗ୍ରାହକମାନେ ଅତି ସୁଲଭ ଦାମରେ ପ୍ରଡକ୍ଟ କିଣିଥାନ୍ତି ଏବଂ ଆଟ୍ରାକ୍ଟିଭ୍ ଡ଼ିସକାଉଣ୍ଟ ଅଫର ଏବଂ ଡିଲ୍ ମଧ୍ୟ ପାଆନ୍ତି । ଦିଓ୍ୱାଲି ସେଲ୍ରେ OnePlus ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ଇୟରବଡ୍ସ ମଧ୍ୟ ଶସ୍ତା ମୂଲ୍ୟରେ ବିକ୍ରି କରୁଛି । ଏହି ସମୟରେ ଆପଣ OnePlus 12,…
କ୍ରେଟା ଓ ସ୍କର୍ପିଓକୁ ପଛରେ ପକାଇଦେଲା ମାରୁତି
ଭାରତରେ ସବୁଠାରୁ ଅଧିକ ୧୦ ଟି ଯାନର ତାଲିକା ପ୍ରକାଶ ପାଇଛି। କିନ୍ତୁ ଏଥର ଗ୍ରାହକମାନେ ୫ଟି ସିଟ୍ ନୁହେଁ ୭ଟି ସିଟ୍ ଥିବା କାରକୁ ଅଧିକ ବାଛିଛନ୍ତି | ହଁ, ଆମେ ମାରୁତି ସୁଜୁକି ଏର୍ଟିଗା ବିଷୟରେ କହୁଛୁ | ଗତ ମାସରେ ଏହା ସର୍ବାଧିକ ବିକ୍ରି ହୋଇଥିବା କାରରେ ପରିଣତ ହୋଇଛି | ଏହାର ଅର୍ଥ…
ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଭାରତରେ ଉଦଘାଟନ୍
ଦୂରବୀକ୍ଷଣ ଯନ୍ତ୍ରକୁ ନେଇ ଚର୍ଚ୍ଚା । ବୈଜ୍ଞାନିକମାନଙ୍କ ଗବେଷଣା କ୍ଷେତ୍ରରେ ଅଧିକ ଶକ୍ତି ଯୋଗାଇବା ଲାଗି ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଘାଟନ କରାଯାଇଛି। ଏହାର ନାମ ହେଉଛି ଏମଏସିଇ ବା ମେଜର ଆଟମୋସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ।
୪୩୦୦ ମିଟର ଉଚ୍ଚତାରେ…
ଟିଭିଏସ୍ ର ମିଳୁଛି ବଢ଼ିଆ
ଭାରତୀୟ ବଜାରରେ TVS Radeon 110 ତିନୋଟି ଭାରିଆଣ୍ଟରେ ଉପଲବ୍ଧ – ଯେପରିକି ବେସ୍ ଏଡିସନ୍, ଡିଗି ଡ୍ରମ୍ ଏବଂ ଡିଗି ଡିସ୍କ । ବେସ୍ ଏଡିସନର ଦିଲ୍ଲୀ ଏକ୍ସ-ସୋ’ରୁମ୍ ଦାମ ୫୯,୮୮୦ ଟଙ୍କା । କିନ୍ତୁ ଡିଗି ଡ୍ରମର ଏକ୍ସ-ସୋରୁମ୍ ଦାମ ୭୭,୩୯୪ ଟଙ୍କା ଏବଂ ଡିଗି ଡିସ୍କର ଏକ୍ସ-ସୋରୁମ୍ ଦାମ…
ବୋଲ୍ଟ ନୂଆ ଇୟରବଡ୍ସ ଲଞ୍ଚ କରିଛି
Boultର K10 ଇୟରବଡ୍ସର ଦାମ ୧,୦୯୯ ଟଙ୍କା । ଏହି ଇୟରବଡ୍ସ ନୀଳ ଏବଂ କଳା ରଙ୍ଗରେ ଉପଲବ୍ଧ ହେବ । W10 ର ଦାମ ହେଉଛି ୭୯୯ ଟଙ୍କା । ଏହି ଇୟରବଡ୍ସ ଧଳା ଏବଂ କଳା ରଙ୍ଗରେ ଉପଲବ୍ଧ ହେବ । ଫ୍ଲିପକାର୍ଟ ଏବଂ ବୋଲ୍ଟ ୱେବସାଇଟରୁ ଆପଣ ଏହି ଇୟରବଡ୍ସ କିଣିପାରିବେ ।
Boult W10 ଇୟରବଡ୍ସରେ ଦମଦାର…
ଡିପ୍ରେସନ ଚିହ୍ନିବ ସ୍ମାର୍ଟଫୋନ
ଡିପ୍ରେସନରେ ଲୋକମାନେ ପ୍ରାୟତଃ ନିଜ ଭିତରର ଅଶାନ୍ତି ଲୁଚାଇବାକୁ ଚେଷ୍ଟା କରନ୍ତି । ଡିପ୍ରେସନର ପ୍ରାରମ୍ଭିକ ଲକ୍ଷଣଗୁଡିକ ଚିହ୍ନଟ କରିବା ଜରୁରୀ ହୋଇଥାଏ ଯାହା ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ଏହା ପ୍ରକୃତରେ ସମ୍ଭବ…
କମିଲା ଭିଭୋ ଫୋନ
ଚଳିତ ବର୍ଷ ଜୁଲାଇରେ ଭିଭୋ ଲଞ୍ଚ କରିଥିବା ବଜେଟ୍ ସ୍ମାର୍ଟଫୋନ୍ Y28s 5Gର ଦାମ କମାଇଛି । ଏହି ଫୋନ୍ ଭିଭୋ Y28e 5G ସହିତ ଲଞ୍ଚ କରାଯାଇଥିଲା । କିନ୍ତୁ କମ୍ପାନୀ Y28e ର ମୂଲ୍ୟ କମାଇନାହିଁ । ଏହି ଭିଭୋ ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ – ୪GB RAM + ୧୨୮GB, ୬GB RAM +…