Browsing Category

Technology

All technology related news will be uploaded in this

ଶସ୍ତା ହେଲା OnePlus

ଫେଷ୍ଟିଭ ଅଫର ସମୟରେ ଗ୍ରାହକମାନେ ଅତି ସୁଲଭ ଦାମରେ ପ୍ରଡକ୍ଟ କିଣିଥାନ୍ତି ଏବଂ ଆଟ୍ରାକ୍ଟିଭ୍‌ ଡ଼ିସକାଉଣ୍ଟ ଅଫର ଏବଂ ଡିଲ୍‌ ମଧ୍ୟ ପାଆନ୍ତି । ଦିଓ୍ୱାଲି ସେଲ୍‌ରେ OnePlus ସ୍ମାର୍ଟଫୋନ୍‌, ଟାବଲେଟ୍‌ ଏବଂ ଇୟରବଡ୍ସ ମଧ୍ୟ ଶସ୍ତା ମୂଲ୍ୟରେ ବିକ୍ରି କରୁଛି । ଏହି ସମୟରେ ଆପଣ OnePlus 12,…

କ୍ରେଟା ଓ ସ୍କର୍ପିଓକୁ ପଛରେ ପକାଇଦେଲା ମାରୁତି

ଭାରତରେ ସବୁଠାରୁ ଅଧିକ ୧୦ ଟି ଯାନର ତାଲିକା ପ୍ରକାଶ ପାଇଛି। କିନ୍ତୁ ଏଥର ଗ୍ରାହକମାନେ ୫ଟି ସିଟ୍ ନୁହେଁ ୭ଟି ସିଟ୍ ଥିବା କାରକୁ ଅଧିକ ବାଛିଛନ୍ତି | ହଁ, ଆମେ ମାରୁତି ସୁଜୁକି ଏର୍ଟିଗା ବିଷୟରେ କହୁଛୁ | ଗତ ମାସରେ ଏହା ସର୍ବାଧିକ ବିକ୍ରି ହୋଇଥିବା କାରରେ ପରିଣତ ହୋଇଛି | ଏହାର ଅର୍ଥ…

ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଭାରତରେ ଉଦଘାଟନ୍

ଦୂରବୀକ୍ଷଣ ଯନ୍ତ୍ରକୁ ନେଇ ଚର୍ଚ୍ଚା  । ବୈଜ୍ଞାନିକମାନଙ୍କ ଗବେଷଣା କ୍ଷେତ୍ରରେ ଅଧିକ ଶକ୍ତି ଯୋଗାଇବା ଲାଗି ଲଦାଖରେ ଏସିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଉଦ୍‌ଘାଟନ କରାଯାଇଛି। ଏହାର ନାମ ହେଉଛି ଏମଏସିଇ ବା ମେଜର ଆଟମୋସ୍ଫେରିକ ଚେରେନକୋଭ ଏକ୍ସପେରିମେଣ୍ଟ। ୪୩୦୦ ମିଟର ଉଚ୍ଚତାରେ…

ଟିଭିଏସ୍ ର ମିଳୁଛି ବଢ଼ିଆ

ଭାରତୀୟ ବଜାରରେ TVS Radeon 110 ତିନୋଟି ଭାରିଆଣ୍ଟରେ ଉପଲବ୍ଧ – ଯେପରିକି ବେସ୍ ଏଡିସନ୍, ଡିଗି ଡ୍ରମ୍ ଏବଂ ଡିଗି ଡିସ୍କ । ବେସ୍ ଏଡିସନର ଦିଲ୍ଲୀ ଏକ୍ସ-ସୋ’ରୁମ୍ ଦାମ ୫୯,୮୮୦ ଟଙ୍କା । କିନ୍ତୁ ଡିଗି ଡ୍ରମର ଏକ୍ସ-ସୋରୁମ୍ ଦାମ ୭୭,୩୯୪ ଟଙ୍କା ଏବଂ ଡିଗି ଡିସ୍କର ଏକ୍ସ-ସୋରୁମ୍ ଦାମ…

ବୋଲ୍ଟ ନୂଆ ଇୟରବଡ୍ସ ଲଞ୍ଚ କରିଛି

Boultର K10 ଇୟରବଡ୍ସର ଦାମ ୧,୦୯୯ ଟଙ୍କା । ଏହି ଇୟରବଡ୍ସ ନୀଳ ଏବଂ କଳା ରଙ୍ଗରେ ଉପଲବ୍ଧ ହେବ । W10 ର ଦାମ ହେଉଛି ୭୯୯ ଟଙ୍କା । ଏହି ଇୟରବଡ୍ସ ଧଳା ଏବଂ କଳା ରଙ୍ଗରେ ଉପଲବ୍ଧ ହେବ । ଫ୍ଲିପକାର୍ଟ ଏବଂ ବୋଲ୍ଟ ୱେବସାଇଟରୁ ଆପଣ ଏହି ଇୟରବଡ୍ସ କିଣିପାରିବେ । Boult W10 ଇୟରବଡ୍ସରେ ଦମଦାର…

ଡିପ୍ରେସନ ଚିହ୍ନିବ ସ୍ମାର୍ଟଫୋନ

ଡିପ୍ରେସନରେ ଲୋକମାନେ ପ୍ରାୟତଃ ନିଜ ଭିତରର ଅଶାନ୍ତି ଲୁଚାଇବାକୁ ଚେଷ୍ଟା କରନ୍ତି । ଡିପ୍ରେସନର ପ୍ରାରମ୍ଭିକ ଲକ୍ଷଣଗୁଡିକ ଚିହ୍ନଟ କରିବା ଜରୁରୀ ହୋଇଥାଏ ଯାହା ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ଏହା ପ୍ରକୃତରେ ସମ୍ଭବ…

କମିଲା ଭିଭୋ ଫୋନ

ଚଳିତ ବର୍ଷ ଜୁଲାଇରେ ଭିଭୋ ଲଞ୍ଚ କରିଥିବା ବଜେଟ୍ ସ୍ମାର୍ଟଫୋନ୍ Y28s 5Gର ଦାମ କମାଇଛି । ଏହି ଫୋନ୍ ଭିଭୋ Y28e 5G ସହିତ ଲଞ୍ଚ କରାଯାଇଥିଲା । କିନ୍ତୁ କମ୍ପାନୀ Y28e ର ମୂଲ୍ୟ କମାଇନାହିଁ । ଏହି ଭିଭୋ ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ – ୪GB RAM + ୧୨୮GB, ୬GB RAM +…

ମହିନ୍ଦ୍ରା ର ନିଉ ମଡେଲ କାର

ମହିନ୍ଦ୍ରା ସହାୟକ କମ୍ପାନୀ ମହିନ୍ଦ୍ରା ଲଷ୍ଟ ମାଇଲ ମୋବିଲିଟି ଲିମିଟେଡ୍‌ ଶୁକ୍ରବାର ଦିନ Mahindra Zeo EV V1 ଏବଂ V2 ଲଞ୍ଚ କରିଛି । ଏହି EV ରେ ଦୁଇଟି ବ୍ୟାରିଆଣ୍ଟ ଅଛି- Mahindra Zeo EV V1 ଏବଂ V2 । ରିପୋର୍ଟ ଅନୁଯାୟୀ, ଏହି ଗାଡିର ପ୍ରାରମ୍ଭିକ ମୂଲ୍ୟ ବେସ୍‌ ବ୍ୟାରିଆଣ୍ଟ…

ଲଞ୍ଚ କରିବ Infinix Hot 50 4G

ଅତି ଶୀଘ୍ର ଭାରତୀୟ ବଜାରରେ Infinix Hot 50 4G ଲଞ୍ଚ ହେବ । Infinix ଏହି ସ୍ମାର୍ଟଫୋନକୁ ଦୁଇଟି ଭ୍ୟାରିଆଣ୍ଟ ସହିତ ଆଣିଛି ଯେଉଁଥିରେ ବେସ୍‌ ଭ୍ୟାରିଆଣ୍ଟ ୬GB RAM ଏବଂ ୧୨୮GB ଷ୍ଟୋରେଜ୍‌ ସହିତ ଆସିଥାଏ । ଏହାର ଦ୍ୱିତୀୟ ଭ୍ୟାରିଆଣ୍ଟ ୮GB RAM ଏବଂ ୨୫୬GB ଷ୍ଟୋରେଜ୍‌ ସହିତ ଆସିଛି ।…

ମାଗ୍ନାଇଟ୍‌ ଫେସଲିଫ୍ଟ ଲଞ୍ଚ କାର୍‌

୪ ଅକ୍ଟୋବରରେ ଏହାର ନୂଆ କାର୍‌ ମାଗ୍ନାଇଟ୍‌ ଫେସଲିଫ୍ଟ ଲଞ୍ଚ କରିବାକୁ ଯାଉଛି । ଏ ବାବଦରେ କମ୍ପାନୀ ଏହାର କାର୍‌ ବୁକିଂ କରିବା ଆରମ୍ଭ କରି ଦେଇଛି । ବଡ କଥା ହେଉଛି ଏହି କାରର ଡେଲିଭରି ମଧ୍ୟ ଏହାର ଲଞ୍ଚର ପରଦିନ ଆରମ୍ଭ ହେବ । କାର୍‌ ଲଞ୍ଚ ହେବା ପୂର୍ବରୁ ମଧ୍ୟ ଫେସଲିଫ୍ଟର ଡିଟେଲ୍ସ…