Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Stocks
All stocks related news will be updated here
ଲଗାତାର ଷଷ୍ଠ ଥର ପାଇଁ ବଢ଼ିଲା ରେପୋ ରେଟ୍
ପୁଣି ବଢିବ ଇଏମଆଇ ସୁଧ ହାର । ମହଙ୍ଗା ହେବ ଋଣ । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ରେପୋ ରେଟ ବଢିବା ଯୋଗୁଁ ହୋମ, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା…
ଆର୍ଥିକ ମାନଦଣ୍ଡରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା
ଅର୍ଥନୀତିଠାରୁ ଆରମ୍ଭ କରି ସାମାଜିକ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ୧୧ । କିନ୍ତୁ ଆର୍ଥିକ ବର୍ଗରେ ଓଡ଼ିଶା ୬୬.୬ ପ୍ରତିଶତ ସ୍କୋର ସହ ପ୍ରଥମ ସ୍ଥାନରେ ରହିଛି । କେୟାର ରେଟିଙ୍ଗସର ସଂସ୍ଥା କେୟାରଏଜ୍ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି । ୩୬.୭…
ସୁପର-୪ରେ ଆଫ୍ଗାନିସ୍ତାନ
ଚଳିତ ଏସିଆ କପ୍ ଟି୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ସୁପର-୪ରେ ଆଫ୍ଗାନିସ୍ତାନ ପ୍ରବେଶ କରିଛି। ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ଆଫଗାନିସ୍ତାନ।
https://twitter.com/ICC/status/1564825123529674752
ମୋସାଦେକ୍ ହୋସେନ୍ଙ୍କ ବିସ୍ଫୋରକ ୪୮ ରନ୍ ବଳରେ!-->!-->!-->!-->!-->…
ବଢ଼ିଲା ରେପୋ ରେଟ୍
ରେପୋରେଟ ବୃଦ୍ଧି କରିଲା ଆରବିଆଇ। ମୁଦ୍ରାସ୍ପୀତି ଚାପକୁ ଦୂର କରିବା ପାଇଁ ରିର୍ଜବ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ଦିନ ପଲିସି ରେପୋ ହାରକୁ ବୃଦ୍ଧି କରିଛନ୍ତି । ସୁଧହାର ବୃଦ୍ଧି ସହିତ ଏହା ତୃତୀୟ ବୃଦ୍ଧି ଅଟେ। ରେପୋ ରେଟରେ ୫୦ ବେସିକ ପଏଣ୍ଟ ବୃଦ୍ଧି କରାଯାଇଛି । ଯାହାଫଳରେ ରେପୋ ରେଟ!-->…
ପେଟ୍ରୋଲ ଡିଜେଲ ପରେ ଏବେ ପାଣି ମହଙ୍ଗା : ଜାଣନ୍ତୁ କେତେ ମହଙ୍ଗା
ପେଟ୍ରୋଲ ଡିଜେଲ ପରେ ଏବେ ପାଣି ମହଙ୍ଗା : ଜାଣନ୍ତୁ କେତେ ମହଙ୍ଗା
କେ.କେ ପଟେଲ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
pm-to-innagurate-kk-patel-hospita